health tips-ସପ୍ତାହ କୁ କେତେ ଥର ଶାରୀରିକ ସମ୍ପର୍କ କରିବା ଉଚିତ ll ୧୮ ରୁ ୪୦ ବର୍ଷ ଝିଅ ପୁଅ ମାନେ,ଥରୁଟିଏ ଭିଡ଼ିଓ କୁ ନିଶ୍ଚୟ ଦେଖନ୍ତୁ …
ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ଟି ବହୁତ ପୁଣ୍ୟ ଏବଂ ପବିତ୍ର ତଥା ସୁଖମୟ ସମ୍ପର୍କ ହୋଇଥାଏ। ଏହା ଉଭୟ ମାନସିକ ଓ ଶାରୀରିକ ସମ୍ପର୍କରେ ବନ୍ଧା ହୋଇଥାଏ।ଆଉ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ, ଗୋଟିଏ ପୁଅ ଓ ଝିଅ ମଧ୍ୟରେ ଶାରୀରିକ ସମ୍ପର୍କ ବା ସେକ୍ସ ବିବାହ ପରେ ହେବା ଆଇନଗତ ତଥା ସାମାଜିକ ନିୟମ ହୋଇଥାଏ ।
ମାତ୍ର ବର୍ତ୍ତମାନ ଦେଖାଯାଉଛି ଯେ,ଯୁବପିଢି ପ୍ରେମ କରୁଛନ୍ତି ଏବଂ ପ୍ରେମ ରେ ପାଗଳ ହୋଇ ଯୋୖନ ସମ୍ପର୍କରେ ବାନ୍ଧି ହେଉଛନ୍ତି ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଯେଉଁଥି ପାଇଁ ସେମାନେ ନାହିଁ ନଥିବା ଅସୁବିଧା ରେ ମଧ୍ୟ ପଡୁଛନ୍ତି।
ତେବେ କିନ୍ତୁ ବନ୍ଧୁଗଣ ସବୁ କିଛି କରିବାର ଏକ ନିର୍ଦ୍ଦିଷ୍ଟ ବୟସ ଏବଂ ବୟସ ମଧ୍ୟ ରହିଥାଏ।ତେବେ ଗୋଟିଏ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ବା ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ବନାଇବା ଉଭୟ ପୁରୁଷ ଓ ନାରୀ ଙ୍କ ପାଇଁ ଲାଭ ଦାୟକ ହୋଇଥାଏ। ଏହି ସମ୍ପର୍କ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଭଲପାଇବା କୁ ଆହୁରି ଦୃଡ଼ ଏବଂ ନିବିଡ଼ ବନାଇ ଥାଏ।
ମାତ୍ର ବେଳେ ବେଳେ ଆବଶ୍ୟକ ତଥା କ୍ଷମତା ଠାରୁ ଅଧିକ ଶାରୀରିକ ସମ୍ପର୍କ ରେ ରହିବା ଆମ ଶରୀର ପ୍ରତି ହାନି କାରଣ ହୋଇଥାଏ। ତେବେ ଏହି ପୋଷ୍ଟ ମଧ୍ୟରେ ଆମେ ଆପଣ ଙ୍କୁ ଜଣେଇବୁ ଯେ କେତେ ଥର ଏବଂ କେଉଁ ବୟସ ରେ ସେକ୍ସ କରିବା ଠିକ ହୋଇଥାଏ।
ବନ୍ଧୁଗଣ ବୈଜ୍ଞାନିକ ମତ ରେ ଶାରୀରିକ ସମ୍ବନ୍ଧ ବନାଇବା ର ଏକ ନିର୍ଦ୍ଦିଷ୍ଟ ବୟସ ଥାଏ। ତେବେ ୧୮ ବର୍ଷ ରୁ ୩୦ ବର୍ଷ ବୟସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ଙ୍କୁ ସେକ୍ସ କରିବା କୁ ବହୁତ ଭଲ ଲାଗିଥାଏ ଏବଂ ଏହା ଶରୀର ପାଇଁ ଆବଶ୍ୟକ ମଧ୍ୟ ହୋଇଥାଏ।
କିନ୍ତୁ ୩୦ ବର୍ଷ ପରେ ଶାରୀରିକ ସମ୍ବନ୍ଧ ବନାଇବା ର ଇଚ୍ଛା ବହୁତ କମ ହୋଇଯାଇ ଥାଏ। ତେବେ ଏ ନେଇ ଡାକ୍ତର ଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ଏକ ରିସର୍ଚ୍ଚ କରାଯାଇଥିଲା।
ତେବେ ଏହି ରିସର୍ଚ୍ଚ ଅନୁସାରେ ,୧୮ ବର୍ଷ ରୁ ୩୦ ବର୍ଷ ବୟସ ର ଯୁବକ ଓ ଯୁବତୀ ମାନେ ସପ୍ତାହ ରେ ୩ ଥର ସେକ୍ସ କରିବା ଉଚିତ ଅର୍ଥାତ ମାସ କୁ ୧୨ ଥର ସେକ୍ସ କରିବା ଦକ୍ଷତା ଅନୁସାରେ ଉଚିତ ହୋଇଥାଏ।
ସେହିପରି ୩୦ ରୁ ୪୫ ବର୍ଷିୟ ବ୍ୟକ୍ତି ମାନେ ସପ୍ତାହ କୁ ୨ ଥର ଶାରୀରିକ ସମ୍ବନ୍ଧ ବନାଇଥାନ୍ତି। ଆଉ ୪୫ ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ମାନେ ସପ୍ତାହ କୁ ଥରେ ଶାରୀରିକ ସମ୍ବନ୍ଧ ବନାଇବା ତଥା ସେକ୍ସ କରିବାକୁ ପସନ୍ଦ କରିଥାନ୍ତି। ତେବେ କିନ୍ତୁ ବିବାହ ପୂର୍ବରୁ ଏହା କରିବା ଠିକ ହୋଇନଥାଏ।