Viral ଭିଡ଼ିଓ – ନାବାଳିକାକୁ ଗର୍ଭବତୀ କରିଦେଲା 64 ବର୍ଷୀୟ ବୃଦ୍ଧ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ କିଛି ନା କିଛି ଘଟଣା ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେଇଥାଏ । ଆଜି ରୁ ପୁଣି ଆସିଲା ଲଜ୍ଜାଜନକ ଘଟଣା । ନାତୁଣୀ ପେଟ ରେ ଅଛି ଅଜାର ଛୁଆ । ନାତୁଣୀ ଏବେ ୭ ମାସ ର ଗର୍ଭବତୀ । କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ ।

୧୬ ବର୍ଷ ର ନାବାଳିକା ସମ୍ପର୍କୀୟ ନାତୁଣୀ କୁ ଗର୍ଭବତୀ କରିଛି ୬୪ ବର୍ଷ ର ଅଜା । ଘଟଣା ଟି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତ କୌଲାଶ ମଲ୍ଲିକ ବାପା ଜଣେ ଖଟିଖିଆ ଲୋକ ପର ଘର ବିଲ ରେ କାମ କରି ଘର ପରିବାର ଚଳିଥାଏ ।

 କିଛି ବର୍ଷ ତଳେ କୌଲାଶ ତାଙ୍କ ସ୍ତ୍ରୀ ଙ୍କୁ ହରାଇ ଥିଲେ । ତାଙ୍କ ଝିଅ ର ୧୬ବର୍ଷ ବାପା ପର ଘର କୁ କାମ କରିବାକୁ ଚାଲିଗଲା ବେଳେ ଝିଅ ଟି ଘରେ ସବୁ କାମ କରୋନ୍ତି । ରୋଷେଇ ବାସ ଠୁ ଆରମ୍ଭ କରି ଝିଅ ପ୍ରିତିରାନି ସବୁ କାମ ଏକା କରିଥାନ୍ତି ।

ପ୍ରତେକ ଦିନ ଝିଅ ଏକ କାମ କରି ଥିବାର ଦେଖି ସେହିଁ ଗ୍ରାମ ର ଜଣେ ୬୪ ବର୍ଷ ର ବୃଦ୍ଧ ଅଜା ସମର୍କିୟ ହେବେ ତା ଉପରେ କୋପ ଦୃଷ୍ଟି ପକାଇଛନ୍ତି ଓ ତାଙ୍କୁ ପଇସା ର ଲୋଭ ଦେଖାଇ ତାର ଫିଇଦା ଉଠାଇ ଥିଲେ । ରାଜୀବ ର ମିଠା ମିଠା କଥା ରେ ପ୍ରୀତିରାନି କୁ ଫସେଇ ଦେଇଛି ଶେଷ ରେ ସେ ସଫଳ ହେଲା ଓ ତାର ଫାଇଦା ଉଠାଇଥିଲେ ବୁଦ୍ଧ ଜଣକ ।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତ ର ଜଣେ ୧୬ ବର୍ଷ ର ମାଆ ଛେଉଣ୍ଡ ଝିଅ ଛଦ୍ମନାମ ମୟୁର କୁ ୬୪ ବର୍ଷୀୟ ଅଜା ରାଜୀବ ମଲ୍ଲିକ (ଛୋଟା) ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲା ।

କାହାକୁ ନ ଜଣାଇବା କୁ ଧମକ ଚମକ ଦେଇ ଥିଲା ଅଜା । ଝିଅ ର ଶରୀର ପରିବର୍ତ୍ତନ କୁ ଲକ୍ଷ କରି ମାଆ ଓ ଭାଇ ବୋହୁ ତାଙ୍କୁ ପଚାରିବା ରୁ ଝିଅ ସବୁ ସତ କଥା ମାନି ଥିଲା । ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଅଲଟ୍ରାସାଉଣ୍ଡ ରେ ୭ ମାସ ର ଗର୍ଭବତୀ ଥିବା ଜଣା ପଡି ଥିଲା । ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ରାଜୀବ କୁଆଡେ ଫେରାର ହୋଇ ଯାଇଛି । ଏ ନେଇ ଆଳି ଥାନା ରେ ଲିଖିତ ଅଭିଯୋଗ କ୍ରମେ ପସ୍କୋ ଆକ୍ଟ ଅନୁସାରେ କେଶ ରୁଜୁ ହୋଇଛି ।

ଏ ନେଇ ଆଳି ଥାନା ରେ ଲିଖିତ ଅଭିଯୋଗ କ୍ରମେ କେଶ ନମ୍ବର ୩୨୭/୨୨ କ୍ରମେ ଦଫା ୩୭୬ ପୋସ୍କୋ ଆକ୍ଟ ଅନୁସାରେ କେଶ ରୁଜୁ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତ ବୃଦ୍ଧ କୁ ଗିରଫ କରାଯିବ ବୋଲି ଆଳି ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।