ନିଜର ବିବାହ କୁ ଖାସ କରିବା ପାଇଁ ନବ ବିବାହିତା .ରାସ୍ତା ଉପରେ ଦୁଇ ଜଣ ଯାହା କଲେ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ.ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଭିଡିଓ କୁ ଦେଖିଲେ ଆପଣ ଙ୍କର ହୋସ ଉଡ଼ିଯିବ..

ବିବାହ ସମସ୍ତ ଙ୍କର ଜୀବନ ରେ ଏକ ବହୁତ ଗୁରୁତ୍ୱ ପୂର୍ଣ୍ଣ ତଥା ଆନ୍ଦନ ର ଦିନ ହୋଇଥାଏ।ଆଉ ଏହି ଦିନ ଟିକୁ ସମସ୍ତେ ତାଙ୍କ ଜୀବନ ର ଏହି ଖୁସି ର ମୁହୂର୍ତ୍ତ ଟିକୁ ସବୁ ଦିନ ପାଇଁ ମନେ ରଖିବା କୁ ଚାହାନ୍ତି ଏବଂ ଭିନ୍ନ ଭିନ୍ନ ଉପାୟ ଗ୍ରହଣ କରିଥାନ୍ତି, ଏହାକୁ ମେମରେବୁଲ କରିବା ପାଇଁ ।ଆପଣ ମାନେ ଅନେକ ସମୟ ରେ ଦେଖୁଥିବେ ମଧ୍ୟ କେହି କେହି ବିମାନ ରେ ବିବାହ କରି ଥାନ୍ତି ତ କେହି କେହି ପୁଣି ପାଣି ମଧ୍ୟରେ ଜାହାଜ ରେ ବିବାହ କରିଥାନ୍ତି ।

ସେହିପରି ଆମେ ଆଜି ଆପଣ ଙ୍କୁ ଯେଉଁ ଘଟଣା ବିଷୟ ରେ ଜଣେଇବା କୁ ଯାଉଛୁ ସେଥିରେ ମଧ୍ୟ ନବ ବିବାହିତ ଦମ୍ପତି ଦୁହେଁ ନିଜ ବାହାଘର କୁ ସବୁଦିନ ପାଇଁ ମେମେରି କରିବା ପାଇଁ ଏକ ଭିନ୍ନ ଷ୍ଟାଇଲ ରେ କରିବା କୁ ପ୍ରୟାସ କରିଥିଲେ।ଆଉ ନିଜ ବିବାହ ରେ ବର ଓ କନ୍ୟା ଜଣଙ୍କ ଯାହା କଲେ ତାହା ଦେଖିଲେ ଆପଣ ଚକିତ ହୋଇଯିବେ ।ଆମେ ନିଶ୍ଚିତ କି ଏମିତି କା ବାହାଘର ଆପଣ କେବେବି ଦେଖି ନଥିବେ।

ତେବେ ଆପଣ ଦେଖିଥିବେ କି ବାହାଘର ର ବର ଓ କନ୍ୟା ଙ୍କର ପ୍ରିୟଜନ ମାନେ ଡ଼୍ୟାନ୍ସ କରିଥାନ୍ତି କିନ୍ତୁ ଆମେ ଆପଣ ଙ୍କୁ ଯେଉଁ ବିବାହ ବିଷୟରେ କହୁଚୁ ତାହା ଆଗରୁ କୋଉଠି ହୋଇନଥିବ। କାରଣ ଏହି ବିବାହ ରେ ବର କନ୍ୟା ଦୁହେଁ ନିଜ ବିବାହ କୁ ଉପଭୋଗ କରିବା ସହ ରାସ୍ତା ଉପରେ ଡ଼୍ୟାନ୍ସ କରୁଥିବା ର ନଜର ରେ ଆସିଥିଲେ। ଯାହାର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବା ରେ ଲାଗିଛି।

ତେବେ ଭାଇରଲ ଭିଡିଓ ଟିରେ ଆପଣ ଦେଖିବାକୁ ପାଇବେ କି ପ୍ରିୟଜନ ମାନ ଙ୍କୁ ଡ଼୍ୟାନ୍ସ କରିବା ର ଦେଖି ବର ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଆଉ ସେ ଡ଼୍ୟାନ୍ସ କରିବା ପାଇଁ ତଳକୁ ଓହ୍ଲାଇ ଆସିଲେ। ସେ ଡ଼୍ୟାନ୍ସ କରୁଥିବା ବେଳେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ମାତ୍ର ଉପଭୋଗ କରୁଥିଲେ। ତେବେ ଏହି ସମୟରେ ବର ଜଣଙ୍କ କନ୍ୟା ଙ୍କୁ ଦେଖି ତାଙ୍କୁ ଡ଼୍ୟାନ୍ସ କରିବାକୁ ଆସିବା କୁ ଇଶାରା ଦେଲେ।

ତେବେ ନିଜ ବର ର ଇଶାରା ପାଇବା ପରେ କନ୍ୟା ଜଣଙ୍କ ମଧ୍ୟ କିଛି ନଭାବି ରାଷ୍ଟ୍ରପତି ଉପର କୁ ଆସିଗଲେ ଆଉ ନିଜ ଜୋତା କୁ ଖୋଲି ଦେଇ ବର ଙ୍କ ସହ ଡ଼୍ୟାନ୍ସ କରିବା କୁ ଲାଗିଲେ। ତେବେ ବର ଓ କନ୍ୟା ଙ୍କର ଜବରଦସ୍ତ ଡ଼୍ୟାନ୍ସ ଦେଖି ସମସ୍ତେ ଚକିତ ହୋଇଗଲେ। ତେବେ ଏହି ଘଟଣା ଟିର କେହି ଜଣେ ବ୍ୟକ୍ତି ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେବାରେ ଲାଗିଛି, ଆପଣ ମଧ୍ୟ ଭିଡିଓ ଟିକୁ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।