Exclusive Video – ଛିଃ..ଛିଃ..ସ୍ୱାମୀକୁ ଛାଡି ଦିଅର ସହ ମୋବାଇଲ୍‌ରେ ରୋମାନ୍ସ କରୁଥିଲା ଭାଉଜ,ଆଉ ତାପରେ ଯାହା ହେଲା..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

କୁହାଯାଏ କି ପ୍ରେମ ହେଉଛି ଅନ୍ଧ। ମାନେନା ବୟସ ବାଧା କି ବନ୍ଧନ ଜାତି କି ଅଜାତି। ଏପରିକି ସେ ସମ୍ପର୍କକୁ ବି ବୁଝେନା ଏହି ପ୍ରେମ।ଆଜିର ଦିନରେ ଆମ ସମାଜରେ ପ୍ରେମକୁ ନେଇ ଲଜ୍ୟା ଜନକ ପରିସ୍ଥିତି ସାମ୍ନାକୁ ଆସୁଛି।ପ୍ରେମ୍ ପାଇଁ କିଏ ଆତ୍ମହତ୍ୟା କରିଲାଣି ତ କିଏ ପ୍ରେମକୁ ନେଇ ପ୍ରେମିକର ଘର ଆଗରେ ଧାରଣା ଦେଲାଣି। କିନ୍ତୁ ଏ ସବୁ ଭିତରେ ବିବାହିତା ମାନଙ୍କ ସଂଖ୍ୟା କମ୍ ନାହିଁ ।ଆଜିକା ଦିନରେ ଆମ ସମାଜରେ ପରକୀୟା ପ୍ରୀତିର ବହୁ ଘଟଣା ସାମ୍ନାକୁ ଆସୁଛି।

ଆଜିକାଲିର କିଛି ଅମାନସିକ ଦମ୍ପତି ନିଜ ସ୍ବାର୍ଥ ପାଇଁ ଏତେ ତଳକୁ ଖସି ଯାଉଛନ୍ତି ତାର ତୁଳନା କରିବା ଅସମ୍ଭବ।ସ୍ବାମୀକୁ ଛାଡ଼ି ସ୍ତ୍ରୀ କାହା ସହ ଫୋନରେ ବ୍ୟସ୍ତ ରହିଲାନି ତ କିଏ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ଛୁ ମାରୁଛି। ଏମିତି କି ଛୁଆ ଥାଇ କି ମଧ୍ୟ ଫେରାର ହୋଇ ଯାଉଛି ମା।

ବିବାହ ଏକ ପବିତ୍ର ବନ୍ଧନ। କୁହାଯାଏ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଦମ୍ପତି କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ ବରଂ ସାତ ଜନ୍ମର ସାଥୀ। କିନ୍ତୁ ଆଜିର ଦିନରେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମ ପାଇଁ ବି ସ୍ବାମୀ ସ୍ତ୍ରୀ ଏକାଠି ରହିବାକୁ ଚାହୁଁ ନାହାଁନ୍ତି।

ତେବେ ପୁଣି ଥରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ଵାମୀକୁ ଛାଡ଼ି ପର ପୁରୁଷ ବାହୁରେ ସ୍ତ୍ରୀ। ଭଲ ପାଇ ବିବାହ କରିଥିଲେ ସଂସାର ଗଢିବାର ସ୍ଵପ୍ନ ଦେଖିଥିଲେ କିଛି ଦିନ ସୁରୁଖୁରୁରେ ସଂସାର ଚାଲିଲା ଏମିତିକି ଏକ ସନ୍ତାନ ମଧ୍ୟ ଜନ୍ମ ନେଲା ଆଉ ତା ପରେ ହସ ଖୁସିର ପାରିବାର ଭିତରେ ଯେମିତି କାହାର ନଜର ଲାଗିଗଲା।

 ସ୍ବାମୀ ସ୍ତ୍ରୀ ଯେଉଁଠି ଘର ଭଡ଼ା ନେଇ ରହୁଥିଲେ ସେଇଠି କିଛି ଯୁବକ ମଧ୍ୟ ଘର ଭଡ଼ା ନେଇ ରହୁଥିଲେ। ଆଉ ଏହା ଭିତରେ ଜଣେ ବିବାହିତା ଯୁବକଙ୍କ ସହ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଯୁବକ ଜଣକ ବିବାହିତା ହୋଇ ମଧ୍ୟ ନିଜ ସ୍ତ୍ରୀକୁ ଛାଡି ସୁନ୍ଦରୀ ଭାଉଜ ପ୍ରେମରେ ପଡ଼ିଗଲେ। ଆଉ ତା ପରେ ସ୍ତ୍ରୀକୁ ଛାଡି ଭାଉଜକୁ ନେଇ ଛୁ ମାରିଲେ ଯୁବକ।

ଆଉ ଏପଟେ ସ୍ବାମୀ ସ୍ତ୍ରୀର ଫୋଟକୁ ଧରି କାନ୍ଦି କାନ୍ଦି କହୁଛନ୍ତି ଭଲ ପାଇ ବାହା ହୋଇଥିଲି ଏବେ ନାମ ନେଲି ମୋ ସ୍ତ୍ରୀ ମତେ ଛାଡ଼ି ଅନ୍ୟ ପୁରୁଷ ସହିତ ପଳେଇଲା ମୁଁ ସ୍ତ୍ରୀ ଫଟୋକୁ ଧରି ବସିଲି ମତେ ବାହା ହୋଇ ଧୋକା ଦେଲା ପର ପୁରୁଷକୁ ନିଜ ବାହୁରେ ଜାବୁଡ଼ି ଧରିଲା ମୋ ପ୍ରେମ ତାକୁ ଗନ୍ଧେଇଲା ପର ସ୍ଵାମୀ ତାକୁ ବସିଲା ସ୍ଵାମୀ ପିଲା ଥାଇ ପର ସ୍ଵାମୀ ପଛରେ ପଡ଼ିଛି ମାୟାବିନି ସ୍ତ୍ରୀ ନିଜର ସୁନ୍ଦୁରିଆ ସୁନ୍ଦୁରିଆ ଫଟୋ ଉଠାଇ ପର ପୁରୁଷକୁ ନିଜ ପ୍ରେମ ଜାଲରେ ଫସଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।