ମୁଁ କଣ ରାନୀ ପଣ୍ଡା ଭଳିଆ ବ୍ଲାଉଜ ଖୋଲି ଦେଖେଇ ଦେଇଛି ନା କାହାକୁ ଭାଷା କହୁଛି,ସେ କଣ କହିବ ମ୍,ଏମିତି କହିଲେ ରାନୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବନ୍ଧୁ ଗଣ ସୋସିଆଲ ମିଡିଆରେ ଏବେ ଗୋଟିଏ କଥା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଯାତ୍ରା ପାଟି ରେ ଚାଲିଥିବା ହଟ ଆଇଟମ ଡାନ୍ସ କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ଅଶ୍ଳୀଳ ଭାବରେ ଡାନ୍ସ କରିବା ଯୋଗୁ ତାହା ଆମ ଯୁବ ପିଢ଼ି ମାନଙ୍କ ଉପରେ ଗୋଟିଏ ଖରାପ ପ୍ରଭାବ ପକାଉଛି |
ଆଉ ଯାହାକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ମଧ୍ୟ କହିବାକୁ ଲାଗିଛନ୍ତି ମହିଳା ମନ୍ଦାକିନୀ | ଆଉ ଯେଉଁଥିପାଇଁ ସେ ମୁହଁ ଖୋଲିବା ସହିତ ଷ୍ଟେଜ ଉପରକୁ ଜୋତା ଫିଙ୍ଗିଥିଲେ ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଆଉ କଣ ସବୁ କହିଛନ୍ତି ମନ୍ଦାକିନୀ ସେ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଟି ହେଉଛି ଗୋଟିଏ ବାହାଘର ସମୟର ଦୃଶ୍ୟ | ତେବେ ଆପଣ ମାନେ ଜାଣିଥିଲେ କି ସେ ବିବାହ ହେଉ ବା କୌଣସି ଫାଂକ୍ସନ ଯେତେବେଳେ ଡିଜେ ବାଜିଥାଏ ଓ ଗୀତ ଆରମ୍ଭ ହୋଇଯାଏ ସେତେବେଳେ ଆମର ପାଦ ଆପେ ଆପେ ଉଠି ଯାଇଥାଏ ନାଚିବା ପାଇଁ |
ତେବେ ବର୍ତ୍ତମାନ ସେହିଭଳି ଏକ ଦୃଶ୍ୟ ଟି ଦେଖିବାକୁ ମିଳିଛି |ଆଉ ଯେଉଁଠି ଡାନ୍ସ ର କମାଲ ଦେଖାଇ ସମସ୍ତଙ୍କର ମନକୁ କିଣି ନେଇଛନ୍ତି ଝିଅ ଜଣଙ୍କ | ଆଉ ସୁନ୍ଦର ଭାବରେ ଗୀତ ର ତଳେ ତଳେ ନାଚି ଉପସ୍ଥିତ ଥିବା ସମସ୍ତ ଲୋକଙ୍କର ମନକୁ କିଣି ନେଇଛନ୍ତି ଝିଅ ଜଣଙ୍କ|ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯେଉଁ ଥିରେ ଦେଖା ଯାଇଛି ଓଡ଼ିଆ ଯାତ୍ରା ଜଗତର ବେଶ ଜଣା ଶୁଣା ଚେହେରା |
ଯାହାକୁ ଓଡିଶା ର ଦର୍ଶକ ମାନେ ବେଶ ଭଲ ପାଇବା ଦେବାର ଦେଖାଯାଏ | ତେବେ ଆମେ କହୁଛୁ ଓଡ଼ିଆ ଯାତ୍ରା ଜଗତ ର ନିଜର ଅଭିନୟ ଓ କଳା ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିଥିବା ଯାତ୍ରା ଜଗତର ଅଭିନେତା ସୁରେଶ ପଣ୍ଡା ଙ୍କ ବିଷୟରେ | ଯିଏ ନିଜର ଅଭିନୟ ମାଧ୍ୟମ ରେ ଦର୍ଶକଙ୍କ ମନକୁ ଜିତିଥାନ୍ତି |
ତେବେ କଳିଙ୍ଗ ଗଣନାଟ୍ୟ ଅଭିନୀତ ତାଙ୍କର ଏକ ଯାତ୍ରାର ରୋମାଣ୍ଟିକ ଗୀତ ଭାଇରାଲ ହେବାରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ବହୁ ଚର୍ଚ୍ଚିତ ସୁରେଶ ପଣ୍ଡା ଙ୍କ ଯାତ୍ରା ମଞ୍ଚରେ ଏହିପରି ପାରଫୋରମାନ୍ସ ଦେଖି ଦର୍ଶକ ମାନେ ମୋତୁଆଲା ହେବାରେ ଦେଖାଯାଇଛି |
ସୂଚନା ଅନୁଯାୟୀ ଯେତେବେଳ ସୁରେଶ ପଣ୍ଡା ଯାତ୍ରା ମଞ୍ଚରେ ନିଜର ଅଭିନୟ ଦେଖାଇବା ସମୟରେ ଲୋକ ମାନେ କରତାଳି ତାଙ୍କୁ ସ୍ୱାଗତ କରିଥାନ୍ତି | ଯାତ୍ରା ମଝିରେ ତାଙ୍କର ଅଭିନୟ ଚାଲି ଥିବା ସମୟ ରେ ଅଭିନେତ୍ରୀ ଙ୍କ ସହିତ ତାଙ୍କର ସେହି ରୋମାଣ୍ଟିକ ଡ୍ୟାନ୍ସ |
ଯେତେବେଳେ ସେ ତାଙ୍କର ଡ୍ୟାନ୍ସ ଆରମ୍ଭ କରିଥିଲେ ସେତେବେଳେ ଷ୍ଟେଜ ଚାରିପାଖରେ ଥିବା ଦର୍ଶକ ମାନେ ନିଜ ନିଜ ମୋବାଇଲ ରେ ଏହି ଡ୍ୟାନ୍ସ ରେକର୍ଡ କରି ସୋସିଆଲ ମିଡିଆରେ ଏହା ଭାଇରାଲ କରିଥିବା ର ଦେଖାଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।