ପବିତ୍ର ମାଣବସା ଗୁରୁବାର ଉପଲକ୍ଷେ ମାର୍କେଟକୁ ଆସିଲା Season 1ର Top contestant ଦେବସ୍ମିତା & ଉପାସନା ଙ୍କ ସୁନ୍ଦର ଭଜନ ଗୀତ …ମାତ୍ର 4 ଘଣ୍ଟାରେ 4826k ରୁ ଅଧିକ ଲୋକ ଦେଖି ସାରିଲେଣି…
ଓଡ଼ିଶାରେ ପ୍ରତି ଘରେ ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ମାଣବସା ଓଷା ପାଳନ କରା ଯାଇଥାଏ। ଓଡ଼ିଶାର ସବୁ ପର୍ବ ମଧ୍ୟରୁ ଏହି ମାଣବସା ଓଷା ହେଉଛି ଏକ ପ୍ରଧାନ ପର୍ବ। ଗୁରୁବାର ଓଷା ଓଡ଼ିଶାର କଳା ସଂସ୍କୃତି ଖାଦ୍ୟପେୟ ଆନନ୍ଦ ଉତ୍ସବ ସରଳ ବିଶ୍ବାସର ଏକ ଶ୍ରେଷ୍ଠ ଉଦାହରଣ। ତେଣୁ ମାର୍ଗଶିର ମାସର ଏହି ଚାରି ଗୁରୁବାରକୁ ଖୁବ୍ ମହତ୍ତ୍ୱ ପ୍ରଦାନ କରା ଯାଇଛି। ଶାସ୍ତ୍ର ମଧ୍ୟ କୁହା ଯାଇଛି କି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା କଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ।
ମା’ ଲକ୍ଷ୍ମୀଙ୍କୁ ଧନ,ଐଶ୍ଚର୍ଯ୍ୟ, ସୌଭାଗ୍ୟ,ସୁଖ ସମୃଦ୍ଧିର ଦେବୀ ବୋଲି କୁହା ଯାଇଥାଏ ଏହି ଲକ୍ଷ୍ମୀ ପୂଜା ଟି ମାର୍ଗଶୀର ମାସ ରେ ପାଳନ କରାଯାଇଥାଏ । ସମସ୍ତ ପ୍ରକରର ଶ୍ରୀ ବୈଭବ ଐଶ୍ଚର୍ଯ୍ୟ ଆନନ୍ଦ ଏବଂ ସୁଖ ଶାନ୍ତିକୁ ମା ଲକ୍ଷ୍ମୀ ପ୍ରଦାନ କରିଥାନ୍ତି। କୁହାଯାଇଥାଏ କି ଯେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ ସେହି ବବ୍ୟକ୍ତି ଜୀବନରେ କେବେବି ଦୁଃଖ କଷ୍ଟ ଆସେ ନାହିଁ।
ଭକ୍ତ ମାନେ ମା ଲକ୍ଷ୍ମୀଙ୍କୁ ବିଭିନ୍ନ ଉପାୟରେ ଆରାଧନା କରିଥାନ୍ତି। ଓଡ଼ିଶା ର ଘରେ ଘରେ ଗୁରୁବାର ଦିନ ମାଙ୍କ ଓଷା ପାଳନ କରା ଯାଇଥାଏ। ଏହା ସହିତ ଗୁରୁବାର ଦିନ ସମସ୍ତେ ଲକ୍ଷ୍ମୀ ପୁରାଣ ପଢନ୍ତି ଆଉ ଶୁଣନ୍ତି। କୁହା ଯାଇଥାଏ କି ଗୁରୁବାର ଦିନ ଯେଉଁମାନେ ଲକ୍ଷ୍ମୀ ପୁରାଣ ପଢନ୍ତି ଓ ଶୁଣନ୍ତି ସେମାନଙ୍କୁ ଲକ୍ଷେ କୋଟି ଗୋଦାନର ଫଳ ସେମାନଙ୍କୁ ମିଳିଥାଏ ଓ ଐଶ୍ଚର୍ଯ୍ୟ ଆନନ୍ଦ ଏବଂ ସୁଖ ଶାନ୍ତିକୁ ମା ଲକ୍ଷ୍ମୀ ପ୍ରଦାନ କରିଥାନ୍ତି।
ଆପଣ ମାନେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଅନେକ ଲକ୍ଷ୍ମୀ ପୁରାଣ ଭଜନ ଓ ଅନେକ ଗାହାଣୀ ଶୁଣିବାକୁ ପାଇଥିବେ। ଏସବୁ ମାଧ୍ୟମରେ ମାଙ୍କ ମହିମାକୁ ଗାନ କରା ଯାଇଥାଏ।ତେବେ ବର୍ତ୍ତମାନ ସମୟରେ ମା ଲକ୍ଷ୍ମୀଙ୍କ ଉପରେ ଆଧାରିତ ଏକ ସୁନ୍ଦର୍ ଭଜନ ସାମ୍ନାକୁ ଆସିଛି। ଯାହା ବେଶ୍ ମନଛୁଆଁ ହୋଇ ପାରିଛି। ଏଥିରେ ମା ଲକ୍ଷ୍ମୀଙ୍କ ମହିମାକୁ ଖୁବ୍ ସୁନ୍ଦର୍ ଭାବେ ବର୍ଣ୍ଣନା କରା ଯାଇଛି। ଏହାକୁ ଶୁଣି ଶ୍ରୋତା ମାନେ ଏଥିରେ ମା ଲକ୍ଷ୍ମୀଙ୍କ ମହିମା ବାବଦରେ ଜାଣି ପାରିବେ।
ଏହି ସୁନ୍ଦର୍ ଗାହାଣୀକୁ ଗାଇଛନ୍ତି କଣ୍ଠଶିଳ୍ପୀ ଉପାସନା ସାହୁ ଏବଂ କଣ୍ଠଶିଳ୍ପୀ ଦେବସ୍ମିତା ଆଚାର୍ଯ୍ୟ।ଏହି ଦୁଇ କଣ୍ଠଶିଳ୍ପୀ” ମୁ ବି ନମିତା ଅଗ୍ରୱାଲ ହେବି” ଉର୍ତିନ୍ନ ହେଇଥିଲେ । ଯାହା ଶ୍ରୋତା ମାନଙ୍କ ଦୃଦୟକୁ ବେଶ୍ ଛୁଇଁ ପାରିଛି। ମା ଲକ୍ଷ୍ମୀଙ୍କ ମହିମାକୁ ଖୁବ୍ ସୁନ୍ଦର୍ ଭାବେ ସ୍ୱରରେ ସଜାଇ ଛନ୍ତି ସଂଗୀତ ନିର୍ଦ୍ଦେଶକ ସୋରଜ ରଥ। ଦର୍ଶକ ମାନେ ଏହି ମନଛୁଆଁ ଗୀତକୁ ବେଶ୍ ପସନ୍ଦ କରୁଛନ୍ତି ଆଉ ଏହା ସହିତ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଆପଣ ଏହି ସୁନ୍ଦର୍ ମନଛୁଆଁ ଗୀତକୁ ଦେଖିଲେ ଜାଣି ପାରିବେ ଏହି ଗୀତଟି କେତେ ସୁନ୍ଦର୍ ହୋଇଛି।