ଯୁବତୀ ଦେଲେ କଡା ମନ୍ତବ୍ୟ ! ଆଜି କାଲି ଭଲ ପାଇବା ମାନେ ସେ-କ୍ସ ବୋଲି କୁହାଯାଉଛି, ତାହା ସହିତ OYO କୁ ଯାଇ ଖୁସି ବନେଇବା ଟା ଗୋଟିଏ ସାଧାରଣ କଥା ହୋଇ ଗଲାଣି :-ଲିଜ଼ା

ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି ତେବେ ପ୍ରେମ ସମ୍ପର୍କ କୁ ନେଇକି ବର୍ତ୍ତମାନ ଅଧିକ ଖବର ଭାଇରାଲ ହେଉଛି । ଆଉ ଯେଉଁଠି ପୁଅ ଝିଅ ମାନେ ଲିଭିଙ୍ଗ ରିଲେସନ ସିପ ରେ ରହୁଛନ୍ତି ଆଜିକାଲି ବିବାହ ପୂର୍ବରୁ । ଆଉ ଯାହା ଫଳରେ ଦେହ ସୁଖ ପାଇବା ପରେ ପୁଅ ଝିଅ ମାନଙ୍କ ମଧ୍ୟରେ ଭଲ ପାଇବା ଓ ଇନଟ୍ରେଷ୍ଟ କମିବାରେ ଲାଗିଛି ଆଉ ଯାହା ପାଇଁ ସେମାନଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଉଛି ବୋଲି କହିଛନ୍ତି ଲିଜା । ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ ସବୁ କହିଛନ୍ତି ଏହି ଲିଭିଙ୍ଗ ରେ ରହିବାକୁ ନେଇକି ଲିଜା ସେ ବିଷୟରେ ନଜର ପକାଇବା ।

ଆଜି କି ଭଲ ପାଇବା ର ମାନେ ସେକ୍ସ ବୋଲି ଆଜିର ଯୁଗରେ ପୁଅ ଝିଅ ମାନେ ମାନୁଛନ୍ତି । ଆଉ ଯାହା କୁହାଯାଉଛି କି ସୁପ୍ରିମକୋଟ ଯେଉଁ ରାୟ ଦେଇଛି କି ଲିଭିଙ୍ଗ ରେ ପିଲା ମାନେ ରହିପାରିବେ । ଆଉ ଯେଉଁଥିପାଇଁ ଆଜି ପିଲା ମାନେ ପାଠ ପଢିବା ଓ ଚାକିରୀ କରିବା ନାଁ ରେ ଠକି ଚାଲିଛନ୍ତି ନିଜର ଘର ଲୋକ ଙ୍କୁ ତାହା ସହିତ ଆମର ସଂସ୍କୃତି ଓ ପରମ୍ପରା ବିରୋଧ ରେ ଯାଉଛନ୍ତି ବୋଲି କହିଛନ୍ତି ଲିଜା । ତାହା ସହିତ ଆଜିର ପିଲା ମାନେ ମାଇଣ୍ଡ ମେଚିୟଡ଼ ହୋଇନି କିନ୍ତୁ ଲିଭିଙ୍ଗ ରେ ରହୁଛନ୍ତି ।

ଲିଜା ଙ୍କର କହିବା କଥା କି ପ୍ରେମ ମାନେ ହେଉଛି ତ୍ୟାଗ ଆଉ ଭଲ ପାଇବା ରାଧା କୃଷ୍ଣ ଙ୍କ ଭଳି ହେବା ଦରକାର ତାହା ର ମାନେ ନୁହଁ କି ସେକ୍ସ । ଆଉ ଏଥିପାଇଁ ଆଜି ଅଫତାପ ଓ ଶ୍ରଦ୍ଧା ଙ୍କ କେଶ ହେଉ ବା ତପସ୍ୱିନୀ ଓ ଦୀପିକା କେଶ ହେଉ ଆମ ଓଡିଶା ରେ ସବୁକିଛି ର କାରଣ ହେଉଛି ସୁପ୍ରିମକୋର୍ଟ ରେ ଲିଭିଙ୍ଗ ରେ ରହିବାକୁ ପୋରମିସନ ଦେବା ଯୋଗୁ ହୋଇଛି ବୋଲି କୁହାଯାଉଛି । ଆଉ ଏଥିପାଇଁ ସରକାର ଙ୍କର କୌଣସି କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ରହିଛି ।

ଆଜିକାଲି ପିଲାମାନଙ୍କୁ OYO ଭଳି ସୁବିଧା ମିଳିଯାଉଛି । ଆଉ ଯେଉଁଥିରେ ଲୋକ ମାନେ ଲିଗାଲ୍ଲୀ ରୁମ ରେ ରହି ପାରିବେ ଆଉ ସବୁ ପ୍ରକାରର ସୁଖ ପାଇପାରିବେ ବୋଲି ମଧ୍ୟ କୁହାଯାଉଛି । ଆଉ ଯାହା ପାଇଁ ଆଜିର ଯୁବ ପିଢ଼ି ମାନେ ବର୍ବାଦ ହେଉଛନ୍ତି ବୋଲି କହିଛନ୍ତି ଲିଜା । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଜି କାଲି ପ୍ରେମ ଆମର ଯୁବ ପିଢ଼ି ମାନଙ୍କ ପାଇଁ ଶସ୍ତା ହେଇଗଲାଣି । ଆଉ ଯେଉଁଠି ଦେଖିବାକୁ ମିଳୁଛି କି ଆଜି କାଲି ପ୍ରେମ ର ମାନେ ତ୍ୟାଗ ଆଉ ଭଲ ପାଇବା ନ ହେଇ ପ୍ରେମର ମାନେ ଆଜି ସେକ୍ସ ଆଉ ଶାରୀରିକ ସୁଖ ବୋଲି ମାନୁଛନ୍ତି ବୋଲି କହିଛନ୍ତି ଯୁବତୀ ଜଣଙ୍କ ।