ଭାଇରାଲ ଭିଡିଓ – ମୋତେ ବାହା ହେବୁନାହିଁ ? ମୋ ପେଟରେ ଯେଉଁ କିଳା ଦେଇଛୁ…. ଏ ନେଇ କଣ କହୁଛନ୍ତି ଏହି ଅଭିନେତ୍ରୀ, ଦେଖନ୍ତୁ Video

ସମଗ୍ର ବିଶ୍ୱରେ ଲୋକ ମାନେ ଯେମିତି ଫିଲ୍ମ ଦେଖିବାକୁ ଭଲ ପାଇଥାନ୍ତି ସେମିତି କିଛି ଲୋକ ଅଛନ୍ତି ଯାତ୍ରା କୁ ମଧ୍ୟ ଦେଖିବା କୁ ଭଲ ପାଇଥାନ୍ତି ଅଭିନୟ ଏକ ଏମିତି ଦୁନିଆ ତା ଭିତରେ ସାମିଲ ଥିବା ଲୋକମାନେ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାନ୍ତି ।

ଯେତେ ଫିଲ୍ମ ବା ଟେଲି ଧାରାବାହିକ ଠାରୁ ଯାତ୍ରା ଦୁନିଆ ଖୁବ ଭିନ୍ନ ଅଟେ, ହେଲେ ସେହ ଯାତ୍ରା ଦୁନିଆରୁ ହିଁ କଳାକାର ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।ଆଉ ବର୍ତ୍ତମାନ ସେହି ଯାତ୍ରା କଳାକାର ମାନେ ବି କୋଉ ସେଲିବ୍ରେଟି ଠାରୁ କମ ନୁହଁନ୍ତି ।ବହୁତ ସମୟରେ ସେମାନଙ୍କ ଇଣ୍ଟରଭ୍ୟୁ ରେ ତାଙ୍କ ଜୀବନ ବିଷୟରେ ଜାଣିବାକୁ ମିଳିଥାଏ ।ତେବେ ବର୍ତ୍ତମାନ ଜଣେ ଯାତ୍ରା ଅଭିନେତ୍ରୀ ନିଜର ଏକ ଇଣ୍ଟରଭ୍ୟୁ ରେ ଯାହା କହୁଛନ୍ତି ଶୁଣନ୍ତୁ ।

ତେବେ ଯାତ୍ରାରେ ସବୁଠାରୁ ବଡ଼ କଥା ହେଉଛି କି ଏଠାରେ ଅଭିନୟ ଆମ ଆଖି ଆଗରେ ହେଇଥାଏ ଆଉ ଯାତ୍ରା କଳାକାର ମାନେ ଏତେ ନିଖୁଣ ଅଭିନୟ କରିଥାନ୍ତି ଯାହା ଦେଖି ଲୋକଙ୍କ ଆଖିରେ ଲୁହ ବି ଆସିଯାଏ ।ତେବେ ଆପଣ ବହୁତ ସମୟରେ ବହୁତ ଯାତ୍ରା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଇଚ୍ଛା କରିଥାନ୍ତି ।ତେବେ ଆମେ ଆଜି ଜଣେ ଯାତ୍ରା ଅଭିନେତ୍ରୀ ଙ୍କ ପାଖରୁ ଜାଣିବା ତାଙ୍କ ଦୁନିଆ କେମିତି ଓ ସେ କେମିତି ଏହି ଯାତ୍ରାକୁ ବାଛିଲେ ନିଜର କ୍ୟାରୀୟର ଭାବରେ ।


ଯାତ୍ରା ଅଭିନେତ୍ରୀ ମାମା ଙ୍କ ବିଷୟ ରେ ଯାହାଙ୍କୁ ଆପଣ ଧଉଳି ଗଣନାଟ୍ୟ ରେ କମେଡିଆନ ଭାବରେ ଦେଖିଛନ୍ତି ।ତେବେ ମାମା ଙ୍କର ଘର ହେଉଛି ବାଲେଶ୍ଵର ଜିଲ୍ଲାରେ ତେବେ ଅଭିନୟ ରେ ରୁଚି ଥିବାରୁ ସେ ଧୀରେ ଧୀରେ ଯାତ୍ରା ଦୁନିଆ ରେ ପାଦ ଦେଇଥିଲେ । ଆଉ ଧିରେ ଧୀରେ ସେ ଏହି ରଙ୍ଗରେ ରଙ୍ଗୀ ଯାଇଥିଲେ ।ଏହା ପରେ ସେ ନିଜ ଦିଦି ଙ୍କ ଯୋଗୁଁ ନିଜ ଜୀବନସାଥୀ ଙ୍କୁ ହି ଭେଟିଥିଲେ ।ତେବେ ତାଙ୍କ ସ୍ବାମୀ ମଧ୍ୟଜନେ ସିଙ୍ଗର ଯିଏ ଯାତ୍ରା ସ୍ୱର୍ଣ୍ଣ ମନ୍ଦିର ରେ ଗୀତ ଗାଉଛନ୍ତି ।

ତେବେ ମାମ ଙ୍କ କଥା କହିବା ଭିତରେ ସେ ତାଙ୍କର କିଛି ଫେମସ ଡାଇଲଗ ବି କହିଛନ୍ତି ଯାହା ଭିତରେ “ମୋତେ ବାହା ହେବୁ ନାହିଁ,ଆଉ ଯୋଉ ମୋ ପେଟରେ ଯେଉଁ କିଳା ଦେଇଛୁ” ଏହା ଗୋଟେ ଥିଲା ।ଏହା ଛଡ଼ା ବର୍ତ୍ତମାନ ସେ ଯାତ୍ରା ପାର୍ଟି ବଦଳାଇ ଅନ୍ୟ ଏକ ପାର୍ଟିରେ ଯୋଗ କରିବେ ।

ତେବେ ରାତି ରାତି ଅନିଦ୍ରା ହେଇ ଯାତ୍ରା କରିବା ସହଜ କଥା ନୁହେଁ କିନ୍ତୁ ଯେତେତୁ ଏହି ପଥକୁ ବାଛି ନେଇଛନ୍ତି ତେଣୁ ଖୁସିରେ କାମ କରିବାକୁ ପଡିବ ବୋଲି ସେ ବତାଇଥିଲେ ।ଆଉ ଏହି ଭିତରେ ତାଙ୍କର ଜୀବନ ଖୁସିରେ ବିତୁଛି, ତେବେ ଆପଣଙ୍କ ମାମା ଙ୍କ ବିଷୟ ରେ ଜାଣିବାକୁ ପାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !