viral ଭିଡ଼ିଓ – ନୂଆ ବୁଲେଟ କିଣି ମନ୍ଦିରକୁ ପୂଜା କରିବାକୁ ଆଣିଥିଲେ,ରାସ୍ତା ମଝିରେ ଫାଟିଲା ବୁଲେଟ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ମୃତୁ କେତେ ବେଳେ କାହା ପାଖକୁ ଆସେ କେହି କହି ପାରେନା । ହେଲେ ମଧ୍ୟ ଭଗବାନ ଆମ ପାଖରେ ସବୁ ସମୟ ରେ ରହି ଛନ୍ତି । ସେଥି ପାଇଁ କିଛି ହେଲା ନାହିଁ ହେଲେ ଅତି ମୂଲ୍ୟବାନ ଜିନିଷ ଟି ହରାଇ ବସିଲା । ତେବେ ଆସନ୍ତୁ ପୁରା ଘଟଣା ବିଷୟରେ ଆଲଚନା କରିବା । ଗତ କାଲି ଦିନ 12 ଟା ରେ ଏହି ଘଟଣା ଟି ଘଟିଛି । ଯାହା ଶୁଣିଲେ ଆପଣ ମନେ ଡରି ଯିବେ ।
ଜଣେ ବ୍ୟକ୍ତି ଶ୍ରୀଧାଥ ନାମକ ଏକ ସୋରୁମ ରୁ ଏକ ବୁଲେଟ ଗାଡି କିଣିଲେ । ତେବେ ଗାଡି କିଣି ପ୍ରଥମେ ସେ ମନ୍ଦିର ନିକଟ କୁ ଯାଇ ଥିଲେ ପୂଜା କରିବା ପାଇଁ । କିନ୍ତୁ ହଟାତ ତାଙ୍କ ଗାଡି ରେ ନିଆଁ ଲାଗି ଯାଇ ଥିଲା । ଆଉ ତା ପରେ ଗାଡି ର ତେଲ ଟାଙ୍କି ଫାଟି ଯାଇ ଥିଲା । ଗାଡି ଟି ଏଭଳି ଭାବରେ ଫାଟିଲା ଆପଣ ଦେଖିଲେ କହିବେ ଏହା ବୁଲେଟ ଫାଟିନି , ଏହା ଗୋଟେ ପେଟ୍ରୋଲ ପମ୍ପ ଫାଟି ଯାଇଛି ବୋଲି ଭାବିବେ ।
ଏହି ଘଟଣା ଟି ଅନ୍ଦ୍ରପ୍ରଦେଶ ରେ ଘଟି ଥିଲା । ଦିନ ଦୁଇ ପହର ରେ ଘଟଣା ଟି ଘଟି ଥିଲା । ଗାଡି ସୋରୁମ ରୁ କିଛି ବାଟ ଚଲେଇବା ପରେ ମନ୍ଦିର କୁ ଗାଡି ଆଣି ଥିଲେ । ମନ୍ଦିର ରେ ଗାଡି ଠିଆ କରି ବ୍ୟକ୍ତି ଜଣକ ପୂଜା କରିବା ପାଇଁ ଯାଇ ଥିଲେ । କିନ୍ତୁ ଗାଡି ରେ ହଟାତ ନିଆଁ ଲାଗି ଯାଇ ଥିଲା ।
ଆଉ ତା ପରେ ଗାଡି ଟି ବାଷ୍ଟ ହୋଇ ଯାଇ ଥିଲା । ତେବେ ଏଥିରେ କାହାରି କିଛି ହୋଇ ନ ଥିଲା ସତ । କିନ୍ତୁ କିଛି ସମୟ ପାଇଁ ସେଠାକାର ଲୋକ ପୁରା ଭୟଭୀତ ହୋଇ ଯାଇ ଥିଲେ । ତେବେ ସେଠାରେ ଥିବା ଲୋକ ମାନେ ଭିଡିଓ କରି ଥିଲେ । ଆପଣ ଏହି ଭିଡିଓ ଟିକୁ ଦେଖନ୍ତୁ । ଦେଖିଲେ ଆପଣ ମାନେ ମଧ୍ୟ ଭୟଭୀତ ହୋଇ ଯିବେ ।
ତେଣୁ ମୃତୁ କେତେ ବେଳେ ବି ଆସି ପାରେ । ତାହା କହି ହେବ ନାହିଁ । କିନ୍ତୁ ଏଥିରୁ ଜଣା ପଡିଲା ଭଗବାନ ଆମ ସହିତ ସବୁବେଳେ ଅଛନ୍ତି । ଆପଣ ମାନେ ମଧ୍ୟ ଦେଖିଲେ । ଲୋକ ଟି ଯେତେ ସମୟ ଧରି ଗାଡି ଚଲାଉ ଥିଲା ।
ଗାଡି କିଛି ହେଉ ନ ଥିଲା । କାରଣ ଲୋକ ଟି ଭଗବାନ ଙ୍କ ପାଖକୁ ଆସି ଥିଲା । ସେଥି ପାଇଁ ତାର କିଛି ହେଲା ନାହିଁ । ଯେଉଁ ବ୍ୟକ୍ତି ଭଲ ମନ ନେଇ ଭଗବାନ ପାଖକୁ ଆସି ଥାଏ। ତାର କିଛି ଅସୁବିଧା ହୋଇ ନ ଥାଏ । କିନ୍ତୁ ଯେତେ ବେଳେ ଗାଡି ରୁ ଓଲ୍ହାଇଛି ସଂଗେ ସଂଗେ ଗାଡ଼ି ରେ ନିଆଁ ଲାଗି ଯାଇଛି । ଭଗବାନ ବଞ୍ଚେଇ ଦେଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।