ମୃତ୍ୟୁର live ଭିଡ଼ିଓ – ଡିଭାଇଡରରେ ବାଜି ଫିଲ୍ମ ଷ୍ଟାଇଲରେ ଉପରେ ଉଡ଼ିଲା କାର ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ସାମ୍ନାକୁ ଆସିଥାଏ । ଆଜି ର ଇଣ୍ଟର୍ନେଟ୍ ଯୁଗରେ ସମସ୍ତେ ସବୁ ଖବର ଘରେ ବସିକି ଦେଖି ପରୁଛେ ସମସ୍ତେ ସ୍ମାର୍ଟ୍ ଫୋନ୍ ଧରିଲେନି । ସୋସିଆଲ ମିଡ଼ିଆ ରେ ବହୁତ କିଛି ଦେଖି ବାକୁ ମିଳି ଥାଏ ।

ସ୍ମାର୍ଟ୍ ଫୋନ୍ ଦ୍ଵାରା ବେଳେ ଆମେ ସବୁ ଖବର ବିଷୟ ରେ ଜାଣିଥାଉ । ପ୍ରତିଦିନ ଆପଣ ମାନେ କିଛି ନା କିଛି ଘଟଣା ରେ ସାମିଲ ହେଇଥାନ୍ତି । ଆପଣ ମାନେ ସବୁ ଖବର ଖୁବ୍ ଜଲଦି ଆପଣ ଙ୍କ ପାଖ ରେ ପହଞ୍ଚି ଯାଇଥାଏ । ମଣିଷ ର ବ୍ୟସ୍ତ ବହୁଳ ଜୀବନ ରେ ଫୋନ୍ କୁ ଝରି କିଛି ସମୟ ଅତିବାହିତ କରିଥାଉ ।

ଇଣ୍ଟର୍ନେଟ୍ ଯୁଗ ରେ କାହାରି ପାଖରେ ସମୟ ରହି ନ ଥାଏ । ସେମିତି ଏକ ଘଟଣା ସାମ୍ନା କୁ ଆସିଅଛି । ଚଣ୍ଡିଖୋଲ ର ରାଜପଥ ରାସ୍ତା ରେ କାର ଦୁର୍ଘଟଣା ହେଇଛି ଏହା ସିସିଟିଭି ରେ କଏଦ ହେଇଛି ତାହା ବିଷୟରେ ଦେଖନ୍ତୁ ଭିଡ଼ିଓ ଟି କୁ କେମିତି ହେଲା ଦୁର୍ଘଟଣା ।

କଟକ ଜିଲ୍ଲା ଚଣ୍ଡିଖୋଲ ଛକ ନିକଟ ରେ ସଡ଼କ ଦୁର୍ଘଟଣା । ୧୬ ନମ୍ୱର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟ ରେ ଶାନ୍ତି ଲତା କେୟାର ନିକଟ ରେ କାର ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ କାର ଟି ଛତିଆ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟ ରେ ଜାତୀୟ ରାଜପଥ ରେ କାରଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱ ରେ ଥିବା ବ୍ୟାରିକେଡ଼ ଭାଙ୍ଗି ଓଲଟି ପଡିଥିଲା ।

ତେବେ ଏହି ଦୁର୍ଘଟଣା ରେ ଗାଡି ଚାଳକ ଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳ ରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଁଚି ଗାଡି କୁ ଜବତ କରି ଘଟଣା ର ଅଧିକ ତଦନ୍ତ ଚଳାଇଛି । ଦୁର୍ଘଟଣା ର ସମସ୍ତ ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି ।

କାର୍ ଟି ଯାଉଥିବା ସମୟ ରେ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣା ହେଇଛି । ବ୍ୟାରିକେଡ଼ ରେ ବାଜି ଫିଲ୍ମ୍ ଷ୍ଟାଇଲ ରେ ଉପରକୁ ଉଡ଼ି ତା ପରେ ତଳେ ପଡ଼ିଲା କାର ଟି ଭାଙ୍ଗି ରୁଜି ଚୂର୍ମର ହେଇ ଯାଇଥିଲା ଏଥିରୁ ଜଣ ଯାଇଛି ଯେ ସେଥିଲେ ଲୋକ ଙ୍କ କିଛି ବି କ୍ଷତି ହେଉନାହିଁ ।

ଯେତେ ବେଳେ କାର ଟି ଦୁର୍ଘଟଣା ସମୟର ଯେତେ ବେଳେ ଘଟଣା ଟି ଘଟିଲା କାର ଟି ଓଲଟି ପଡ଼ିଲା ସେତେ ବେଳେ ସ୍ଥାନୀୟ ଲୋକ ମାନେ ବହୁତ ଭୟଭୀତ ହେଇଯାଉ ଇଥିଲେ । ଓ ସେଠାରୁ ସେ ପଲେଇ ଯାଇଥିଲେ । ଏ ହି ନେଇ ଘଟଣା ସ୍ଥଳ ରେ ସ୍ଥାନୀୟ ବାସିନ୍ଦା ସୂଚନା ଦେଇଥିଲେ ପୋଲିସ୍ କୁ ଓ ସେଠାରେ ପୋଲିସ ଯାଇ ପଚାରି ଥିଲେ । ଓ କାର ଟି କୁ ନିଜ ଆୟତ କୁ ନେଇଥିଲେ ଓ ଘଟଣା ଟି କୁ ତଦନ୍ତ ଜାରି ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।