shocking ଭିଡ଼ିଓ – ପାଠ ପଢା ଛାଡି ଦେହ ବ୍ୟବସାୟ କରୁଛନ୍ତି କଲେଜ ଛାତ୍ରୀ ! ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟଲାଗିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଜୀବନ ରେ ଏମିତି କିଛି ପରିସ୍ଥିତି ଆସେ ଯାହା ମଣିଷ କୁ ଖରାପ କାମ କରିବା ପାଇଁ ବାଧ୍ୟ କରି ଥାଏ । ବହୁତ ଭଲ ଭଲ ଲୋକ ମଧ୍ୟ ଖରାପ ରାସ୍ତା କୁ ସେମାନେ ଆପଣେଇ ନେଇ ଥାନ୍ତି । ନିଜ ପରିବାର କୁ ଚଲେଇବା ପାଇଁ ମଣିଷ ଏତେ ତଳକୁ ଖସି ଯାଇ ଥାଏ ଯେ ତାର କିଛି ସମାଜ ଆଗରେ ପରିଚୟ ନ ଥାଏ । ଆମେ କହୁଚୁ ସେହି ମାନଙ୍କ କଥା ଯେଉଁ ମାନେ ରାତ୍ରି କାଳ ରେ ଦେହ ବିକ୍ରି କରି ନିଜର ପେଟ କୁ ପଶି ଥାନ୍ତି । ନିଜକୁ କଷ୍ଟ ଦେଇ ନିଜ ପରିବାର କୁ ଟଙ୍କା ଦେଇ ଥାନ୍ତି ।

ସେମାନଙ୍କୁ ଦେହ ଯିବି କିମ୍ବା ବେସିୟା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ବଂଚିବା ପାଇଁ ତାଙ୍କ ପାଖରେ ଏହି ଗୋଟିଏ ରାସ୍ତା ବଂଚି ରହି ଥାଏ । ନିଜକୁ ଅନ୍ଧାର ଘରେ କଷ୍ଟ ଦେଇ ନିଜ ପିଲା ଛୁଆ ଓ ପରିବାର ଭରଣା ପୋଷଣ କରି ଥାନ୍ତି । ତେବେ ଆସନ୍ତୁ ଏମିତି କିଛି ଜାଗା ର ନାମ ଆମେ ଆପଣଂକୁ କହିବୁ ଯେଉଁ ଠାରେ ଦେହ ଯିବି ମାନେ ବାସ କରନ୍ତି ।

ଆପଣ ମାନେ ଶୁଣି ଥିଲେ ସୁନା ଗାଛି ଏକ ଜାଗା , ଯେଉଁ ଠାରେ ହଜାର ହଜାର ବେସିୟା ସେଠାରେ ବାସ କରନ୍ତି । ସେମାନେ କେବଳ ରାତ୍ରି ରେ ଦେହ ବିକନ୍ତି ନାହିଁ । ସେମାନେ ଦିନ ରେ ମଧ୍ୟ ଦେହ ବ୍ୟାପାର କରନ୍ତି । ତେବେ ସୁନା ଗାଛି ଜାଗା ଟି କଲିକତା ରେ ଅବସ୍ତିତ ।

ଭାରତ ର ସବୁ ଠାରୁ ବଡ଼ ରେଡ଼ ଆଲଟ କହିଲେ ଚଳେ । ଠିକ ସେହି ଭଳି ଓଡିଶା ର ଭବନେଶ୍ୱର ରେ ମାଳି ସାହି ମଧ୍ୟ ରେଡ଼ ଲାଇଟ କହିଲେ ଚଳେ। ତେବେ ଏହି ସ୍ଥାନ କୁ ନିଜର ଭୋକ ମେଣ୍ଟାଇବା ପାଇଁ ବହୁତ ଧନୀ ଧନୀ ବୟସ୍କ ଲୋକ ଆସି ଥାନ୍ତି । ଏଠାରେ ସବୁ ସମୟ ବ୍ରେ ସେକ୍ସ ରାକେଟ ଚାଲେ । ତେବେ ଏଠାରେ ପାଞ୍ଚ ଶହ ଟଙ୍କା ରୁ ଆଇଟମ କୁ ଉପଭଗ କରିବା ର ଚାନ୍ସ ମିଳି ଥାଏ ।

ଆଜି ଏକ ଭିଡିଓ ଭାଇରାଲ ହୋଇଛି , ଯାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଭିଡିଓ ଟିରେ ଦେଖିବା ପାଇଁ ମିଳିଛି କିଛି ମହିଳା ଘର ର ଦ୍ୱାର ମୁଁହ ପାଖରେ ଠିଆ ହୋଇ ଛନ୍ତି । ଯେଉଁ ବ୍ୟକ୍ତି ମାନେ ରାସ୍ତା ରେ ଯାଉ ଛନ୍ତି ତାଙ୍କୁ ହାତ ଠାରି ଏହି ଦେହ ଯିବି ମାନେ ଡାକୁ ଛନ୍ତି ।

ଯେମିତି ହାଟ ରେ ପରିବା ଵାଲା ଡାକନ୍ତି । ତେବେ ସେହି ଭିଡିଓ ରେ ମଧ୍ୟ ଦେଖିବା ପାଇଁ ମିଳିଛି ଜଣେ ବୃଦ୍ଧ ବୟସ୍କ ଲୋକ ନିଜର କ୍ଷୁଧା ମେଂଟେଇବା ପାଇଁ ସେମାନଙ୍କ ଘର ଭିତର କୁ ପଶି ଯାଉଛି । ତେବେ ଆପଣ ମାନେ ସେହି ଭିଡିଓ ଟି ଦେଖିଲେ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।