ଛି…ଛି…ସାବିତ୍ରୀ ବ୍ରତରେ ଗାଲରେ ଚୁମା ଦେଇ ସ୍ୱାମୀ ୬ ବର୍ଷର ପୁଅକୁ ଛାଡ଼ି ପ୍ରେମିକସହ ଫେରାର ହେଲା ମା ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ପ୍ରେମ କରି ବିବାହ କରିଥିଲେ। ଘରେ ୭ ବର୍ଷର ପୁଅ ମଧ୍ୟ ରହିଛି। ଶାଶୁ ମଧ୍ୟ ରହିଛନ୍ତି। କିନ୍ତୁ ସାବିତ୍ରୀ ବ୍ରତ ଦିନ ସତ୍ୟବାନ ଅର୍ଥାତ ସ୍ବାମୀଙ୍କୁ ପୂଜାକରି ସାବିତ୍ରୀ ବ୍ରତ ପରଦିନ ଆଉ ଜଣେ ସତ୍ୟବାନଙ୍କ ସହ ଫେରାର ହୋଇଗଲେ ମହିଳା। ମହିଳାଙ୍କ ବିରୁଦ୍ଧରେ ଏପରି କିଛି ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ଵାମୀ ଓ ଶାଶୁ। ତେବେ ମାର ଆଉର ଚାଲିଯିବା ଜାଣି ଘର କାନ୍ଦ ବୋବାଳିରେ ଫଟି ପକାଉଛି ୭ ବର୍ଷର ପୁଅ।
ସ୍ବାମୀ ସ୍ତ୍ରୀଙ୍କ ମୋବାଇଲ ଦେଖିଲା ପରେ ଜାଣି ପାରିଥିଲେ ଯେ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷ ସହ ପ୍ରେମ ବାର୍ତ୍ତାଳାପ କରୁଛନ୍ତି। ଯାହାପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇ ଯାଇଥିଲା। ଆଉ ଏହା ପରେ ସ୍ବାମୀ ରାଗିଯାଇ ସ୍ତ୍ରୀର ମୋବାଇଲ ଭାଙ୍ଗି ଦେଇଥିଲେ। ତା ପରେ ସ୍ଵାମୀ ସ୍ତ୍ରୀଙ୍କୁ କ୍ଷମା କରିଦେଇଥିଲା। ଏହାପରେ ସବୁକିଛି ଠିକ୍ ଠାକ୍ ଥିଲା।
ତେବେ ମହିଲା ଯେଉଁଦିନ ଘରୁ ପଳାଇଥିଲେ ସେହି ଦିନ ମହିଳାଙ୍କ ସ୍ଵାମୀଙ୍କ ଦେହ ଖରାପ ଥିଲଟ। ସ୍ତ୍ରୀ ନିଜେ ସ୍ୱାମୀଙ୍କୁ ଔଷଧ ଆଣି ଖାଇବାକୁ ଦେଇଥିଲେ। ସନ୍ଧ୍ୟା ସମୟରେ ସ୍ତ୍ରୀ ସ୍ୱାମୀଙ୍କୁ ବାହାରକୁ ଯିବା ପାଇଁ କହିଥିଲେ । ଯେହେତୁ ସ୍ବାମୀଙ୍କ ଦେହ ଖରାପ ଥିଲେ ସେ ଯିବା ପାଇଁ ମନା କରିଥିଲେ।
ଏହାପରେ ମହିଳା ଜଣକ ୫ଟା ସମୟରେ ଅଳିଆ ଆବର୍ଜ୍ଜନା ବାଲ୍ଟି ନେଇ ବାହାରକୁ ପକିବା ପାଇଁ ଯାଇଥିଲେ। ସେଠାରୁ ଆସିବା ପରେ ସେ ତାଙ୍କ ଭ୍ୟାନିଟି ବ୍ୟାଗ୍ ନେଇ ବାହାରକୁ ବାହାରି ଯାଇଥିଲେ।ଯିବାବେଳେ ପୁଅକୁ କହିଥିଲେ ବାବା ତୁ କନ୍ଦିବୁନି ମୁଁ ତତେ ଦେଖିବା ପାଇଁ ଆସିବି।
ତେବେ ସ୍ବାମୀ ଶାଶୁ ପୁଅକୁ ଛାଡ଼ି ଯିବା ସମୟରେ ଯେତେବେଲେ ତାଙ୍କ ପୋଡଶୀ ପଚାରିଥିଲେ କୁଆଡେ ଯାଉଛ ସେତେବେଳେ ସେ ପୋଡ଼ଶୀକୁ କହିଥିଲେ ଚୁପ ରହିବା ପାଇଁ। ଆଉ ବାହାରେ ତାଙ୍କର ପୁଅ ଛିଡା ହୋଇଥିବାର ଦେଖି ତା ପାଖକୁ ଯାଇ ଦୁଇ ଗାଲରେ ଦୁଇଟି ଚୁମା ଦେଇ ମହିଳା କହିଥିଲେ ବାବାରେ ତୁ କାନ୍ଦିବୁନି ମୁଁ ମଝିରେ ମଝିରେତତେ ଦେଖିବା ପାଇଁ ଆସୁଥିବି।
ଏଥି ସହିତ ପୋଡଶୀ ମାନେ ଆଗରୁ ଦେଖିଥିଲେ ସେ ବାଇକରେ ପୁଅ ମାନଙ୍କୁ କୁଣ୍ଢେଇ ଧରି ବସେ। ଏକଥା ତାଙ୍କ ଶାଶୁଙ୍କୁ ମଧ୍ୟ ଜଣାଇଥିଲେ ହେଲେ ଶାଶୁ ଏକଥାକୁ ବିଶ୍ଵାସ କରି ନଥିଲେ ସେ କହିଥିଲେ ନିଜ ଆଖିରେ ଦେଖିଲା ପରେ ବିଶ୍ଵାସ କରିବେ।
ତେବେ ମହିଳା ଜଣକ ଘରେ ଏଭେଣ୍ଟ କାମର ବାହାନା ଦେଖାଇ ହୋଟେଲରେ ରାତି କାଟି ଆସୁଥିଲେ। ଆଉ ଏଭେଣ୍ଟରୁ ପଇସା ଆଣିଛନ୍ତି କହି ଶାଶୁ ହତାରେ ପଇସା ଧରାଇ ଦେଉଥିଲେ। ଯାହା ବାବଦରେ ସ୍ବାମୀ ଓ ଶାଶୁଙ୍କୁ କିଛିବି ସୁରାକ ମିଳିନଥିଲା। ତେବେ ମହିଳା ଜଣକ ହଠାତ ଫେରାର ହୋଇଯିବା ପରେ ଆସିଛି ଏଭଳି ଅଭିଯୋଗ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।