Exclusive : ନାରୀ ପଛରେ ପଡିଲେ ବର୍ବାଦ ହେଇଯିବୁ ରେ ପୁଅ ଏମିତି କହିଲେ କାକା,ଭିଡ଼ିଓ ଦେଖିଲେ ହସି ଗଡ଼ିଯିବେ! ମାତ୍ର ୪ ଘଣ୍ଟାରେ ୬୦ milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ପୁଣି ସୁସିଆଲ୍ ମିଡିଆ ରେ ଚର୍ଚ୍ଚା ରେ ଆସିଲେ କାକା। ଯେ କି ଲକଡାଉନ୍ ସମୟରେ ଲୋକ ମାନଙ୍କ ର ମନରେ ହସ ଫୁଟାଇ ପାରିଥିଲେ। ସେ ପୁଣି ଥରେ ତାଙ୍କର କମେଡି ଆରମ୍ଭ କରିଛନ୍ତି। କାକାଙ୍କ କମେଡି ସମସ୍ତ ଙ୍କ ମନରେ ରହିଥିଲା।
ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ କି ଗଣ ମାଧ୍ୟମରେ ଅନେକ ଖବର ଚର୍ଚ୍ଚାରେ ଅଛି।ତେବେ ସେହି ଭଳି ଏବେ ନେଇ ଏବେ ଅନେକ ଚର୍ଚ୍ଚା ଚାଲିଛି।କିନ୍ତୁ ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ ଯେତେବେଳେ ଏହି ବିଷୟରେ କିଛି ପଚରା ଗଲା ସେ ରାଗି ଗଲେ।ଓଡିଆ ଅଭିନେତ୍ରୀ ରିପୋର୍ଟରଙ୍କୁ ଦେଖାଇଲେ ନାଲି ଆଖି।

ସେଠାରେ ସାମ୍ୱାଦିକଙ୍କ ପ୍ରଶ୍ନ ଥିଲା କି ମ୍ୟାଡମ ବାବୁଶାନ ଓ ପ୍ରକୃତିଙ୍କ ଘଟଣା ଓଡ଼ିଶାର ଯୁବ ପିଢ଼ିଙ୍କ ଉପରେ ଖରାପ ପ୍ରଭାବ ପକାଇବ କି।ଆଉ ଏହି ପ୍ରଶ୍ନର ଉତ୍ତରରେ ମ୍ୟାଡମ ଜଣକ କିଛି ଏହି ଭଳି କହିଥିଲେ।ସେ କହିଥିଲେ କି ମାଡ ଖାଇବେ କି ଆପଣ।ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ ସୁପ୍ରିୟା ନାୟକ କହିଥିଲେ!

କିନ୍ତୁ ଏମିତି ସବୁବେଳେ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡେ।ଏବେ ଷ୍ଟାର କଳିକୁ ନେଇ ବଡ଼ ବଡ କଳାକାର ମାନେ ସେମାନଙ୍କ ପ୍ରତିକ୍ରିୟା ରଖୁଛନ୍ତି।ହେଲେ ଗୋଟିଏ କି ଦୁଇଟି ଫିଲ୍ମ କରି ଏହି ଅଭିନେତ୍ରୀଙ୍କ ଏତେ ଇଗୋ ଯେ ସେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରିବା ପାଇଁ କହିଥିଲେ।

ସେଠାରେ ସାମ୍ୱାଦିକଙ୍କ ପ୍ରଶ୍ନ ଥିଲା କି ମ୍ୟାଡମ ବାବୁଶାନ ଓ ପ୍ରକୃତିଙ୍କ ଘଟଣା ଓଡ଼ିଶାର ଯୁବ ପିଢ଼ିଙ୍କ ଉପରେ ଖରାପ ପ୍ରଭାବ ପକାଇବ କି।ଆଉ ଏହି ପ୍ରଶ୍ନର ଉତ୍ତରରେ ମ୍ୟାଡମ ଜଣକ କିଛି ଏହି ଭଳି କହିଥିଲେ।ସେ କହିଥିଲେ କି ମାଡ ଖାଇବେ କି ଆପଣ।ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ ସୁପ୍ରିୟା ନାୟକ କହିଥିଲେ।

ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କର ଏହି ସ୍ନେହ ଆଉ ପ୍ରେମ ପାଇଁ ସେ ପୁଣି ଥରେ ତାଙ୍କ ସ୍ଥାନକୁ ଫେରିବାକୁ ଯାଉଛନ୍ତି।ତେବେ ତାଙ୍କ ଘର ସଂସାର ପୁଣି ଥରେ ହସି ଉଠିବ ଆଉ ସେ ପୁଣି ତାଙ୍କ ସ୍ଥାନକୁ ଫେରି ଆସିବେ।କିଛି ସୂତ୍ରରୁ ଖବର ମିଳିଛି କି ବାବୁସାନ ତାଙ୍କ ଘରକୁ ଫେରିବାକୁ ଯାଉଛନ୍ତି।ତାଙ୍କ ପୁଅ ପାଖକୁ ସେ ଫେରିଯିବେ ।

ଆଉ ପୁଅକୁ ଗେଲ କରିବେ।ତାଙ୍କ ପୁଅ ପୁଣି ଦାଦା ଦାଦା ଡାକି ତାଙ୍କ ପାଖକୁ ଯିବ ଆଉ ତାଙ୍କ ଘର ପୁଣି ହସ ଖୁସିରେ ଖେଳି ଉଠିବ।ଏହା ହେବାକୁ ଯାଉଛି ଆଉ ଯଦି ଏପରି ହୁଏ ତାହେଲେ ସାରା ଓଡ଼ିଶା ବାସୀ ଯାହା ଚାହୁଁଥିଲେ ତାହା ହେଇଯିବ।

କାରଣ ସମସ୍ତେ ଏହା ହିଁ ଚାହୁଁଥିଲେ କି ବାବୁସାନ ତାଙ୍କପୁଣି ସୁସିଆଲ୍ ମିଡିଆ ରେ ଚର୍ଚ୍ଚା ରେ ଆସିଲେ କାକା। ଯେ କି ଲକଡାଉନ୍ ସମୟରେ ଲୋକ ମାନଙ୍କ ର ମନରେ ହସ ଫୁଟାଇ ପାରିଥିଲେ। ସେ ପୁଣି ଥରେ ତାଙ୍କର କମେଡି ଆରମ୍ଭ କରିଛନ୍ତି। କାକାଙ୍କ କମେଡି ସମସ୍ତ ଙ୍କ ମନରେ ରହିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।