ଦେଖନ୍ତୁ ollywood ଭିଡିଓ !ବିବାହ ର ଏତେ ଦିନ ପରେ ପରିବାରକୁ ଖୁସି ଖବର ଦେଲେ କମେଡିଆନ୍ ପ୍ରଜ୍ଞା ଖଟୁଆ….

ବହୁତ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଉଥିବା ର ଆପଣ ମାନେ ସମସ୍ତେ ଦେଖିଥିବେ । ତେବେ ଏହି ସମସ୍ତ ଭାଇରାଲ ଭିଡ଼ିଓ ଭିତରୁ କେତେକ ଆମକୁ ଭଲ ଲାଗିଥାଏ ତୋ ପୁଣି କେତେକ ଭିଡ଼ିଓ ଆମ ମନକୁ ନିରାଶ କରିଥାଏ । ତେବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଦର୍ଶକ ମାନଙ୍କ ମନ କୁ ଛୁଇଁଛି ବୋଲି ଜଣା ପଡିଛି । ତାହାଲେ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।ଏବେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖା ଯାଇଛି ତାହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଙ୍କର ।


ତେବେ ନିଜର ଅଭିନୟ ମାଧ୍ୟମରେ ସେ ଲୋକଙ୍କ ମନ କୁ ଜିତି ଆଜି ସେ ଏ ସ୍ଥାନରେ ପହଞ୍ଚିଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜକୁ ନିୟଜିତ କରିବା ପରେ ସେବେ ଠାରୁ ସେ ଦର୍ଶକ ମାନଙ୍କ ମନ ରେ ହସ ଭରି ଆସିଛନ୍ତି ।କୁହାଯାଏ ଯେ ଦୁନିଆରେ ସବୁଠାରୁ କଷ୍ଟ କାମ ହେଉଛି କାହାକୁ ହସାଇବା ।ତେବେ ସେ ନିଜକୁ ଲୋକଙ୍କ ମୁହଁରେ ହସ ଫୁଟାଇବା ନିଜକୁ ସମର୍ପଣ କରିଛନ୍ତି । ତେବେ ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଘଟଣାଟି ହେଉଛି ବାପା ହେଲେ ପ୍ରଜ୍ଞାନ ଖଟୁଆ।

ସମସ୍ତେ ଜାଣିଥିବେ ପ୍ରଜ୍ଞାନ ଗତ ବର୍ଷ ବିବାହ କରିଥିଲେ ଏବଂ ବର୍ତ୍ତମାନ ସମୟରେ ପ୍ରଜ୍ଞାନ ଙ୍କର କିଛି ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଗୋଟିଏ କୁନି ପିଲାକୁ ଧରିଛନ୍ତି ଏବଂ ଏକୋଇଶି ପୂଜାରେ ବସିଛନ୍ତି। ଆପଣ ଭିଡିଓ ଦେଖିଲେ ଜାଣି ପାରିବେ। ତେବେ ପ୍ରଜ୍ଞାନ ବାପା ହୋଇ ନାହାନ୍ତି ବରଂ ମାମୁ ହୋଇଛନ୍ତି। ତେବେ ପ୍ରଜ୍ଞାନ ତାଙ୍କ ଭଣଜାଙ୍କୁ ଧରି ଭଣଜାର ଏକୋଇଶି ପୂଜା କରୁଛନ୍ତି। ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ସମସ୍ତେ ଭାବୁଛନ୍ତି ପ୍ରଜ୍ଞାନ ବାପା ହୋଇ ଯାଇଛନ୍ତି ଏବଂ ଏ ହେଉଛି ପ୍ରଜ୍ଞାନ ଙ୍କର ପୁଅ।

 

ତେବେ ଏହା ପ୍ରକୃତ ଘଟଣା ନଥିଲା। ପ୍ରଜ୍ଞାନ ଙ୍କ ଭଣଜାର ଏକୋଇଶି ପୂଜାରେ ସେ ସତ୍ୟନାରାୟଣ ପୂଜା ରେ ବସିଛନ୍ତି ଏବଂ ଏଠାରେ ସେ ତାଙ୍କ ଭଣଜାର ନାମକରଣ କରୁଛନ୍ତି। ଯାହାକୁ ଆପଣ ସେହି ଭିଡିଓ ରେ ଦେଖି ପାରିବେ। ତେବେ ଓଲିଉଡ୍ ର ହାସ୍ୟ ଅଭିନେତା ପ୍ରଜ୍ଞାନ ବହୁତ ଲୋକପ୍ରିୟ। ଲୋକମାନେ ତାଙ୍କ କମେଡ଼ି ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି। ସେ ଯାହାବି କମେଡ଼ି କରନ୍ତି ତାଙ୍କ କମେଡ଼ିକୁ ଦର୍ଶକ ମାନେ ପସନ୍ଦ କରନ୍ତିଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।