ବନ୍ଧୁ ମାନେ ଆପଣ ମାନେ ପାପା କି ପରି ବିଷୟରେ ବହୁତ କିଛି ଜାଣି ଥିବେ । ତେବେ ଆଜି ଆମେ ଆପଣଂକୁ ଜଣାଇବୁ ପାପା କି ପରି ବିଷୟରେ । ଆପଣ ମାନେ ଦେଖି ଥିବେ ଯେ ଜଣେ ବାପା ସବୁ ବେଳେ ତାର ଝିଅ କୁ ଅତି ଗେଲ୍ହା ର ସହିତ ବଢ଼େଇ ଥାନ୍ତି । ଆଉ ଜଣେ ମା ସବୁ ବେଳେ ତା ପୁଅ କୁ ଗେଲ୍ହା କରି ଥାଏ । କହିବା ପାଇଁ ଗଲେ ବାପା ଝିଅ କୁ ଅଧିକ ପସନ୍ଦ କରି ଥାଏ ଆଉ ମା ପୁଅକୁ ପସନ୍ଦ କରି ଥାଏ । ସେଥି ପାଇଁ ଝିଅ ର ସବୁ ଅଳି କୁ ବାପା ପୂର୍ଣ୍ଣ କରି ଥାଏ । ତେବେ ଆଜି ଆମେ ଆପଣଂକୁ ଯେଉଁ ଭିଡିଓ ବିଷୟରେ କହିବା ପାଇଁ ଯାଉଛୁ ତାହା ସୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ , ଆଉ କହିବେ ପାପା କି ପରି ଏମିତି ହୋଇ ଥାଏ ।
ତେବେ ପ୍ରଥମ ଘଟଣା ରେ ଏହି ଭିଡିଓ ରେ ଦେଖିବା ପାଇଁ ମିଳି ଥିଲା । ଯେ ଜଣେ ଝିଅ ତାର ସାଙ୍ଗ କୁ ଦେଖି ରାସ୍ତା ମଝିରେ ଗାଡି ଠିଆ କରି ଦେଇ , ତାର ସାଙ୍ଗ କୁ ଦେଖା କରିବା ପାଇଁ ଦୌଡ଼ି ଯାଇ ଥିଲା , ଶେଷରେ ସ୍କୁଟି ଟିକୁ ରାସ୍ତା ମଝିରେ ଠିଆ କରି ଥିଲା ଆଉ ତା ପରେ ଦେଖିବା ପାଇଁ ମିଳି ଥିଲା ପୁରା ରାସ୍ତା ଜାମ ହୋଇ ଯାଇ ଥିଲା । ସେହି ଭଳି ଦ୍ୱିତୀୟ ଘଟଣା ରେ ଦେଖିବା ପାଇଁ ମିଳି ଥିଲା । ଜଣେ ପାପା କି ପରି ସ୍କୁଟି ଚଳାଉ ଥିବା ସମୟରେ ଭାରସାମ୍ୟ ହରାଇ ବସି ଥିଲା , ଆଉ ତା ପରେ ସ୍କୁଟି ଟିକୁ ନେଇ ସିଧା ଗୋଟେ ନଟା ମୂଳରେ ପକେଇ ଦେଇ ଥିଲା । ତେବେ ଆପଣ ମାନେ ମଧ୍ୟ ଜାଣି ଥିବେ ରାସ୍ତା ରେ ଝିଅ ମାନେ ସ୍କୁଟି ଚଲାଇଲେ ଆଗ ପଛ କିଛି ଦେଖନ୍ତି ନାହିଁ , ତେବେ ଏହି ଦୃଶ୍ୟ ରେ ଜଣା ଯାଉ ଥିଲା ଯେ , ପାପା କି ପରି ନୂଆ ଗାଡି ଚଳାଉ ଥିବାର ଦୃଶ୍ୟ ।
ତୃତୀୟ ଦୃଶ୍ୟ ରେ ଦେଖିବା ପାଇଁ ମିଳି ଥିଲା , ଜଣେ ଝିଅ ମନ୍ଦିର ସାମ୍ନା ରେ ଗାଡ଼ି ରଖିବା ବଦଳରେ , ଗାଡି ନେଇ ମଂଦିର ଭିତରେ ନେଇ ଠାକୁରଙ୍କ ପାଖରେ ନେଇ ପସେଇ ଦେଇ ଥିଲା , ଆପଣ ସେହି ଦୃଶ୍ୟ ରେ ଦେଖିବା ପାଇଁ ପାଇବେ , ଗାଡି ସହିତ ଝିଅ ଟି ମଧ୍ୟ ଠାକୁରଙ୍କ ପାଖରେ ପଡ଼ି ଥିଲା । ତେବେ ଏଗୁଡିକ ସବୁ ପାପା କି ପରି ର କାମ ,ବାପା ଏମାନକୁ ଏତେ ଗେଲ୍ହା କରି ଦେଇ ଛନ୍ତି ଯେ , ଗାଡି ଭାଙ୍ଗିଲେ ମଧ୍ୟ ବାପା ଆଉ ଗୋଟେ ଗାଡି କିଣି ଦେଇ ପାରିବେ । ତେବେ ଏହି ଭିଡିଓ ରେ ଆପଣ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ପାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।