Exclusive Video – ଛି..ଛି..ଆଲୋକ ସହ ମୋର ସବୁ ସରିଛି | ସ୍ୱାମୀ ଛୁଆଙ୍କୁ ଛାଡି ଅଟୋ ଡ୍ରାଇଭର ପ୍ରେମରେ ପାଗିଲି ମା,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ସ୍ବାମୀ ଓ ୨ ପିଲାଙ୍କୁ ଛାଡି ଅନ୍ୟ ଯୁବକ ପ୍ରେମରେ ଉବୁଟୁବୁ ହେଉଥିଲେ ମହିଳା। ଦୀର୍ଘ ତିନି ବର୍ଷ ଧରି ସମ୍ପର୍କରେ ରହିଲେ। ଶାରିରୀକ ସମ୍ପର୍କ ରଖିଲେ। ଆଉ ଏବେ ସ୍ବାମୀ ଓ ୨ ପିଲାକୁ ଛାଡି ପ୍ରେମିକକୁ ବିବାହ କରିବେ ବୋଲି ଜିଦ୍ ଧରିଛନ୍ତି। ହତାରେ ଫୁଲମାଳ ଶଙ୍ଖା ଓ ସିନ୍ଦୂର ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ବିବାହ ପାଇଁ କରିଛନ୍ତି ଦାବୀ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନରେ ଦେଖିବା ପାଇଁ ମିଳୁଛି। ତେବେ ମହିଳାଙ୍କ କହିବା କଥା ୨୦୨୦ ମସିହାରେ ଆଲୋକ ଭୋଳ ନାମକ ଜଣେ ୨୪ ବର୍ଷୀୟ ଯୁବକଙ୍କ ସହିତ ତାଙ୍କର ପ୍ରେମ୍ ସମ୍ପର୍କ ଗଢ଼ି ଉଠିଥିଲା।

 ଏହାପରେ ଯୁବକ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ।ଏହା ପରେ ମହିଳା ଯୁବକଙ୍କୁ ବିବାହ ପାଇଁ ବାଧ୍ୟ କରିଥିଲେ। ତେବେ ମହିଳା ଜଣକ ବିବାହ ପାଇଁ ବାଧ୍ୟ କରିବା ପରେ ଯୁବକ ଜଣକ ସେଠାରେ ପଳାଇ ଯାଇଥିଲେ। ଏବଂ ପରିବାର ଲୋକଙ୍କ କଥାରେ ଅନ୍ୟତ୍ର ବିବାହ କରିବା ପାଇଁ ପ୍ରସ୍ତାବ ଦେଖିଥିଲେ।

ଏ ଖବର ଯେତେବେଳେ ମହିଳା ଜଣକ ପାଇଥିଲେ ମହିଳା ସଙ୍ଗେ ସଙ୍ଗେ ଯୁବକଙ୍କ ଗ୍ରାମ କୁ ଯାଇଥିଲେ କିନ୍ତୁ ସେଠାରେ ସେ ତାଙ୍କୁ ପାଇ ନଥିଲେ। ତେବେ ମହିଳା ଜଣଙ୍କ ଯେତେବେଳେ ସବୁ ଜାଗାରୁ ନିରାଶ ହେଲେ ସେତେବେଳେ ସେ ହତାରେ ଶଙ୍ଖା ସିନ୍ଦୂର ଫୁଲମାଳ ଧରି ଭରତପୁର ଥାନାକୁ ଚାଲି ଆସିଥିଲେ। ଏବଂ ଯୁବକ ଜଣଙ୍କୁ ବିବାହ କରିବା ପାଇଁ ଦାବୀ କରିଥିଲେ।

ତେବେ ମହିଳା ଜଣଙ୍କ ସ୍ବାମୀ ଓ ୨ ପିଲା ଥିବା ବେଳେ ହିଁ ଆଲୋକ ଭୋଳଙ୍କ ପ୍ରେମରେ ପଡ଼ିଥିଲେ। ଏ ସମ୍ପର୍କରେ ମହିଳାଙ୍କ ସ୍ଵାମୀଙ୍କୁ ଜଣା ପଡ଼ିବା ପରେ ସ୍ବାମୀ ତାଙ୍କୁ ଛାଡ ପତ୍ର ଦେଇଥିଲେ। ଏମିତିକି ଦୁଇ ପିଲା ମଧ୍ୟ ତାଙ୍କ ବାପାଙ୍କ ପାଖରେ ରହୁଥିଲେ।

ଏହା ପରେ ମହିଳା ଜଣକ ତିନି ବର୍ଷ ହେଲା ଏହି ଯୁବକଙ୍କ ସହିତ ରହି ଆସୁଥିଲେ। ତେବେ ସବୁଠାରୁ ବଡ କଥା ହେଉଛି ଯୁବକ ଜଣକ ବୟସ ୨୪ ହୋଇଥିବା ବେଳେ ମହିଳାଙ୍କ ବୟସ ହେଉଛି ୨୭। ତେବେ ଭାଉଜଙ୍କ ସହ ପ୍ରେମ କରିବା ଯୁବକଙ୍କୁ ମହଙ୍ଗା ପଡିଛି।

ଏବେ।୨୪ ବର୍ଷୀୟ ଯୁବକଙ୍କୁ ମହିଳା ଜଣକ ଏବେ ବିବାହ କରିବା ପାଇଁ ଜିଦ୍ ଧରିଛନ୍ତି। ଆଉ ଭରତପୁର ଥାନରେ ଧାରଣାରେ ବସିଛନ୍ତି। ଗୋଟିଏ ପଟେ ଦେଖିବାକୁ ଗଲେ ସ୍ବାମୀ ଓ ଦୁଇ ପିଲା ଥାଇ ମଧ୍ୟ ମହିଳା ଜଣଙ୍କ କିପରି ଅନ୍ୟ ଯୁବକ ଜଣକ ସହ କିଭଳି ସମ୍ପର୍କ ରଖୁଥିଲେ। ସେ ଯାହା ବି ହେଉ ସ୍ବାମୀ ଓପିଲାଙ୍କୁ ଛାଡ଼ି ମହିଳା ଜଣକ ଯୁବକ ଜଣକୁ ବିବାହ କରିବାର ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।