shocking ଭିଡ଼ିଓ -ବିବାହର ଗୋଟିଏ ଦିନ ପରେ ମନ୍ଦିରକୁ ଡାକି ନେଇ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ପ୍ରେମିକ ସହ ଫେରାର ବହୁ ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟଲାଗିବ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବିବାହକୁ ଗୋଟିଏ ଦିନ ପୁରିଛି। ଘରକୁ ନୂଆ ବୋହୂର ଆଗମନରେ ଘରେ ଖୁସିର ମାହଲ ତିଆରି ହୋଇଛି। ହିନ୍ଦୁ ବୈଦିକ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି। ତେବେ ବିବହର ଦୁଇ ଦିନ ନ ପୂରୁଣୁ ବୋହୂ ଦେଖାଇଲା ତାର ଅସଲ ରୂପ। ପାଦରୁ ଅଳତା ଲିଭି ନାହିଁ ହାତରୁ ମେହେନ୍ଦି ଛାଡି ନାହିଁ ହେଲେ ବିବାହର ଗୋଟିଏ ଦିନ ପରେ ସମ୍ନାକୁ ଆସିଛି ନୂଆଁ ବୋହୂର ଅସଲ ଚେହରା। ଆଜ୍ଞା ହଁ ଆଜି ଯେଉଁ ଘଟଣା ସମ୍ନାକୁ ଆସିଛି ତାହା ଖୁବ୍ ଲଜ୍ୟା ଜନକ ଅଟେ।ବିବାହର ଗୋଟାଏ ଦିନ ପରେ ସ୍ବାମୀଙ୍କୁ ମନ୍ଦିରକୁ ଡାକି ନେଇ ନିସ୍ତୁକ ମାଡ଼ ମାରିଥିବାର ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି।

ତେବେ ଗତ ୧୨ ତାରିଖ ଦିନ ବିବାହ ହୋଇଥିଲା। ଏହାପରେ ଭୋଜି ଭାତ ସରିବା ପରେ ବନ୍ଧୁବାନ୍ଧବ ସବୁ ଘରକୁ ଫେରିଗଲେ। ବିବହାର ସବୁ କର୍ମ ସରିବା ପରେ ସମସ୍ତେ ଶୋଇ ପଡ଼ିଥିଲେ। ବର ଓ ନବବଧୂ ମଧ୍ୟ ସୋଇଥିଲେ। ତା ପରଦିନ ସକାଳେ ନବବଧୂ ତାଙ୍କ କହିଥିଲେ କି ବାପା ମୁଁ ମନ୍ଦିର ଯିବାକୁ ଚାହୁଁଚି।

ମୁଁ ମାନସିକ କରିଥିଲି ବିବାହ ପରେ ମୁଁ ମୋ ସ୍ବାମୀଙ୍କ ସହିତ ପାଖ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବି। ତେବେ ବୋହୂର ମାନସିକ କଥା ଶୁଣି ଶଶୁର ଖୁସିରେ ଖୁସିରେ ପୁଅ ସହିତ ବୋହୂକୁ ମନ୍ଦିରକୁ ପଠାଇ ଦେଇଥିଲେ।

ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ବାହାରି ଯାଇଥିଲେ। ତେବେ ନବବଧୂ ଏବଂ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ପରିବାର ଲୋକେ। କିଛି ସମୟ ପରେ ଘରକୁ ପୁଅର କଲ୍ ଆସିଲା ଯେ ଯାହାକୁ ସେ ବିବାହ କରିଛନ୍ତି !

ତାଙ୍କ ସମ୍ପର୍କୀୟ ଅର୍ଥାତ୍ ତାଙ୍କ ବାପା, ଭାଇ, ମା, ଭଉଣୀ, ଭିଣୋଇ ମନ୍ଦିର ଭିତରେ ତାଙ୍କୁ ଅଟକ ରଖି ମାଡ ମାରୁଛନ୍ତି। ସେମାନେ ଏଇ ଖବର ପାଇବା ପରେ ଯେ ତାଙ୍କ ପୁଅକୁ ମନ୍ଦିର ଭିତରେ ନିସ୍ତୁକ ଭାବେ ମାଡ ମରାଯାଇଛି। ସେତେବେଳେ ସେମାନେ ମନ୍ଦିରକୁ ବାହାରି ଯାଇଥିଲେ।

ତେବେ ସେଠାର ଥିବା ଲିଙ୍ଗରାଜ ମନ୍ଦିରର ସେବାୟତ ପୂଜାରୀମାନେ କହିଲେ ଯେ ଏଠାକୁ ପୋଲିସ ଆସି ଯୁବକ ଜଣକୁ ଉଦ୍ଧାର କରି ଲିଙ୍ଗରାଜ ଥାନାକୁ ନେଇ ଯାଇଛନ୍ତି ତେବେ ସେଠାରେ ପହଁଚି ଥିଲେ ଯୁବକଙ୍କ ବାପା। ଏହା ପରେ ସେ ନବବଧୂ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କ ନାଁରେ ଅଭିଯୋଗ କରିଛନ୍ତି।

ଏବଂ ବିବାହ ବେଳେ ନବବଧୂକୁ ୪ ଭରି ସୁନା ଗହଣା ଦେଇଥିବାର ମଧ୍ୟ କହିଛନ୍ତି। ତେବେ ବିବାହ ବେଳେ କନ୍ୟାକୁ ଦେଇଥିବା ୪ ଭରି ଓଜନର ସୁନା ଗହଣା ଓ ପାଉଁଜି ଫେରାଇ ଦେବାକୁ କହିଛନ୍ତି। ଏବଂ ଏଭଳି ଝିଅକୁ କୋଠରରୁ କୋଠର ଦଣ୍ଡ ଦେବାପାଇଁ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।