viral audio call – କାଲି ପାର୍କ ଆସ ଗୋଟିଏ kiss ଦେବି ! ରସିକିଆ ଟିଉସନ ସାର ଛାତ୍ରୀଙ୍କୁ କରୁଛନ୍ତି ପ୍ରେମ ନିବେଦନ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଅଜ୍ଞାନର ଅନ୍ଧାର ରୁ ଜ୍ଞାନର ଆଲୋକ କୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହାଯାଥାଏ । ଏହି ମତେ ପ୍ରଥମ ଗୁରୁ ମାତା, ପିତା ଅଟନ୍ତି ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନ ରେ ଅନେକ ଗୁରୁ ଅଛନ୍ତି। ପୁରାଣ ଚରିତ୍ର ଅବଧୂତ ବା ଦତ୍ତାତ୍ରେୟ ମୁନି ଚବିଶ ଗୁରୁ କରିଥିଲେ।
ଗୁରୁ ମଧ୍ୟ ବିରାଟ ଏବଂ ମହାନ ବ୍ୟକ୍ତିତ୍ୱକୁ ବୁଝାଇଥାଏ । ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁ କୃପା ଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରଯାଇଥାଏ । ପୁରାଣ ମତେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ ।
ହିନ୍ଦୁ ଧର୍ମ ଓ ଅନ୍ୟାନ୍ୟ ଧାର୍ମିକ ପରମ୍ପରା ରେ ଗୁରୁ କରିବାକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଆତ୍ମ ସାକ୍ଷାତକାର କରିବାପାଇଁ ଗୁରୁଙ୍କର ସହାୟତା ମୌଳିକ ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି । ଆଧୁନିକ ଭାରତ ରେ ଗୁରୁ ଶବ୍ଦକୁ ମୁଖ୍ୟତଃ ଶିକ୍ଷକ ହିସାବରେ ବ୍ୟବହାର କରାଯାଉଛି ।
ଗୁରୁ ଗୀତାରେ କୁହାଯାଇଛି ଯିଏ ଗୁ(ଗୁଣମୁକ୍ତ) ଓ ରୁ (ନିରାକାର) ସେ ହେଉଛନ୍ତି ଗୁରୁ। ସେ ଅମର ଓ ପରମଜ୍ଞାନୀ ଭାବେ ଆମ ହିନ୍ଦୁ ଶାସ୍ତ୍ରରେ ଗୃହୀତ ହୋଇଛନ୍ତି। ବେଦରଭାଷ୍ୟ ରଚନା କରିଥିବାରୁ ତାଙ୍କୁ ବିଶ୍ୱରେ ପ୍ରଥମ ଗୁରୁ ଆଖ୍ୟା ପ୍ରଦାନ କରାଯାଇଛି। କାରଣ ଗୁରୁ ଶବ୍ଦ ଏକ ବ୍ୟାପକ ଅର୍ଥବୋଧକ ଶବ୍ଦ।
ଗୁରୁ ଶବ୍ଦର ଅର୍ଥ ହେଲା ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ଗୁ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ରୁ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି, ତାଙ୍କୁ ଗୁରୁ ବୋଲାଯାଏ ।
ଭଗବାନ ବେଦବ୍ୟାସ ପ୍ରଥମେ ଏ ନଶ୍ୱର ଶରୀର ରେ ଅବତୀର୍ଣ୍ଣ ହୋଇ ସକଳ ପ୍ରାଣୀଙ୍କୁ ଏ ଭବସାଗର ରୁ ଉଦ୍ଧାର କରିବା ପାଇଁ ଈଶ୍ୱରୀୟ ଚେତନା ଏ ଜଗତରେ ଶାସ୍ତ୍ର ପୁରାଣ ମାଧ୍ୟମରେ ବିତରଣ କରିଥିଲେ। ସେହି ହେତୁ ତାଙ୍କୁ ଜଗତଗୁରୁ ଭାବରେ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଗ୍ରହଣ କରିଛନ୍ତି। ତାଙ୍କର କୃତିତ୍ୱ ଓ ନିଷ୍ଠା ପାଇଁ ତାଙ୍କୁ ବହୁ ନାମରେ ନାମିତ କରାଯାଇଛି।
କିନ୍ତୁ ଆଜିକାଲି ର ଗୁରୁ ମାନେ ଛାତ୍ରୀ ମାନଙ୍କ ପ୍ରତି ଖରାପ ଦୃଷ୍ଟି ପକାଇଛନ୍ତି । ଯେଉଁ ସାର ଛାତ୍ରୀ ମାନଙ୍କୁ ସତ୍ ପଥରେ ଆଗେଇବାକୁ ପ୍ରେରଣା ପ୍ରଦାନ କରିଥାନ୍ତି ସେହି ଶିକ୍ଷକ ଛାତ୍ରୀ ମାନଙ୍କ ଜୀବନ ବର୍ବାଦ୍ କରିଦେଉଛନ୍ତି । ରାତି ଅଧରେ କଲ୍ କରି ଟିଉସନ ସାର୍ ଛାତ୍ରୀ ଙ୍କୁ ଗୋଟିଏ ଫଟୋ ମାଗିଥିଲା । ତାପରେ ସାର ଙ୍କୁ ଛାତ୍ରୀ ଜଣେ କହିଲେ କୁ ସାର୍ ଆଜି ହବନି କଲି ଫଟୋ ଦେଇଦେବୀ ଆଜି ନେଟୱର୍କ ନାହିଁ ଆମ ବେଡ଼ରୁମ ପାଖରେ ନେଟୱର୍କ ରୁହେ ନାହିଁ କାଲି ସକାଳ ପଥେଇଦେବି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ