OMG ! ନାଗ (nago )ସାପ ଧରିବା ବେଳ ଯୁବତୀଙ୍କ ସହ ଯାହା ହେଲା ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ବନ୍ଧୁଗଣ ମଣିଷ ଯେଉଁଭଳି ସାପକୁ ଭୟକରେ ସେହିପରି ସାପ ମଧ୍ୟ ମଣିଷକୁ ଭୟ କରିଥାଏ। ସାପ ଦଂଶନ କାରଣରୁ ହେଉଥିବା ମୃତ୍ୟୁ ମଣିଷ ମନରେ ଏକ ଅଜଣା ଭୟ ସୃଷ୍ଟି କରିଥାଏ। ତେବେ ବିଷଧର ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ।
କିନ୍ତୁ ଆଜି ଏକ ଏମିତି ଘଟଣାର ଦୃଶ୍ୟ ସାପକୁ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଏଭଳି ଦୃଶ୍ୟ ଦେଖି ନଥିବେ। କାରଣ ଏହା ଏକ ବିଷଧର ନାଗ ସାପର ଦୃଶ୍ୟ ଅଟେ।ଏହି ସାପଟିକୁ ଦେଖିଲେ ଆପଣ ଡରରେ ଥରି ଉଠିବେ। କାରଣ ଏହି ସାପଟି ସେହିଭଳି ଭାବରେ ଭୟଙ୍କର ରୂପ ଦେଖାଉଛି।
ଏହି ସାପଟି ଦେଖିବାକୁ ଯେମିତି ଭୟଙ୍କର ସେମିତି ଗର୍ଜନ ବି କରୁଚି ମଧ୍ୟ। ଆପଣ ଜାଣିଛନ୍ତି ସାପ ପ୍ରାୟତଃ ସବୁ ସ୍ଥାନରେ ଦେଖା ଯାଇଥାନ୍ତି କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ହାଲୁକା ପରିବେଶରେ ଏମାନେ ରହିବାକୁ ଭଲ ପାଆନ୍ତି। ବେଳେବେଳେ ଜନବସତି କୁ ଏମାନେ ପଶି ଆସିଥାନ୍ତି।ତେବେ ଅନେକ ସାପ ଏମିତି ରହିଛନ୍ତି ଯେ ସେମାନେ ବହୁତ ବିଷଧର ହୋଇ ଥାଆନ୍ତି ଏବଂ ଆଉ କିଛି ସାପ ଏମିତି ରହିଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଷଧର ନୁହଁନ୍ତି।
ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଶହେ ରୁ ଅଧିକ ପ୍ରଜାତି ର ସାପ ରହିଛନ୍ତି।ସାପ ଗୁଡ଼ିକ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ।ତେବେ ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।
ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତେବେ ଆମେ କହୁଥିବା ଏହି ଘଟଣାରେ ଏକ ନାଗ ସାପ କିପରି ଭାବରେ ଏକ ଘର ଭିତରକୁ ପଶି ଆସି ଭୟଭୀତ କଲାଭଳି କାଣ୍ଡ ଘଟାଉଚି ତାହା ଥରେ ଦେଖନ୍ତୁ।
ଏହି ସାପଟି ଏକ କୋଣରେ ଆସି ରହିଥିବା ବେଳେ ଘରର ମହିଳା ତାଙ୍କୁ କ୍ଷୀର ପିଇବାକୁ ଦେଇଥିଲେ ଏବଂ ଅନ୍ୟମାନେ ଆସି ତାକୁ ସେଠାରୁ ବାହାର କରିବାପାଇଁ ଯେତେ ଚେଷ୍ଟା କରିଥିଲେ ବି ସାପଟି ସେଠାରୁ ବାହାରି ଯାଇ ନଥିଲା।ପରେ ସାପ ଧରାଳି ଜଣଙ୍କ ଆସି ତାଙ୍କର କୌଶଳର ସହିତ ଉକ୍ତ ନାଗ କୁ ସେଠାରୁ ବାହାର କରିଥିଲେ।ପରେ ସେ ସାପଟିକୁ ଉଦ୍ଧାର କରି ତାକୁ ତାର ପରିବେଶରେ ଛାଡ଼ିବା ପାଇଁ ବ୍ୟାଗ୍ ରେ ପୂରାଇ ନେଇ ଯାଇଥିଲେ ଏଵଂ ଛାଡି ଦେଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।