new twist- ଭାଇରାଲ ହେଉଛି ସୌମ୍ୟ ସୋନାଲି ଙ୍କ ର ଶେଷ ଫୋନ audio call। ଯାହା ଆପଣ ଶୁଣିବା ପରେ ଆଖିରୁ ଲୁହ ଆସି ଯିବ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ସୋନାଲି ପାଇଁ ଆଜି ସୌମ୍ୟ ନାହାନ୍ତି । ସବୁ ଦିନ ପାଇଁ ଆର ପାରିକୁ ଚାଲି ଯାଇ ଛନ୍ତି । ଜୀବନ ରେ ଯାହା ସାଙ୍ଗରେ ଥରେ ଭଲ ପାଇବା ହୋଇ ଯାଏ , ତାକୁ ଭୁଲିବା ବହୁତ କଷ୍ଟ ହୋଇ ଯାଏ । ଯିଏ ଯାହାକୁ ପ୍ରକୃତ ଭଲ ପାଇ ଥିବ ତାକୁ କେବେ ସେ ଭୁଲି ପାରେ ନାହିଁ । ଯଦି ଗୋଟିଏ ପକ୍ଷ ରେ ଅଧିକ ଭଲ ପାଇବା ରହୁଛି ତେବେ ଅନ୍ୟ ପକ୍ଷ ରେ ଭଲ ପାଇବା କମି ଯାଉଛି । ତେବେ ଆଜି ଆମେ ସୌମ୍ୟ ଓ ସୋନାଲି ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ।

ଦୁହିଁଙ୍କ ର ପ୍ରେମ ଅତି ନିବିଡ଼ ଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉ ଥିଲେ ଯେ , ତାହା କେବେ ହେଲେ କଳ୍ପନା କରି ହେବ ନାହିଁ । ସେମାନେ ବହୁତ ଭଲ ପାଉଥିଲେ ଆଉ ଦୁହେଁ ଦୁହିଁ କୁ କଥା ମଧ୍ୟ ଦେଇ ଥିଲେ ବିବାହ କରିବା ପାଇଁ । କିନ୍ତୁ ଆପଣ ମାନେ ଜାଣି ଥିବେ , ଯେତେ ବେଳେ ଥାକ ପଲି ର ଯେଉଁ ପାର୍ଶ୍ଵ ଟି ଓଜନ ହୋଇ ଯାଏ , ସେହି ପାର୍ଶ୍ଵ ଟି ନଇଁ ଯାଇ ଥାଏ ।

ଠିକ ସେହି ପରି ସେମାନ ଙ୍କ ଭଲ ପାଇବା ଭିତରେ ଅଧିକ ଭଲ ପାଇ ଯାଇ ଥିଲେ ସୌମ୍ୟ , ଯାହା ଫୋଳରେ ତାଙ୍କୁ ସୋନାଲି ବହୁତ ଘୃଣା କରୁ ଥିଲେ । ହେଲେ ମଧ୍ୟ ସୌମ୍ୟ ତାଙ୍କ ସହ କଥା ହେବା ପାଇଁ ପାଗଳ ହୋଇ ଯାଉ ଥିଲେ । ଆଜି ଆମେ ଆଜି କହିବୁ ଆପଣଂକୁ ସୌମ୍ୟ ଓ ସୋନାଲି ଙ୍କ ର ଶେଷ ଫୋନ କଲ ରେକର୍ଡ ।

ଫୋନ କରି ଥିଲେ ସୌମ୍ୟ ସନାଲି ଙ୍କୁ , ଆଉ କଥା ହେବା ପାଇଁ ମଧ୍ୟ ବାଧ୍ୟ କରୁ ଥିଲେ ସୌମ୍ୟ ସୋନାଲିକୁ । କିନ୍ତୁ ଖରାପ ବ୍ୟବହାର କରୁ ଥିଲେ ସୋନାଲି । ସୋନାଲି କହୁ ଥିଲେ ମୁଁ ସବୁ ଟୋକାଙ୍କ ସହିତ କଥା ହେବି , ତମର କଣ ଯାଉଛି , କଥା ହେବି । ମୁଁ ମୋ ମା କୁ କହିକି ସବୁ ଟୋକାଙ୍କ ସହିତ କଥା ହେବି । ତମର କଣ ଯାଉଛି ।


ତେବେ ସମ୍ୟ କଥା ହେବା ସମୟ ରେ ବହୁତ କାନ୍ଦୁ ଥିଲେ । ହେଲେ ଟିକେ ହେଲେ ବି ଫୋରକ ପଡୁ ନ ଥିଲା ସିନାଲି ଉପରେ । ସୋନାଲି କହୁ ଥିଲେ ମୁଁ ତୁମ ସହ କଥା ହେବିନି । ତମେ ମୋତେ ଥରେ ବି ଫୋନ କରିବ ନାହିଁ ।

ପୁଣି ସୌମ୍ୟ କହୁ ଥିଲେ ତମର ମୋ ପ୍ରତି ଭଲ ପାଇବା କମି ଗୋଲା , ସିନାଲି କହୁ ଥିଲେ ମୁଁ ତୁମକୁ ଆଉ ଭଲ ପାଉ ନାହିଁ । କୁକୁର ପରି ବ୍ୟବାହର କରୁ ଥିଲେ ସୌମ୍ୟ ଙ୍କୁ । ଆଜି କାଲି ର ଝିଅ କାହାରି ନୁହନ୍ତି । ଏମାନେ ଖାଇ ସାରିବା ପରେ ଆଉ କାହାର ହୋଇ ଯାଆନ୍ତି । ମୋରି ଗଲେ ମଧ୍ୟ ଏମାନଙ୍କ ର କିଛି ଫୋରକ ପଡି ନ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।