OMG ! ନିଜ ଶାଢ଼ୀ ଖୋଲି ଟ୍ରେନ ଅଟକାଇଲେ ଏହି ମହିଳା… ସମ୍ପୂର୍ଣ ଭିଡ଼ିଓ ଦେଖିଲେ ହୋସ ଉଡିଯିବ… ଦେଖନ୍ତୁ Video

ଟିକିଏ ବୁଦ୍ଧି ଯୋଗୁ ବଂଚି ଗୋଲା ସହ ସହ ଜୀବନ । ଓମ ବତୀ ନାମକ ଏକ ମହିଳା ଆଜି ସହ ସହ ଜୀବନ ବଞ୍ଚାଇ ଦେଇ ଛନ୍ତି । ତାଙ୍କର ଟିକିଏ ବୁଦ୍ଧି ଯୋଗୁ ଆଜି ଭାରତ ର ବହୁତ ଲୋକ ବଂଚି ଯାଇ ଛନ୍ତି । ହଁ ଆଜ୍ଞା ଘଟଣା ଟି ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ । ତେବେ ଆସନ୍ତୁ ଜାଣିବା ଘଟଣା କଣ । ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ରେ ଘଟିଛି । ଜଣେ 70 ବର୍ଷୀୟ ମହିଳା ବିଲ କୁ କାମ କରିବା ପାଇଁ ଯାଉ ଥିଲେ ।

ସେ ପ୍ରତେକ ଦିନ ବିଲ କୁ କାମ କରିବା ପାଇଁ ଯାଇ ଥାନ୍ତି । ଦିନ ପ୍ରାୟ 9 ଘଟିକା ସମୟ ରେ ସେ ଯାଉ ଥିଲେ ବିଲକୁ । ତେବେ ସେ ଟ୍ରେନ ଲାଇନ କୁ କ୍ରସ କରି ବିଲକୁ ଯାଆନ୍ତି । କିନ୍ତୁ ହଟାତ ସେ ଦେଖିବା ପାଇଁ ପାଇଲେ ଟ୍ରେନ ଲାଇନ ରେ ଫାଟ ସୃଷ୍ଟି ହୋଇଛି । ଆଉ ଟ୍ରେନ ଆସିବାର ସମୟ ମଧ୍ୟ ହୋଇ ଗଲାଣି । ସେ କଣ କରିବେ କିଛି ବୁଝି ପାରିଲେ ନାହିଁ । ତାଙ୍କ ଇଜତ ଠାରୁ ବଡ଼ ଥିଲା ସହ ସହ ଜୀବନ ।

ସେଥି ପାଇଁ ସେ ନିଜ ଶାଢ଼ୀ ଖୋଲି ଦେଇ ଥିଲେ । ଆଉ ଟ୍ରେନ ଲାଇନ ର ଦୁଇ ପଟ ବାଡ଼ି ଦେଇ ଥିଲେ , ଆଉ ତା ପରେ ନାଲି ଶାଢ଼ୀ ଟିକୁ ବାଡ଼ି ରେ ଲଗାଇ ଦେଇ ଥିଲେ । ତେବେ କିଛି ସମୟ ପରେ ଟ୍ରେନ ଟି ଆସି ଥିଲା । ଆଉ ଟ୍ରେନ ଲାଇନ ଫାଟ ପୂର୍ବରୁ ଟ୍ରେନ ଟି ଅଟକି ଯାଇ ଥିଲା । ଟ୍ରେନ ଥିବା କର୍ମଚାରୀ ମାନେ ଆସି ଥିଲେ ଆଉ ଦେଖି ଥିଲେ , ଟ୍ରେନ ଲାଇନ ରେ ଫାଟ ସୃଷ୍ଟି ହୋଇଛି ।

ତେବେ ସେହି 70 ବର୍ଷୀୟ ବୁଢ଼ୀର ଏ ଭଳି କାମ ଦେଖି ତାଙ୍କ ପାଇଁ ଆଜି ସାରା ଭାରତ ବର୍ଷ ତାଙ୍କ ପାଇଁ ଗର୍ବିତ । ତାଙ୍କୁ ମଧ୍ୟ ବହୁତ ଲୋକ ମାନେ ପ୍ରଶଂସା କରୁ ଛନ୍ତି । ଯିଏ ନିଜେ ଲଂଗଳା ହୋଇ , ନିଜ ଇଜତ କୁ ବାଜି ଲଗାଇ ଆଜି କେତେ ଯେ ଜୀବନ କୁ ବଞ୍ଚାଇ ଛନ୍ତି ତାହା କହି ହେବ ନାହିଁ ।

ଏହା କେବଳ ଜଣେ ଭଗବାନ କରି ପାରିବେ । ତେବେ ଆପଣ ମାନେ ଚିନ୍ତା କରନ୍ତୁ ଗରିବ ହେଲେ ମଧ୍ୟ , ସେ ଲୋକଙ୍କ କାମ ରେ ଆସି ପାରିଲା । ସେ ସ୍ଥାନ ରେ ଯଦି ଜଣେ ଧନୀ ଲୋକ ଥାନ୍ତା , ସେ କେବେ ହେଲେ ନିଜର ଶାଢ଼ୀ ଖୋଲି ନ ଥାନ୍ତା ।

ଯାହା ବି ହେଉ ଲୋକ ମାନଙ୍କ ପାଇଁ 70 ବର୍ଷୀୟ ବୁଢ଼ୀ ମାଉସୀ ଟି ଆଜି ଭଗବାନ ପାଲଟି ଗୋଲା । ତେବେ ଟ୍ରେନ ରୁ କିଛି ଲୋକ ଉଲହାଇ ତାଙ୍କୁ ଟଙ୍କା ଯାଚି ଥିଲେ କିନ୍ତୁ ସେ ନେଇ ନ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।