Humane Sagar ” ଜାନୁ ତମେ ଚମକୁଚ “cute କପୁଲଙ୍କ ଜବରଦସ୍ତ ଜବରଦସ୍ତ ଡାନ୍ସ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି ଏହି ଗୀତ ଟି ରୋମାଟିଂ ବହୁତ ଭଲ ଭାବରେ ଗାଇଛନ୍ତି ହ୍ୟୁମାନ ସାଗର ଙ୍କ ଏହି ସୁପରହିଟ ସଙ୍ଗୀତ ” ଜାନୁ ତମେ ଚମକୁଚ ” ଗୀତ ଟି ପ୍ରତିଦିନ ସମାଜ ରେ କିଛି ନା କିଛି ତଥ୍ୟ ଶୁଣିବା କୁ ମିଳି ଥାଏ ଓ ଦେଖି ବାକୁ ମିଳି ଥାଏ ।

ବର୍ତ୍ତମାନ ସୋସିଆଲ ମିଡିଆ ଯୁଗ ରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖି ବା କୁ ମିଳି ଥାଏ, ଯାହାକି ଶୁଣିବା ମାତ୍ରେ ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ଦୁନିଆ ରେ ଭଗବାନ ସମସ୍ତ ଙ୍କୁ କିଛି ନା କିଛି ଗୁଣ ଓ କଳା ଦେଇ ଥାଆନ୍ତି। ଗୀତ ସମସ୍ତଙ୍କ ମୁହଁରେ ଗାଇଥାନ୍ତି ଗୀତ ଟି ସୁବ ମାତ୍ରେ ଆପଣ ମାନେ ଙ୍କୁ ଗୀତ ର ତାଳେ ତାଳେ ନାଚି ବାକୁ ଇଚ୍ଛା ହୋଇଥାଏ ।

ବିଶେଷ କରି ଛୋଟ ପିଲା ମାନଙ୍କ ଓ ବଡ଼ ବଡ଼ ପିଲା ମାନ ଙ୍କୁ ପାଖରେ ଅନେକ ଗୁଣ ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ଯାହା ଭାବିବା ମଧ୍ୟ ବାଞ୍ଛନିୟ ହୋଇ ପଡି ଥାଏ। ତେବେ ଆପଣ ମାନ ଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ଗୋଟେ ଯୁବତୀ ଓ ଯୁବକ କିପରି ମଝି ରେ ଗୋଟିଏ ମ୍ୟୁଜିକ ଗୀତ ରେ ନାଚି ଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ ।


ଅତି ସୁନ୍ଦର ଅଭିନୟ ନାୟକ ଓ ନାୟିକା ଓ ନାୟକ ଙ୍କ ସାଙ୍ଗ ର ଝୁଣ୍ଟି ପଡ଼ିଲା ବେଳେ ନାୟିକା ଙ୍କ ମୁହଁ ର ଭାବ ଅତି ଚମତ୍କାର । ଏହି ଭିଡ଼ିଓ ଟି ରେ ସେ ନଳ କୂପ ର ହାଣ୍ଡଲ ଉପରେ ନାୟିକା କୁ ବସାଇବା ର ଯେଉଁ ଦୃଶ୍ୟ ତାକୁ ଯିଏ ଭାବିଛି ତାଙ୍କୁ ସାବାସ ଦେବା ଦରକାର ।

ହ୍ୟୁମାନ ସାଗର ଙ୍କ ଏହି ସୁପରହିଟ ସଙ୍ଗୀତ ” ଜାନୁ ତମେ ଚମକୁଚ ” ଗୀତ ଟି ସମସ୍ତ ଙ୍କ ମୁହଁ ରେ ଶୁଣିବା କୁ ପାଉଥିବେ ଏହି ସୁପର ହିଟ ଗୀତ ରେ ଏହି ଭିଡ଼ିଓ ଟି ରେ ଥିବା ନାୟକ ଏବଂ ନାୟିକା ଙ୍କ ଜବରଦସ୍ତ ନାଚ ଦେଖି ସମସ୍ତ ଲୋକ ବହୁତ ଭଲ ପାଇବା ଦେଇ ଛନ୍ତି ।

ଏହି ନାଚ ରେ ସମସ୍ତ ଦୃଶ୍ୟ ଗୁଡ଼ି କୁ ଅତ୍ୟନ୍ତ ମୋନ ଲୋଭା ଅଟେ ଯାହାକୁ ଦେଖିଲେ ଆପଣ କୁ ବହୁତ ଖୁସି ଲାଗିବ ।ସେହି ଦୃଶ୍ୟ କୁ ବହୁତ ଭଲ ଭାବରେ ସୁଟିଂ କରିଛନ୍ତି ଏହି ଆଲବମ୍ ଟି କୁ ସମସ୍ତେ ଭଲ ପାଉ ଥିଲେ ।ବର୍ତ୍ତମାନ ସୋସିଆଲ ମିଡିଆ ରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବା ରେ ଲାଗିଛି। ସମସ୍ତେ ଏହି ଗୀତ ରେ ରିଲ୍ସ ଓ ୟୁଟୁବ୍ ରେ ଭିଡ଼ିଓ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।