OMG! marcket କୁ ଆସିଲା ପୁଷ୍ପାର part 2 ଓଡ଼ିଆ କମେଡି “ପୁଷ୍ପା ନଏଗା ନାଇଁ”…ଏହି କମେଡ଼ି ଭିଡ଼ିଓ ଟି ଦେଖିଲେ ହସି ହସି ପାଗଳ ହୋଇଯିବେ ଆପଣ…..ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ ଟିକୁ!
ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।
କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।
ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଅନେକ ଏହିପରି କମେଡି ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ଫିଲ୍ମ ପୁଷ୍ପା ଏବଂ ଭାଇରାଲ ହେଉଥିବା ତାର ଗୀତ କୁ ନେଇ ଏକ କମେଡି ଭିଡ଼ିଓ କରିଛନ୍ତି । ତେବେ ଆମେ ଆଜି ଆପଣ ଙ୍କୁ ସେହି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି।
ତେବେ ବନ୍ଧୁଗଣ ଆପଣ ମଧ୍ୟ ଦେଖୁଥିବେ କି ପୁଷ୍ପା ସିନେମା ଆସିବା ଠାରୁ ଲୋକମାନେ ସବୁ ଆଲୁ ଅର୍ଜୁନ ଙ୍କର ଷ୍ଟେପ , ଡାଇଲକ ଏବଂ ତାହାର ଗୀତ କୁ ନେଇ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।
ତେବେ ଏହାକୁ ନେଇ ଆମ କମେଡ଼ିଆନ ଗୋଟିଏ ସୁନ୍ଦର କମେଡି ଭିଡ଼ିଓ ଟି କରିଛନ୍ତି ,ତେବେ ଭିଡ଼ିଓ ଟିରେ ବାହାଘର କରାଯାଇଛି ପୁଷ୍ପା ଏବଂ ଶ୍ରୀବଲି କୁ ନେଇ। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ବ୍ରାହ୍ମଣ କମେଡ଼ିଆନ ପୁଷ୍ପା ଙ୍କର ମା ଓ ଶ୍ରୀବଲୀ ଙ୍କର ବାପା ଙ୍କ ସହ ବିବାହ ମଣ୍ଡପ ରେ ଉପସ୍ଥିତ ମାତ୍ର ବର ଓ କନ୍ୟା ଙ୍କର ଦେଖା ନାହିଁ।
ତେବେ କିଛି ସମୟ ପରେ କମେଡ଼ିଆନ ପୁଷ୍ପା ରୂପରେ ଆସିଛନ୍ତି କିନ୍ତୁ ସେ ବିବାହ ପାଇଁ କଚା ପିନ୍ଧି ଆସିଯାଇଛନ୍ତି ଆଉ ଯେତେବେଳେ ଲୋକେ ତାଙ୍କୁ ୟେ ବିଷୟରେ କହୁଛନ୍ତି ସେତେବେଳେ ସେ ଠିଆ ଠିଆ ରେ ଜଣେ ବ୍ୟକ୍ତି ଙ୍କର ଲୁଙ୍ଗି ନେଇ ପିନ୍ଧି ଦେଇଛନ୍ତି ଏବଂ କହିଛନ୍ତି କି “ପୁଷ୍ପା ନଏଗା ନାଇଁ”।
ତେବେ ସେପଟେ ଶ୍ରୀବଲୀ ବିବାହ ପାଇଁ ଗୋଟିଏ ଛାୟା ପିନ୍ଧି ଆସିଯାଇଛନ୍ତି ପୁଷ୍ପା ଙ୍କୁ ବିବାହ କରିବା ପାଇଁ। ତେବେ ବିବାହ ର ବର ମାଳା ଦେବା ପାଇଁ ଯେତେବେଳେ ଶ୍ରୀବଲୀ ତାଙ୍କୁ ମୁଣ୍ଡ ନୁଆଇଁବା କୁ କହିଛନ୍ତି ସେତେବେଳେ ସେ କହିଛନ୍ତି ପୁଷ୍ପା ନଏଗା ନାଇଁ”।
ତେବେ ଏହିଭଳି ଭାବରେ ଏଣ୍ଟ୍ରି ମାରିଛନ୍ତି ସେ ଭି ହିରୋ ପୁଷ୍ପା ଙ୍କର ଶଳା ହୋଇ ଆଉ ଯେଉଁଭଳି ଭାବରେ ସେ ପୁଷ୍ପା ଙ୍କୁ ଶଳା ବିଧା ଦେଇଛନ୍ତି ତାହା ଦେଖିଲେ ଆପଣ ହସି ହସି ଗଡି ଯିବେ। ତେବେ ଏହି ସମ୍ପୂର୍ଣ୍ଣ ଭିଡ଼ିଓ ଟିରେ ଏତେ କମେଡି ହୋଇଛି କି ଏହାକୁ ଦେଖି ସମସ୍ତେ ଖୁବ ମଜା କରିଛନ୍ତି ତେବେ ଆପଣ ମଧ୍ୟ ଏହାକୁ ଦେଖନ୍ତୁ ହସି ହସି ବେଦମ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।