ସ୍ତ୍ରୀ ର କଟା ମୁଣ୍ଡ କୁ ଧରି ସ୍ବାମୀ ୧୨ କି. ମି ଚାଲିଚାଲି ଗଲେ ସ୍ବାମୀ ଜଣକ। ଏତେ ଭଲପାଉ ଥିଲେ ତାଙ୍କ ସ୍ତ୍ରୀ ଙ୍କୁ। ବିବାହ ଭଳି ଏକ ପବିତ୍ର ବନ୍ଧନର ମର୍ଯ୍ୟାଦା ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ। ଯେଉଁଥିରେ ସନ୍ଦେହ, ଅବିଶ୍ବାସ ଏବଂ ସ୍ୱାର୍ଥପରତା ର କୌଣସି ଚିହ୍ନ ନଥାଏ ତାହା ପବିତ୍ର ଅଟେ। ଯେ କୌଣସି ଦମ୍ପତ୍ତି ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ। କାରଣ ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି।
ସେମାନଙ୍କ ସଂପର୍କ ସାତ ଜନ୍ମ ର ପବିତ୍ର ସମ୍ପର୍କ ବୋଲି କୁହା ଯାଏ।କାରଣ ବିବାହ ପରେ ସେମାନେ ସେମାନଙ୍କ ଅତୀତ କୁ ଭୁଲି ପରବର୍ତ୍ତୀ ବୈବାହିକ ଜୀବନକୁ କିପରି ସୁରୁଖୁରୁରେ ପରିଚାଳିତ କରିବେ ତାକୁ ନେଇ ଯୋଜନା କରିଥାନ୍ତି।
ସମସ୍ତ ପ୍ରକାର ଦୁଃଖ କଷ୍ଟ ଭିତରେ ସେମାନେ ସେମାନଙ୍କ ବୈବାହିକ ଜୀବନ କୁ ହସ ଖୁସି ରେ ଆଗେଇ ନେବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। ସାଂସାରିକ ଜୀବନରେ କିଛି ନା କିଛି କାରଣକୁ ନେଇ ଅଶାନ୍ତି ଏବଂ ବିଶୃଙ୍ଖଳା ଦେଖା ଦେଇଥାଏ ଏବଂ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ।
କାରଣ ସେମାନେ ଏମିତି କିଛି ଭୁଲ୍ କରି ବସନ୍ତି,ଆଉ ଅବିଶ୍ବାସ ର ମଞ୍ଜି ବୁଣି ଦିଅନ୍ତି ଯାହା ସେମାନଙ୍କ ସମ୍ପର୍କ ରେ ତିକ୍ତତା ଭରି ଦେଇଥାଏ।ତେବେ ଆଜି ଆମେ ସେହି ଭଳି ଏକ ଘଟଣା ବିଷୟ ରେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ।
ଯାହା ଜାଣିଲା ପରେ ଆପଣ ବିବାହ ବନ୍ଧନର ଅନୈତିକତା ବିଷୟରେ ଜାଣି ପାରିବେ।ଯେଉଁ ଘଟଣାଟି ହେଉଛି ଉତ୍ତରପ୍ରଦେଶର ଏକ ଗ୍ରାମର।ଏଠାରେ ଜଣେ ନବ ବିବାହିତା ଦମ୍ପତ୍ତି ଙ୍କ ବୈବାହିକ ଜୀବନରେ ଆସିଛି ଝଡ଼।କାରଣ ସ୍ତ୍ରୀ ଜଣଙ୍କ ସ୍ଵାମୀଙ୍କ ସହିତ ବିଶ୍ୱାସ ଘାତକତା କରିଛନ୍ତି। ବିବାହ ପରେ ମଧ୍ୟ ସେ ତାଙ୍କ ପ୍ରେମିକ ସହିତ ମିଳାମିଶା କରିବା ସହ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲେ।
ସେମାନଙ୍କ ସଂପର୍କ ସାତ ଜନ୍ମ ର ପବିତ୍ର ସମ୍ପର୍କ ବୋଲି କୁହା ଯାଏ।କାରଣ ବିବାହ ପରେ ସେମାନେ ସେମାନଙ୍କ ଅତୀତ କୁ ଭୁଲି ପରବର୍ତ୍ତୀ ବୈବାହିକ ଜୀବନକୁ କିପରି ସୁରୁଖୁରୁରେ ପରିଚାଳିତ କରିବେ ତାକୁ ନେଇ ଯୋଜନା କରିଥାନ୍ତି।
ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। ସାଂସାରିକ ଜୀବନରେ କିଛି ନା କିଛି କାରଣକୁ ନେଇ ଅଶାନ୍ତି ଏବଂ ବିଶୃଙ୍ଖଳା ଦେଖା ଦେଇଥାଏ ଏବଂ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ। କାରଣ ସେମାନେ ଏମିତି କିଛି ଭୁଲ୍ କରି ବସନ୍ତି,ଆଉ ଅବିଶ୍ବାସ ର ମଞ୍ଜି ବୁଣି ଦିଅନ୍ତି ଯାହା ସେମାନଙ୍କ ସମ୍ପର୍କ ରେ ତିକ୍ତତା ଭରି ଦେଇଥାଏ।ତେବେ ଆଜି ଆମେ ସେହି ଭଳି ଏକ ଘଟଣା ବିଷୟ ରେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।