viral video – ଛି ..ଛି ..ମୋ ସୁନ୍ଦରୀ ସ୍ତ୍ରୀ ମୋ ପାଇଁ ସାବିତ୍ରୀ ବ୍ରତ କଲା ହେଲେ ତା ପୁରୁଣା ପ୍ରେମିକ ସହ ପଳେଇଲା ସ୍ତ୍ରୀ ..ମୋତେ କେବେ ନ୍ୟାୟ ମିଳିବ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଗୋଟିଏ ପୁଅ ଯଦି କେଉଁ ଝିଅକୁ ଛାଡି ଚାଲିଗଲା କି କେହି ସ୍ବାମୀ ଯଦି ସ୍ତ୍ରୀକୁ ଛାଡି ଚାଲିଗଲା ତେବେ ଝିଅ ଘର ବାଲା ଆସି କହୁଛନ୍ତି ତମ ପୁଅ ଆମ ଝିଅକୁ ଛାଡି ଆଉ କାହାକୁ ନେଇ ଚାଲିଗଲା। ତାର ଭରଣ ପୋଷଣ ପାଇଁ ଆଇନ୍ ସବୁପ୍ରକାର ବ୍ୟବସ୍ଥା କରି ଦେଉଛି।

କିନ୍ତୁ ଗୋଟିଏ ଝିଅ ଯେତେବେଳେ ଗୋଟେ ପୁଅକୁ ଛାଡି ଆଉ କାହା ସହ ଚାଲି ଯୌଚିୟ କି ଗୋଟିଏ ସ୍ତ୍ରୀ ତା ସ୍ଵାମୀକୁ ଛାଡି ଆଉ କାହା ସହ ପଳାଉଛି ସେ ପାଇଁ ଆଇନ୍ କିଛି ଧ୍ୟାନ ଦେଉନାହିଁ। ପୁଅ ମାନେ କଣ ଗଛରୁ ଫଳିଛନ୍ତି। ନା ଆଇନ କେବେ ପୁଅ ମାନଙ୍କୁ ଦେଖିବନି। କେବଳ ଝିଅ ମାନେ କୁଆଡେ଼ ଗଲେ କଣ କଲେ ସେହି କଥା ଦେଖିବ ଆଉ ପୁଅ ମାନଙ୍କ ପାଇଁ କଣ ଆଇନ୍ କାନୁନ୍ ବୋଲି କିଛି ନାହିଁ।

 ଏକଥା ଆମେ କହୁନୁ ଏ କଥା କହୁଛନ୍ତି ଜଣେ ସ୍ବାମୀ। ସ୍ତ୍ରୀ ଛାଡି ଆଉ କାହା ସହ ଚାଲିଯିବା ପରେ ସ୍ବାମୀ ଜଣକ ଭିଡିଓ ମାଧ୍ୟମରେ କିଛି ଏଭଳି କହିଛନ୍ତି। ତେବେ ଏହି ଯୁବକ ଜଣକ ସ୍ତ୍ରୀ ସାବିତ୍ରୀ ବ୍ରତ କରିବା ପାଇଁ ତାଙ୍କ ବାପ ଘରକୁ ଯାଇଥିଲେ।

କିନ୍ତୁ ସ୍ବାମୀ ଥାଇ ସ୍ତ୍ରୀ ଏବେ ପ୍ରେମିକ ସହିତ କୁଆଡେ଼ ଫେରାର ହୋଇ ଯାଇଛନ୍ତି। ସ୍ବାମୀ ଥାଇ ପ୍ରେମିକ ପ୍ରେମରେ ଉବୁଟୁବୁ ହୋଇ ପ୍ରେମିକ ଘରକୁ ଚାଲି ଯାଇଛନ୍ତି ସ୍ତ୍ରୀ। ଆଉ ଏପଟେ ଘର ସଂସାର ସବୁ ବରବାଦ ହୋଇଗଲା। କାରଣ ଘରେ ରହୁଥିଲେ ଶାଶୁ ଶଶୁର ଆଉ ଦିଲ୍ଲୀରେ ରହୁଥିଲେ ସ୍ବାମୀ।


ସ୍ୱାମୀର ସରଳ ପଣର ଫାଇଦା ନେଇ ସ୍ତ୍ରୀ ଦେଲା ସାଙ୍ଘାତିକ ଧୋକା। ଏମିତିକି ସ୍ତ୍ରୀ ନାରେ ସ୍ୱର୍ବସ କରିଦେଇଛନ୍ତି ସ୍ବାମୀ ଆଉ ଏବେ ଦାଣ୍ଡର ଭିକାରୀ ହୋଇ ଯାଇଛନ୍ତି ଏହି ସ୍ବାମୀ ଜଣକ। ତେବେ ବିବାହର ୩ ବର୍ଷ ପରେ ସୁନ୍ଦରୀ ସ୍ତ୍ରୀ ଦେଇଛି ଏଭଳି ଧୋକା।

ତେବେ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ାର ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଅର୍ଗଳ ପଞ୍ଚାୟତ ମହରାକୁଳ ଗ୍ରାମରେ ବିଷ୍ଟୁଚରଣ ସୁୁତାରଙ୍କ ପୁଅ ଦେବେନ୍ଦ୍ର ସୁତାର ୩ ବର୍ଷ ତଳେ ଯାଜପୁର ଜିଲ୍ଲାର ଅନ୍ତର୍ଗତ ବନପୁର ଗ୍ରାମର ବ୍ରଜ କିଶୋର ଓଝାଙ୍କ ଝିଅ ମିତାଲି ଓଝାଙ୍କୁ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିଥିଲେ। ଏହାପରେ ଏଭଳି କିଛି ହୋଇଥଲା ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।

ତେବେ ମିତାଲି ସାବିତ୍ରୀ ବ୍ରତ କରିବା ପାଇଁ ବନପୁର ନିଜ ବାପ ଘରକୁ ତାଙ୍କ ଭାଇଙ୍କ ସହ ଯାଇଥିଲେ ଆଉ ସେଠାରୁ କୁଆଡେ଼ ଫେରାର ହୋଇ ଯାଇଛନ୍ତି ସ୍ତ୍ରୀ। ଏହାପରେ ମଙ୍ଗଳପୁର ଥାନାରେ ସ୍ବାମୀ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ କିନ୍ତୁ କିଛି ଖବର ମିଳିପାରି ନାହିଁ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।