Exclusive : Tally ଅଭିନେତ୍ରୀଙ୍କ ଅକାଳ ବିୟୋଗ ! ସମସ୍ତଙ୍କ ପାଇଁ ଚିନ୍ତା କରୁଥିବା ମଣିଷଟି ଚାଲିଗଲା ,,ଗୋଟେ ଭଲ ମଣିଷଟେ ଚାଲିଗଲା,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ….

ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଭର୍ସାଟାଇଲ ଫିମେଲ ପ୍ଲେ ବ୍ୟାକ୍ ରାଜସ୍ବରୀ ବିୟୋଗ ଆସନ୍ତା କାଲି ଘଟିବା ପରେ ସାରା ଓଡିଶାରେ ଏକ ଦୁଃଖର ଛାୟା ଖେଳି ଯାଇଛି। ନିଶ୍ଚିତ ଭାବରେ ଏହା ଏକ ବଡ଼ ଦୁଃଖଦ ଘଟଣା। ଏହା ଠାରୁ ଆଉ ବଡ଼ ଦୁଃଖଦ ଘଟଣା ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ କଣ ହୋଇପାରେ ବର୍ତ୍ତମାନ ସମୟରେ।

ଏକାଧିକ ହିଟ୍ ଗୀତ ଗାଇ ଲୋକଙ୍କ ମନକୁ କିଣିବା ସହିତ ଲୋକଙ୍କ ହୃଦୟରେ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ଭଲପାଇବା ତିଆରି କରିବାରେ ସକ୍ଷମ କରାଇ ପାରିଥିଲେ ଏହି ବିଶିଷ୍ଟ କଳାକାର ଜଣଙ୍କ।କିନ୍ତୁ ଦୁଃଖର ବିଷୟ ଯେ ଏବେ ଆଉ ତାଙ୍କ ସ୍ୱର ଲୋକଙ୍କ ନିକଟରେ ପହଁଚି ପାରିବ ନାହିଁ।

କାରଣ ଆମ ସମସ୍ତଙ୍କୁ ଛାଡ଼ି ଏହି ପ୍ରମୁଖ କଳାକାର ଜଣଙ୍କ ଆର ପାରିକୁ ଚାଲି ଯାଇଛନ୍ତି।କହିବାକୁ ଗଲେ ପାଖାପାଖି ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଥିଲେ ବହୁ ହିଟ୍ ମନୁରଞନ କରୁଥିଲେ। ଯେଉଁ ସବୁ ଗୀତ ସବୁବେଳେ ସ୍ମରଣୀୟ ହୋଇ ରହିବ।

ଯାହା ଲୋକଙ୍କ ମନକୁ ଏତେ ମାତ୍ରାରେ ଛୁଇଁଛି ଯେ ଲୋକେ ଏହାକୁ ଅନେକେ ଥର ଦେଖିବାକୁ ଭଲ ପାଆନ୍ତି।ତାଙ୍କର ଗାୟିକି ବାସ୍ତବରେ ବେଶ୍ ଚିତ୍ତାକର୍ଷକ ଏବଂ ମନଛୁଆଁ ଅଟେ। ଓଡିଆ ଫିଲ୍ମ ଏବଂ ଆଲବମ ଇଣ୍ଡଷ୍ଟ୍ରି ରେ ସେ ତାଙ୍କର ଏକ ଭିନ୍ନ ଗାୟିକି ଦେଖାଇ ପାରିଥିଲେ। ଆଧୁନିକ ଓଡ଼ିଆ କଳାକାର ଜଗତରେ ତାଙ୍କର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା।

ଆଧୁନିକ ଓଡିଆ ସଙ୍ଗୀତ ପାଇଁ ବେଶ୍ ଜଣାଶୁଣା ଥିଲେ ରାଜସ୍ବରୀ ତେବେ ଭିନ୍ନ ସ୍ୱାଦର ନାଟକ ସମୂହ କୁ ଦେଖାଇ ଲୋକଙ୍କୁ ମନୋରଂଜନ ର ସୁରାକ ଯୋଗାଇବାରେ ସକ୍ଷମ ହୋଇ ପାରିଥିଲେ ସେ। ଏବେ ତ ଆଉ ସେ ନାହାଁନ୍ତି କିନ୍ତୁ ତାଙ୍କର କଳା, ତାଙ୍କର ସ୍ମୃତି କିନ୍ତୁ ସବୁଦିନ ପାଇଁ ଅମର ହୋଇ ରହିବ।

ତେବେ ମୃତ୍ୟୁ ପୁର୍ବରୁ ସୁସ୍ଥ ଥିବା ସମୟରେ ଶେଷ ଥର ପାଇଁ ଯେଉଁ ସେ ଲାଇଭ ଭିଡିଓ ଜରିଆରେ ତାଙ୍କର ପ୍ରସଂଶକ ମାନଙ୍କ ସାମ୍ନାକୁ ଆସିଥିଲେ, ତାହା ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଯେଉଁଥିରେ ରାଜସ୍ବରୀ ତାଙ୍କ ଫ୍ୟାନ ମାନଙ୍କୁ ତାଙ୍କର ଭଲପାଇବା ଦେଉଛନ୍ତି।

ଜୀବନ ଯୁଦ୍ଧରେ ହାରି ଗଲେ ରାଜସ୍ବରୀ ଗତକାଲି ବିଳମ୍ବିତ ରାତି ରେ ତାଙ୍କୁ ହସ୍ପିଟାଲ ରେ ଭତ୍ତି ହୋଇଥିଲେ। ଚିକିତ୍ସା ହେଉଥିବା ଅବସ୍ଥା ରେ ତାଙ୍କର ମୁତ୍ଯୁ ହୋଇଥିଲା। ରାତି ୨.୩୦ ରେ ତାଙ୍କର ମୁତ୍ଯୁ ହୋଇଛି। ବ୍ରେନ୍ ଆଉ କେନ୍ସରରେ ପଡିତ ହୋଇଥିଲେ ରାଜସ୍ବରୀ।

ଉଆସିଁ କନ୍ଯା ସିରିଆଲ ରେ ବେଶ୍ ଅଭିନୟ କରୁଥିଲେ। ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଅଶ୍ରୀଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ମାନଙ୍କର ଜୀବନ ଶୈଳୀ ନିଆରା ପ୍ରକାର ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।