ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ” ମିଷ୍ଟର କହେଁଇଆ “ଫ୍ଲିମ ର ଏକ ନୂଆ କମେଡି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ ସୁନ୍ଦର ଭାବରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇଛନ୍ତି ଫ୍ଲିମ ର ମୁଖ୍ୟ ଭୂମିକା ରେ ଥିବା ପପୁ ପମ ପମ ଓ ହିରୋଇନ ଝିଲ୍ଲୀକ | ଆଉ ଯାହା ଏତେ ଭଲ ହୋଇଛି କି ତାହାକୁ ଦର୍ଶକ ମାନେ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଏକ ନୂଆ ଫ୍ଲିମ ବର୍ତ୍ତମାନ ଚାରିଆଡେ ହୋଇ ଚଇ ଖେଳାଇବାକୁ ଲାଗିଛି ତାହା ହେଉଛି”ମିଷ୍ଟର କହେଁଇଆ “| ଆଉ ଯେଉଁଥିରେ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କୁ ମତୁଆଲା କରିବାକୁ ଲାଗିଛନ୍ତି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ସୁନାମ ଧନ୍ୟ ଅଭିନେତା ସାଙ୍ଗକୁ କମେଡି କିଙ୍ଗ ପପୁ | ତେବେ ତାଙ୍କ ସହିତ ମୁଖ୍ୟ ଭୂମିକା ରେ ଅଭିନୟ କରିବାକୁ ଲାଗିଛନ୍ତି ଝିଲ୍ଲୀକ | ତେବେ ଏହି ଫ୍ଲିମ ଟି ବିଶେଷ କରିକି କମେଡି ଉପରେ ଅଧିକ ଆଧାରିତ ଅଛି ବୋଲି କୁହାଯାଉଛି |
ଆଉ ଯେଉଁଥିରେ ଅଭିନୟ ରେ ଇମୋସନାଲ ସିନ ଗୋଟିଏ ଦେଖିବାକୁ ମିଳିଛି, ଆଉ ସେହି ସିନ ରେ ପପୁ ପମ ପମ ମରିଯାଇଥିବାର ଏକ୍ଟିଂ କରିବାକୁ ଲାଗିଛନ୍ତି | ଆଉ ତାହାର କାରଣ ଟି ହେଉଛି କି ଝିଲ୍ଲିକ ତାଙ୍କୁ ଭଲ ପାଆନ୍ତିନି ବୋଲି କହିଥିଲେ | ତେବେ ଯେତେବେଳେ ଝିଲ୍ଲୀକ ତାଙ୍କ ପାଖରୁ ଆସିଥିଲେ ଆଉ କାନ୍ଦିବାକୁ ଲାଗିଥିଲେ ସେ
ତେବେଳେ ପପୁ ଙ୍କର କମେଡି ଆରମ୍ଭ ହୋଇ ଯାଇଥିଲା |ଲାଗିଛନ୍ତି | ଆଉ ତାହାର କାରଣ ଟି ହେଉଛି କି ଝିଲ୍ଲିକ ତାଙ୍କୁ ଭଲ ପାଆନ୍ତିନି ବୋଲି କହିଥିଲେ | ତେବେ ଯେତେବେଳେ ଝିଲ୍ଲୀକ ତାଙ୍କ ପାଖରୁ ଆସିଥିଲେ ଆଉ କାନ୍ଦିବାକୁ ଲାଗିଥିଲେ ସେ
ତେବେଳେ ପପୁ ଙ୍କର କମେଡି ଆରମ୍ଭ ହୋଇ ଯାଇଥିଲା | ଆଉ ଯେଉଁଠି ପପୁ ଠିକ ଠାକ ହୋଇ ବସି ପଡିଥିଲେ ବେଡ଼ ରେ | ଆଉ ଏହି ଭଳି ଭାବରେ କମେଡି ର ଯାଦୁ ରେ ଦର୍ଶକ ମାନଙ୍କ ର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ପପୁ ପମ ପମ |
ତେବେ “ମିଷ୍ଟର କହେଁଇଆ ” ଫ୍ଲିମ ରେ ଏତେ ପରିମାଣରେ ଅଭିନୟ ସାଙ୍ଗକୁ କମେଡିର ତଡକା ରହିଛି କି ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ | ଆଉ ସେମାନଙ୍କ ବ୍ୟତୀତ ଏହି ଫ୍ଲିମ ରେ ଅନ୍ୟ କଳାକାର ମାନେ ମଧ୍ୟ ସେମାନଙ୍କର ଅଭିନୟ ର ଯାଦୁ ଦେଖାଇ ଫ୍ଲିମ ଟିକୁ ଆହୁରି ଅଧିକ ସୁନ୍ଦର କରେଇଛନ୍ତି | ଆଉ ଯାହାକୁ ଦର୍ଶକ ମାନେ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |