ଦେଖନ୍ତୁ Exclusive ଭିଡିଓ ! , ମୁଁ ଯେତେବେଳେ ollywood ଇଣ୍ଡଷ୍ଟ୍ରିରେ ନୂଆ ଆସିଥିଲି , ବେଡ଼ room ସେୟାର କରିବାକୁ ମୋ ପାଖକୁ ବି ଅଫର ଆସିଥିଲା….ଅଭିନେତ୍ରୀ ଐଶଯ୍ୟା –
ତାହା ସହିତ ତାଙ୍କର ଜୀବନରେ ଏଭଳି କିଛି ମୁହୂର୍ତ୍ତ ଯାହାକୁ ସେ କେବେ ହେଲେ ଭୁଲି ପାରିବେ ନାହିଁ ସେ ସମସ୍ତ କଥା ବିଷୟରେ ମଧ୍ୟ କହିଛନ୍ତି ଐଶଯ୍ୟା | ଆଉ ସେ ବର୍ତ୍ତମାନ ଖୁସି ଅଛନ୍ତି କି ତାଙ୍କର ସ୍ବପ୍ନ କୁ ସେ ସତ କରି ପାରୁଛନ୍ତି ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ଟିକିଏ ନଜର ପକାଇବା |ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି ଅଲିଉଡ ର ଜଣେ ଜଣା ଶୁଣା ଅଭିନେତ୍ରୀ ଐଶଯ୍ୟା ଙ୍କ ବିଷୟରେ | ଆଉ ଯେଉଁଠି ଫ୍ଲିମ ଲାଇନ ରେ କାମ ଦେବା ପାଇଁ ହେଲେ ତାଙ୍କୁ କଣ କଣ ସବୁ କଷ୍ଟ ସହିବାକୁ ପଡିଥାଏ ଆଉ ସେ କେତେ କଷ୍ଟ ସହିଛନ୍ତି ସେ ସମସ୍ତ ବିଷୟରେ ସେୟାର କରିଛନ୍ତି ଐଶଯ୍ୟା .
ତେବେ ଐଶଯ୍ୟା ଫ୍ଲିମ ଜଗତକୁ ଆସିବା ପାଇଁ ଅନେକ ସାରା କଷ୍ଟ କରିଛନ୍ତି ଆଉ ଫୋର୍ନିଚୋର କୁ ସଜଡ଼ା ସଜାଡି ମଧ୍ୟ କରିବା କାମ ମଧ୍ୟ କରିଛନ୍ତି ସେ ବୋଲି କହିଛନ୍ତି |ତେବେ ସେ ଭଗବାନ ଙ୍କ ଉପରେ ବିଶ୍ୱାସ ରଖିଛନ୍ତି ଆଉ ଯେଉଁଥିପାଇଁ ସେ ଉପରକୁ ଆଜି ଯାଉଛନ୍ତି ବୋଲି କହିଛନ୍ତି ଐସାର୍ଯ୍ୟା | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଖବର ଉପରେ ଟିକିଏ ନଜର ପକାଇବା |ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି ଅଲିଉଡ ର ଜଣେ ଜଣା ଶୁଣା ଅଭିନେତ୍ରୀ ଐଶଯ୍ୟା ଙ୍କ ବିଷୟରେ | ଆଉ ଯେଉଁଠି ଫ୍ଲିମ ଲାଇନ ରେ କାମ ଦେବା ପାଇଁ ହେଲେ ତାଙ୍କୁ କଣ କଣ ସବୁ କଷ୍ଟ ସହିବାକୁ ପଡିଥାଏ ଆଉ ସେ କେତେ କଷ୍ଟ ସହିଛନ୍ତି ସେ ସମସ୍ତ ବିଷୟରେ ସେୟାର କରିଛନ୍ତି ଐଶଯ୍ୟା .
ଏହା ବ୍ୟତୀତ ଐଶଯ୍ୟା ଫେସବୁକ ରେ ଫୋଟ ପୋଷ୍ଟ କରିବାକୁ ନେଇକି ସେ କହିଛନ୍ତି କି ସେ ଏକା ନୁହନ୍ତି ସବୁ ହିରୋଇନ ମାନେ ତାଙ୍କର ଫୋଟ ସେୟାର କରିଥାନ୍ତି | କିନ୍ତୁ ସେ ତାଙ୍କର ଯେଉଁ କେରେକ୍ଟର ରେ ଥାଆନ୍ତି ସେହି ଫୋଟ କୁ ପୋଷ୍ଟ କରିଥାନ୍ତି | ତେବେ ରେଡ କାର୍ପେଟ ରେ ଫୋଟ ପୋଷ୍ଟ କରିଛନ୍ତି କାରଣ ସେ ବିଭିନ୍ନ ପ୍ରକାରର ଆୱାର୍ଡ ଶୋ କୁ ଯାଇଥାନ୍ତି ଆଉ ଯେଉଁଥିପାଇଁ ସେ ଏଭଳି କିଛି ଫୋଟ କୁ ପୋଷ୍ଟ କରିଛନ୍ତି | ଏହା ସହିତ ସେ ସୁନ୍ଦରଗଡ଼ ର ସଲମାନ ଖାନ ରେ ତରଙ୍ଗ ରେ କାମ କରିବାର ସୁଯୋଗ ପାଇଥିଲେ ତାହା ପୂର୍ବରୁ ସେ ମିଷ୍ଟର ନନସେନ୍ସ ରେ ମଧ୍ୟ କାମ କରିଛନ୍ତି ଜି ସାର୍ଥକ ରେ ବୋଲି କହିଛନ୍ତି |