ଓଃ..କି..ଡାନ୍ସ – ବର୍ଷାରେ ଓଦା ହୋଇ Hot Dance କଲେ Ritu -Stage ରେ ଲାଗିଲା ନିଆଁ,ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ବେସ ଲୋକ ପ୍ରିୟ ହୋଇପାରିଛି । ଆପଣ ମାନେ ଜାଣିଥିବେ ଯେ ଏହି ସୋସିଆଲ ମିଡିଆ ରେ ପାଇଁ ଆଜି ଅନେକ ଲୋକ ସମସ୍ତ ଙ୍କ ପାଖ ରେ ଲୋକ ପରିଚିତ ହୋଇପାରିଛନ୍ତି ।

ଯେଉଁ ମାନେ କାଲି ଅର୍ଥ ଅଭାବ ରୁ ନିଜ କଳା କୁ ଦର୍ଶକ ମାନ ଙ୍କ ପାଖ ରେ ପ୍ରଦର୍ଶିତ କରାଇ ପାଉ ନଥିଲେ । କିନ୍ତୁ ଆଜି ସୋସିଆଲ ମିଡିଆ ରେ ନିଜ କଳା କୁ ପ୍ରଦର୍ଶିତ କରାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ସମୟ ରେ ଭଲ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ସୋସିଆଲ ମିଡିଆ ରୁ ।

 ତାହେଲେ ବର୍ତ୍ତମାନ ସମୟ ରେ ବୟସ୍କ ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଛନ୍ତି । ଉଭୟ ସୋସିଆଲ ମିଡ଼ିଆ ରେ ଏବଂ ଟିଭି ପରଦା ରେ ପ୍ରସାରିତ ହେଉଥିବା ରିଆଲିଟ ସୋ ରେ କଳା ଦେଖାଇ ବେଶ୍ ଲୋକ ପ୍ରିୟ ।

ବର୍ତ୍ତମାନ ସମୟ ରେ ଆପଣ ମାନେ ଟିଭି ର କିଛି ରିଆଲିଟି ସୋ ମଧ୍ୟ ଦେଖିବାକୁ ପାଉଥିବେ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସିଦ୍ଧାର୍ଥ ଟିଭି ରେ ଏକ ରିଆଲଟି ସୋ ପ୍ରସାରିତ ହେଉଛି ଯାହାର ନାମ ହେଉଛି । Naach Odisha Naach , ଏହି ରିଆଲିଟ ସୋ ରେ ଜଜ୍ ହିସାବ ରେ ନଜର ଆସୁଛନ୍ତି ୩ ଲୋକ ପ୍ରିୟ ଅଭିନେତ୍ରୀ ଓ ଶାଶ୍ଵତ । ବର୍ତ୍ତମାନ୍ ସମୟ ରେ ଏହି ରିଆଲିଟ୍ ସୋ ରେ ଯାହା ବି କିଛି ଘଟି ଯାଇଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତାହେଲେ ଆସନ୍ତୁ ଏହି ବିଷୟ ରେ ସବୁକିଛି ଜାଣିବା । ଏହି ସୋ ରେ ଅନେକ ବିବାହିତ ମହିଳା ମାନେ ଯୋଗ ଦେଇ ନିଜ ଜବରଦସ୍ତ ନାଚ ଦେଖାଇ ବେଶ୍ ଆଗକୁ ଯିବା ସହିତ୍ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ସୋ ରେ ରିତୁ ନାମକ ଜଣେ ମହିଳା ଷ୍ଟେଜ କୁ “ହିରୋ ହିରୋ”ଗୀତ ରେ ଆସି ନାଚ କରିଥିଲେ ହସ୍ ହସ୍ ମୁହଁ ରେ ,

ତାଙ୍କ ଜବରଦସ୍ତ ନାଚ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହ ତାଳୀ ମାରିଥିଲେ । ତେବେ ରିତୁ ତାଙ୍କର ଜବରଦସ୍ତ ଡାନ୍ସ ଓ ଏକ୍ସପ୍ରେସନ୍ ନେଇ ଜଜ ମାନଙ୍କୁ ଏମ୍ପ୍ରେଶ କରି ପାରିଥିଲେ । ଜଜ୍ ମାନେ ରିତୁ ର ପ୍ରଫାମାନ୍ସ ଖୁବ୍ ଏଞ୍ଜୟ୍ କରିଥିଲେ ଏବଂ ଖୁବ୍ ସୁନ୍ଦର ସୁନ୍ଦର କମେଣ୍ଟ୍ ମଧ୍ୟ ଦେଇଥିଲେ ।

ତେବେ ରିତୁ ର ଏହି ଜବରଦସ୍ତ ନାଚ ଦେଖି ଏବେ ସୋସିଆଲ ମିଡିଆ ରେ ମୋବାଇଲ ରୁ ମୋବାଇଲ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦର୍ଶକ ଙ୍କ ମନ ରେ ରିତୁ ତାଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଜାଗା ବନେଇ ପାରିଛନ୍ତି ଓ ଜଜ୍ ମାନେ ରିତୁଙ୍କର ଖୁବ୍ ପ୍ରଶଂସା କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !