ଓଡ଼ିଶାର no 1 blogger ରୁପାଙ୍କ ଆଜି ଜନ୍ମଦିନ,ନୂଆ ଷ୍ଟାଇଲ ରେ ଜନ୍ମ ଦିନ ପାଳନ କଲେ ପିଣ୍ଟୁ । ଦେଖନ୍ତୁ କେମିତି ପାଳନ କଲେ, ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ରୁପା ଓ ପିଣ୍ଟୁ ଏହି ଦୁଇ ଜଣ ଙ୍କୁ ଆପଣ ଜାଣି ଥିବେ । ଭାରତ ର ଏକ ନମ୍ବର ଯୋଡ଼ି କହିଲେ ଚଳେ । ତାଙ୍କ ପରି ଯୋଡ଼ି ଆପଣ ଆଉ କେଉଁ ଠାରେ ଆପଣ ମାନେ ଦେଖିବା ପାଇଁ ପାଇବେ ନାହିଁ । ତେବେ ଆଜି ପିଣ୍ଟୁ ଙ୍କ ପାଇଁ ଗୋଟେ ବଡ଼ ଦିନ କହିଲେ ଚଳେ । କାରଣ ଆଜି ତାଙ୍କ ସ୍ତ୍ରୀ ରୁପା ଙ୍କର ଜନ୍ମ ଦିନ ଅଟେ । କିନ୍ତୁ ରୁପା ତାଙ୍କ ଜନ୍ମ ଦିନ ବିଷୟ ରେ ଭୁଲି ଯାଇ ଥିଲେ ।

କିନ୍ତୁ ପିଣ୍ଟୁ ରାତି 12 ଟା ରେ ତାଙ୍କୁ ଗୋଟେ ଭଲ ଉପହାର ଦେଇ ଥିଲେ । ଯେଉଁ ଉପହାର କେହି କେବେ ତାଙ୍କ ସ୍ତ୍ରୀ କୁ ଦେଇ ନ ଥିବେ । ଉପହାର ଟି ହେଉଛି ପ୍ରଚୁର ନିଃସ୍ୱାର୍ଥପର ଭଲ ପାଇବା , ଯେଉଁ ଭଲ ପାଇବା ରେ ଲୁହ ଆସି ଥାଏ। ତେବେ ପିଣ୍ଟୁ ଉପହାର ଦେବାକୁ ଯାଇ । ପିଣ୍ଟୁ ତାଙ୍କ ସାଙ୍ଗ ମାନକୁ ରାତି 12 ଟା ରେ ଡାକି ଥିଲେ । ତେବେ ତାଙ୍କର 4 ଜଣ ସାଙ୍ଗ ଆସି ଥିଲେ । ଆଉ ଭାଉଜ କୁ ଉପହାର ଦେଇ ଥିଲେ ।

ରୁପା ସୋଇ ଥିବା ସମୟ ରେ , ତାଙ୍କୁ ଡାକି ଥିଲେ ଆଉ କହି ଥିଲେ , ଜନ୍ମ ଦିନର ଶୁଭେଚ୍ଛା ଭାଉଜ । ଆଉ ତା ପରେ ଭାଉଜ ଉଠି ଥିଲେ । କେକ କୋଟା ହୋଇ ଥିଲା । ଖୁବ ସମସ୍ତେ ମିଶି ମସ୍ତି କରି ଥିଲେ । ଆଉ ସେହି ସମୟ ରେ ମଧ୍ୟ ରୁପା ଙ୍କର ରୂପସି ଝିଅ ମଧ୍ୟ ଉଠି ଥିଲେ । ଆଉ ତା ପରେ ସେମାନେ ସମସ୍ତେ ମିଶି ରୁପା ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

ତେବେ ଏହା ଥିଲା ରୁପା ଙ୍କର 28 ତମ ଜନ୍ମ ବାର୍ଷିକ ଉତ୍ସବ । 25 ବୟସ ରେ ରୁପା ପିଣ୍ଟୁ ଙ୍କୁ ବିବାହ କରି ଥିଲେ । ଏହା ଥିଲା ତାଙ୍କର ଲୋଭ ମ୍ୟାରେଜ । ସେମାନେ କଲେଜ ଲାଇଫ ରୁ ଭଲ ପାଇ ଥିଲେ ଆଉ କଲେଜ ସରିବା ପରେ ସେମାନେ ବିବାହ କରି ଥିଲେ । ଆଜି ସେମାନେ ବହୁତ ଖୁସି ରେ ଅଛନ୍ତି । ଯାହା ଆପଣ ମାନେ ମଧ୍ୟ ଏହି ଛୋଟିଆ ବ୍ଲଗ ଭିଡିଓ ରେ ଦେଖିବା ପାଇଁ ପାଉ ଛନ୍ତି ।


ଜନ୍ମ ଦିନ ଖୁସି ର ଦିନ ହୋଇ ଥିବା ସମୟ ରେ । କେହି କେହି ଜନ୍ମ ଦିନରେ ଦୁଃଖ ର ସହିତ ପାଳନ କରି ଥାନ୍ତି । କାରଣ ସେମାନେ ଚିନ୍ତା କରନ୍ତି ତାଙ୍କର ଶେଷ ସମୟ ବହୁତ ପାଖକୁ ଆସି ଗଲାଣି ।

ଧୀରେ ଧୀରେ ବୟସ ସରିବା ପାଇଁ ବସି ଲାଣି । ସେଥି ପାଇଁ ଅଧିକାଂଶ ଲୋକ ମାନେ ଏହା ଭାବି ଜନ୍ମ ଦିନ ପାଳନ କରନ୍ତି ନାହିଁ । ତେବେ ଆପଣ ମାନେ ରୁପା ଓ ପିଣ୍ଟୁ ଙ୍କର ବ୍ଲଗ ଭିଡିଓ ଟି ଦେଖନ୍ତୁ । କେମିତି ଜନ୍ମ ଦିନ ପାଳନ କରାଯାଏ ଶିଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।