Exclusive : ହୋଟେଲରେ ଝିଅଙ୍କ ସହ ଡ୍ୟାନସରେ ମାତିଛନ୍ତି ଦୀନେଶ,ବର୍ଷାରେ ପୁଅକୁ ଧରି ଘର ଆଗରେ ବସିଛନ୍ତି ଦୀପିକା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ ଘଟଣା ବିଷୟରେ ତ ଆପଣ ମାନେ ଶୁଣୁଥିବେ ଓ ଦେଖିଥିବେ । କିନ୍ତୁ ଆଜି ଯେଉଁ ଘଟଣା ଟି ଭାଇରାଲ ହେଉଛି ତାହା ବିଷୟରେ ଆପଣ ମାନେ ମଧ୍ୟ ବେଶ କିଛି ଦିନ ହେବ ଶୁଣି ଅସୁଥୁବେ ।

ତେବେ ସେହି ଦୀପିକା ଙ୍କ କଥା ଏବେ ଚାରିଆଡେ ଭାଇରାଲ ହେଉଛି ଆଉ ଯେଉଁଠି ଦେଖା ଦେଇଛି କି ଦୀପିକା ବର୍ଷାରେ ଭିଜି ଭିଜି ନିଜର ନ୍ୟାୟ ପାଇଁ ଦିନେଶ ଙ୍କ ଘର ସାମ୍ନାରେ ପଡି ରହୁଥିବା ବେଳେ ଅପର ପଟେ ଦିନେଶ ହଟେଲ କୁ ଯାଇ ଝିଅ ମାନଙ୍କ ସହିତ ଡାନ୍ସ ରେ ମାତିଛନ୍ତି । ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇ ଦିଅନ୍ତୁ ।

 ଆପଣ ମାନେ ତ ଭଲ ପାଇବା ରେ ଯେ ଏତେ ଧୋକା ଥାଏ ତାହା ଆପଣ ଏହି ଘଟଣା କୁ ଦେଖିଲେ ଭଲ ଭାବରେ ଜାଣିପାରୁଥିବେ । ଶୋ ରୁମ ରେ ଦେଖା ହେଲା ଆଉ ଭଲ ପାଇବା ମଧ୍ୟ ହେଲା, ଆଉ ପ୍ରେମ ସମ୍ପର୍କ ରେ ଯେତେ ବେଳେ ପିଲା ଟି ଏ ହେଲା ସେତେ ବେଳେ ସବୁ ସମ୍ପର୍କ ଶେଷ ହେଇଗଲା ।

ଆଉ ସବୁଠୁ ଆଗ ରେ ରହିଲା ଷ୍ଟାଟସ, ଭଲ ପାଇଁ ସାତ ଜନ୍ମ ର ସାଥି ହେବା ପାଇଁ ଶପଥ ନେଇଥିବା ବେଳେ ଏବେ ସବୁ କିଛି ଭୁଲି ଯାଇଛନ୍ତି ଦିନେଶ । ଆଉ ଏବେ ନ୍ୟାୟ ପାଇଁ ଏତେ ବର୍ଷା ରେ ଦିନେଶ ର ଘର ଆଗରେ ପଡି ରହିଛନ୍ତି ଦୀପିକା ।


ତେବେ ଏତେ ବର୍ଷା ରେ ଦୀପିକା ଘର ଆଗରେ ପଡି ରହି ନିଜର ନ୍ୟାୟ ସହିତ ତାଙ୍କର ପୁଅ କୁ ତାର ବାପା ଙ୍କ ପରିଚୟ ପାଇଁ ଲଢେଇ କରୁଥିବା ବେଳେ, ଆର ପଟେ କିଛି ଚିନ୍ତା ନାହିଁ ଦୀପିକା ଙ୍କ ପ୍ରେମିକ ଦିନେଶ ଙ୍କର । ଆଉ ଯୋଉଠି ଦେଖା ଦେଇଛି କି ବର୍ଷା ରେ ଛତା ଧରି ପାଲ ପକେଇ ବସି ରହିଛନ୍ତି ଦୀପିକା ।

ଆଉ ଦୀପିକା ଙ୍କୁ ସାଥ ଦେଉଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀପିକା ଙ୍କୁ ଦେଖା ଉଛନ୍ତି ଗୋଟିଏ ଫୋଟ ଦିନେଶ ଙ୍କର । ଆଉ ଯୋଉଠି ଦିନେଶ ଯାଇ ହଟେଲ ରେ ଝିଅ ମାନ ଙ୍କ ସହିତ ଡାନ୍ସ କରିବାରେ ମଜା ମସ୍ତି କରୁଛନ୍ତି , ଆଉ ହଟେଲ ରେ ବସିକି ଖାଉଛନ୍ତି ମଧ୍ୟ ।

ତେବେ ପ୍ରମିଳା ମାଉସୀ ଯେପରି ତପସ୍ୱିନୀ ଙ୍କୁ ସାଥ ଦେଇ ଆସୁଥିଲେ ତାଙ୍କର ନ୍ୟାୟ ପାଇଁ, ଏବେ ମଧ୍ୟ ସେହିପରି ଦୀପିକା ଙ୍କୁ ତାଙ୍କର ଝିଅ ଭଳି ଭାବିଛନ୍ତି । ଆଉ ତାଙ୍କୁ ମଧ୍ୟ ଏତେ ବର୍ଷା ରେ ଏକ ନ ଛାଡି ଭିଜି ଭିଜି ତାଙ୍କର ନ୍ୟାୟ ପାଇଁ ଧାରଣା ରେ ବସିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଲୋକ ମାନେ ମଧ୍ୟ ତାଙ୍କର ଭିନ୍ନ ଭିନ୍ନ ମତ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।