odia Sadhubani- ଗାଧୋଇବା ବେଳେ ପାଣିରେ ପରିସ୍ରା କରୁଛନ୍ତି କି ? ଜାଣନ୍ତୁ ଭୟଙ୍କର କଥା

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ।

ଆମ ସମସ୍ତ ଙ୍କ ଜୀବନ ରେ ସକାଳ ର ସୂର୍ଯ୍ୟ ବହୁତ ଶୁଭ ହୋଇଥାନ୍ତି ଜଣେ ବ୍ୟକ୍ତି ରାତି ରେ ନିଶ୍ଚିନ୍ତାରେ ସୋଇଯାଏ ଆଉ ସକାଳେ ସକାଳେ ଉଠିବା ପରେ ନୂଆ ଦିନ ଟିଏ ଆରମ୍ଭ କରିଥାଏ। କିନ୍ତୁ ସକାଳେ ଉଠିବା ପରେ ଆମେ ଆମ ଅଜାଣତରେ କିଛି ଏହିପରି କରିଦେଇ ଥାଉ କି ଯାହା ପାଇଁ ଆମ ଘରେ ଓ ପରିବାର ରେ ସବୁବେଳେ ଅଶାନ୍ତି ତଥା ଧନ ସମ୍ପତ୍ତି ର ଅଭାବ ଦେଖାଯାଏ। ତେବେ ସକାଳେ ଉଠି ଆମେ ଏହିପରି କିଛି ଜିନିଷ ଦେଖି ଦେଇଥାଉ ଯାହା ଆମ ଉପରେ ବହୁତ ଖରାପ ପ୍ରଭାବ ପକେଇ ଥାଏ। ମାତ୍ର ଆମ ଶାସ୍ତ୍ର ରେ ଏହା ମଧ୍ୟ ବର୍ଣ୍ଣିତ ରହିଛି କି କିପରି ସକାଳେ ଉଠି ପ୍ରଥମେ କଣ କଲେ ଆପଣଙ୍କ ଦିନ ମଙ୍ଗଳାର୍ଥକ ହେବ, ତେବେ ଆସନ୍ତୁ ଜାଣିବ ସେ ବିଷୟରେ,


ତେବେ ଶାସ୍ତ୍ର ଅନୁସାରେ କୁହାଯାଏ କି ସକାଳେ ଉଠିଲେ କେବେବି ଦଚାରୁଣି ସ୍ତ୍ରୀର ମୁହଁ,ଲଙ୍ଗଳା ହେଇକି ଆସିଥିବା ଛୁଆଁ ର ମୁହଁ ଏକ ଆଖିଆ ଲୋକ ଙ୍କୁ ଓ କୃପଣ ଲୋକ ଙ୍କୁ ଦେଖିବେ ନାହିଁ ତାହା ବ୍ୟତୀତ ଭିକାରୀ ଙ୍କୁ ମଧ୍ୟ ଦେଖିବେ ନାହିଁ ଏହା ଦେଖିଲେ ଦିନ ଟି ଆପଣଙ୍କର ଖରାପ ଯିବ |ତେବେ ଆପଣ ମାନେ ଶୋଇକି ଉଠିଲେ ନିଜର ହାତ ପାପୁଲି କୁ ଦେଖିବା ଭଲ ହୋଇଥାଏ |

ଏହା ବ୍ୟତୀତ ଆପଣ ମାନେ ଶୋଇକି ଉଠିଲେ ପାଣି ପିଅନ୍ତୁ ଦିନରେ 8 ଗ୍ଲାସ ପାଣି ପିଇବା ଆବଶ୍ୟକ ହୋଇଥାଏ। ତାହା ଗାଧୋଇବା ସମୟରେ ପାଣିରେ ମଳ, ମୂତ୍ର ତ୍ୱାଗ କରନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ | ଯଦି ଆପଣ ବସିଥିବା ସମୟରେ ଆପଣଙ୍କର ଗୋଡ଼ରେ ଝିମଝିମ ହୁଏ ତାହେଲେ ଯେଉଁ ଗୋଡ଼ ହେଇଥିବ ତାହାର ବିପରିତ କାନକୁ ଟାଣି ରଖିବା ଓ ଓଁ କାର ଧ୍ୱନି କରିବା |

ଯଦି ଆପଣଙ୍କର ରାହୁର ଦୋଷା ପଡିଛି ତାହେଲେ ଆପଣ ଘରକୁ ଆସିଥିବା ଅତିଥିଙ୍କୁ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଯାହା ଶୁଭ ଫଳ ମିଳିଥାଏ | ଏହାଛଡା ଯଦି ଆପଣଙ୍କୁ ଅଧିକ ରାଗ ଲାଗୁଛି ତାହେଲେ ଆପଣ ସେହି ସମୟରେ 1-20 ଓଁ 20-1 ପର୍ଯ୍ୟନ୍ତ ଗଣିବାକୁ ଲଗାନ୍ତୁ ଏବଂ ମୁଣ୍ଡକୁ ପାନିଆରେ କୁଣ୍ଡେଇଲେ ରାଗ କମିଯିବ |