ନୂଆ ଲୁକ ରେ ଉର୍ଫି ୟାଦବ.ନିଜ ଡ୍ରେସିଂ ଷ୍ଟାଇଇ କୁ ନେଇ ଚର୍ଚ୍ଚିତ ବିଷୟ ପାଲଟିଛନ୍ତି ଉର୍ଫି.ମାତ୍ର ଫୋଟ ସୁଟ ସମୟରେ ଗରିବ ମହିଳା ଙ୍କ ସହ ଯାହା ସେ କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ.ଦେଖନ୍ତୁ ଏହି ଭାଇରଲ ଭିଡିଓ.

ସୋସିଆଲ ମିଡ଼ିଆ ରେ ସବୁବେଳେ ସେଲିବ୍ରେଟି ମାନେ ନଜି ନଜିର ଫୋଟ , ଆଲବମ ତଥା ଡ୍ରେସିଂ ଷ୍ଟାଇଲ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି। ଏମାନେ ଭିନ୍ନ ଭିନ୍ନ ଷ୍ଟାଇଲ ର ଡ୍ରେସ ପିନ୍ଧିବା କୁ ପସନ୍ଦ କରନ୍ତି, ମାତ୍ର ଅନେକ ସମୟରେ ନିଜ ଡ୍ରେସ କୁ ନେଇ ଚର୍ଚ୍ଚା ରେ ରହିବା ସହ ଲଜ୍ଜିତ ମଧ୍ୟ ହୋଇଥାନ୍ତି। ତେବେ ସେଲିବ୍ରେଟି ମାନଙ୍କ ମଧ୍ୟରୁ ବଲିଉଡ ଇନ୍ଦ୍ରଷ୍ଟ୍ରି ର ଅଭିନେତ୍ରୀ ମାନେ ସବୁଠାରୁ ଅଧିକ ଟ୍ରଲ ହୋଇଥାନ୍ତି। ତେବେ ନିକଟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ପ୍ରିୟଙ୍କା ଚୋପ୍ରା ନିଜ ଡ୍ରେସିଂ ଷ୍ଟାଇଇ କୁ ନେଇ ବହୁତ ଟ୍ରଲ ହୋଇଥିଲେ ଏବଂ ଚର୍ଚ୍ଚା ରେ ମଧ୍ୟ ଥିଲେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆଉ ଜଣେ ଅଭିନେତ୍ରୀ ନିଜ ଡ୍ରେସ କୁ ଖୁବ ଚର୍ଚ୍ଚା ରେ ରହିଛନ୍ତି। କେହି କେହି ତାଙ୍କୁ ପ୍ରଶଂସା କରିଥିଲେ କେହି କେହି ତାର ଖୁବ ମଜାକ ମଧ୍ୟ ଉଡାଇଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ର ଏକ ଫେସନ ଚାଲିଛି କି ଅଭିନେତ୍ରୀ ମାନେ ସାଧାରଣ ଜିନିଷ କୁ ନେଇ ନୂଆ ଷ୍ଟାଇଇ ରେ ଡ୍ରେସ ପ୍ରସ୍ତୁତ କରି ପିନ୍ଧୁଛନ୍ତି। ତେବେ ଏହିସବୁ ଆପଣ କ୍ରାଫ୍ଟ କରୁଥିବା ଲୋକଙ୍କ ପାଖରେ ପାଉଥିବେ।

ତେବେ ବନ୍ଧୁଗଣ ଆପଣ ମାନେ ମ ଅଭିନେତ୍ରୀ ଉର୍ଫି ୟାଦବ ଙ୍କୁ ଜାଣିଥିବେ ନିଶ୍ଚିତ, ସେ ଜଣେ ସିରିଏଲ ର କଳାକାର ଅଟନ୍ତି।ମାତ୍ର ତାଙ୍କର ଅଭିନୟ କୋଉ ହିରୋଇନ ଙ୍କ ଠାରୁ କମ ନୁହେଁ।ତେବେ ସେ ବର୍ତ୍ତମାନ ତାଙ୍କର ଏକ ଭିନ୍ନ ଷ୍ଟାଇଇ ର ଡ୍ରେସ କୁ ନେଇ ସେ ବହୁତ ଚର୍ଚ୍ଚା ରେ ରହିଛନ୍ତି ଏବଂ ତାଙ୍କର ଭିଡିଓ ଟି ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରଲ ହେଉଛି ମଧ୍ୟ। ତେବେ ଭିଡିଓ ଟିରେ ଆପଣ ଦେଖିବେ କି ଉର୍ଫି ଏକ ନରମାଲ ସ୍କିନ କପଡ଼ା କୁ ଡ୍ରେସ କରି ପିନ୍ଧିଛନ୍ତି।

ତେବେ ଡ୍ରେସ ଟି ବହୁତ ଆଜିବ ହୋଇଛି, ଯେଉଁ ଥିରେ ସମ୍ପୂର୍ଣ୍ଣ ପିଠି ପଟ ଦେଖଯାଉ ଥିବା ସହ ତାଙ୍କର ଫ୍ରଣ୍ଟ ଷ୍ଟାଇଇ ମଧ୍ୟ ଅଜୀବ ଅଟେ। ତେବେ ଭିଡିଓ ଟିରେ ଦେଖାଯାଇଛି କି ସେ ଏହି ଡ୍ରେସ ପିନ୍ଧି ଫୋଟ ସୁଟ କରୁଛନ୍ତି।ତେବେ ତାଙ୍କର ଏହିପରି ଡ୍ରେସିଂ କୁ ନେଇ ଲୋକମାନେ ସମାଲୋଚନା କରିଥିଲେ। କିନ୍ତୁ ଯେତେ ସେ ସେହି ପାଖରେ ଯାଉଥିବା କିଛି ଗରିବ ମହିଳା ମାନ ଙ୍କୁ ଦେଖି ତାଙ୍କ ସହ ହସି ହସି କଥା ହେଉଥିଲେ ଆଉ ସମସ୍ତ ଙ୍କ ସହ ହାତ ମିଳାଇ ଫୋଟ ଉଠାଇଲେ ସେତେବେଳେ ସମସ୍ତେ ଆବାକ ହୋଇଯାଇଥିଲେ।

ତେବେ ଉର୍ଫି ୟାଦବ ଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବନ୍ଧୁକ ର ଗୁଳି ଭଳି ବେଗରେ ଭାଇରଲ ହେବାରେ ଲାଗିଛି ।ଆପଣ ମଧ୍ୟ ଏହି ଭିଡିଓ ଟିକୁ ଦେଖିଲେ ତାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ। ତେବେ ଏହି ଭାଇରଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।