ମୋ ପ୍ରଥମ ପ୍ରେମିକ ଯାହାଙ୍କୁ ମୁଁ ବହୁତ ଭଲ ପାଉଥିଲି ତାଙ୍କର ଡେଥ୍ ହୋଇଯାଇଛି, ମୋ କ୍ରସ ବାହା ହୋଇଗଲା

ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । କେତେକ ସିରିଏଲକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ଯାହାଫଳରେ ସିରିଏଲଟି ଅଧିକ ଲୋକପ୍ରିୟତା ହାସଲ କରିଥାଏ ତ କେତେକ ସିରିଏଲକୁ ଲୋକମାନେ ଅଧିକ ପସନ୍ଦ କରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିରିଏଲ ବିଷୟରେ କହିବାକୁ ଯାଉଛୁ ତାହାର ଲୋକପ୍ରିୟତା ବେସ ଅଧିକ ରହିଛି ।

ସିରିଏଲର ନାମ ହେଉଛି ‘ଝିଅ ଆମର ନୂଆବୋହୂ’ ଆପଣ ମାନେ ସମସ୍ତେ ‘ଝିଅ ଆମର ନୂଆବୋହୂ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଅତି କମ ସମୟ ମଧ୍ୟରେ ଏହି ସିରିଏଲରେ ଓଡିଶା ବାସୀଙ୍କ ମନ ଜିତିଛି । ଏହି ସିରିଏଲର କାହାଣୀ ଓ କଳାକାର ମାନଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ‘ଝିଅ ଆମର ନୂଆବୋହୂ’ ସିରିଏଲଟି ହେଉଛି ‘ନୂଆବୋହୂ’ ସିରିଏଲରେ ସେକେଣ୍ଡ ପାର୍ଟ ।


ନୂଆବୋହୂ’ ସିରିଏଲଟି ଶେଷ ହେବା ପରେ ଏହି ସିରିଏଲଟି ଟିଭିରେ ପ୍ରସାରିତ ହୋଇଥିଲା । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି କଳାକାରଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ଜବରଦସ୍ତ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ଏହି କଳାକାର ମାନେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ସୋନାକ୍ଷୀ ସାହୁ ପର୍ଶନାଲ ଲାଇଫ ବିଷୟରେ କିଛି କିଛି କହିଛନ୍ତି ଟଙ୍କା ଫ୍ୟାନ ମାନଙ୍କୁ ଦେଖନ୍ତୁ ସୋନାକ୍ଷୀ ସାହୁ ଙ୍କ ଜୀବନୀ ବିଷୟରେ କିଛି ତଥ୍ୟ ଜାଣିବା । ଏହି ଭିଡିଓଟି ଅଭିନେତ୍ରୀ ସୋନାକ୍ଷୀ ସାହୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିଛନ୍ତି । ଭିଡିଓରେ ସୋନାକ୍ଷୀ ମେକଅପ୍ ରୁମ ଦେଖାଉଛନ୍ତି ଓ ସେ ତାଙ୍କର ପ୍ରେମ ଓ ଅଭିନୟ ବିଷୟରେ କହିବେ।

 

ସୋନାକ୍ଷୀ ସାହୁ ନକର ପ୍ରଥମ ପ୍ରେମ କଥା କହିଥିଲେ ସେ ଯାହାଙ୍କୁ ଭଲ ପାଇଥିଲେ ତାଙ୍କର ଡେଥ ହେଇଯାଇଛି , ସେ ଜଣେ ବ୍ରାହ୍ମଣ ପରିବାର ର ତାଙ୍କର ଭଲ ପାଇବା ମାତ୍ର ୬ ମାସ ର ହୋଇଥିଲା ଡିସେମ୍ବର ମାସ ୨ ତାରିଖରେ ତାଙ୍କ ର ମୃତ୍ୟ ହେଇଥିଲା ।ତାପରେ ସେ ୪ ମାସରେ ଡିପ୍ରେଶନ କୁ ଚାଲି ଯାଇଥିଲେ ।ତାପରେ ସେ ବାହାରି ଆସି ଆକ୍ଟିଙ୍ଗ କରିଥିଲେ ସେ ୫୦୦ ଟଙ୍କା ରୁ ଅକ୍ଟିଙ୍ଗ ଆରମ୍ଭ କରିଥିଲେ। ତାପରେ ତାଙ୍କର ଆଉ ଥରେ ଲୋଭ କରିଥିଲେ କ୍ରସ ହୋଇଥିଲା ହେଲେ ତାଙ୍କର ବିବାହ ହେଇଯାଇଥିଲା । ତାଙ୍କୁ ନେଇ ସେ କିଛି ବି ଚିନ୍ତା କରୁନିଥିଲେ।

ସୋନାକ୍ଷୀ ସାହୁ ଙ୍କ ମାତ୍ର ୨୨ ବର୍ଷ ହେଇଥିଲା ସେ ଏବେ +୩ ରେ ଅଧ୍ୟୟନ କରୁଛନ୍ତି।ସୋନାକ୍ଷୀ ସାହୁ ଝିଅ ଆମର ନୂଆବୋହୂ’ ସିରିଏଲର ସୁଟିଙ୍ଗ ସେଟ ଭିଡିଓଟି ଭାଇରାଲ ହେଉଛି । ସେ ଏହି ସିରିଏଲର ରେ ବହୁତ ନାମ କମେଇଛନ୍ତୁ ଓ ତାଙ୍କୁ ଲୋକ ମାନେ ବହୁତ ଭଲ ପାଇବା ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।