ଓଡ଼ିଶାର no1 vlogger ରୂପା ହଠାତ ସାବିତ୍ରୀ ଶାଢ଼ୀ ନେବା ପାଇଁ ଆସିଲେ ଆଉ ତାପରେ ପିଣ୍ଟୁ ଯାହାକଲେ ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ ଦେଖନ୍ତୁ ଭିଡ଼ିଓ…

ଆପଣ ଯଦି ସୋସିଆଲ ମିଡିଆରେ ସମୟ ବିତାଉଥିବେ ଏବଂ ୟୁଟ୍ୟୁବ ଦେଖିବାକୁ ଭଲ ପାଉଥିବେ ତେବେ ରୂପା ଓ ପିଣ୍ଟୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ। ବର୍ତ୍ତମାନ୍ ସମୟରେ ରୂପା ପିଣ୍ଟୁ ଓଡ଼ିଶାରେ ଲୋକପ୍ରିୟ ଯୋଡି ଭାବରେ ଖୁବ୍ ଜଣାଶୁଣା। ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି।

ଯାହା ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଜଣାଶୁଣା।ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ। ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି। ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି। ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି।ରୂପା ପିଣ୍ଟୁ ତାଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଗୁଡ଼ିକୁ ଏକ ନିଆରା ଢଙ୍ଗରେ ଦର୍ଶକ ମାନଙ୍କ ପାଖରେ ପହଁଚାଇଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।

ଆସିବାକୁ ଯାଉଛି ସାବିତ୍ରୀ ବ୍ରତ। ତେବେ ସାବିତ୍ରୀ ବ୍ରତ ପାଇଁ ପିଣ୍ଟୁ ତାଙ୍କ ଦୋକାନ ପାଇଁ ବହୁତ ନୂଆଁ ନୂଆଁ ଭେରାଇଟିର ଶାଢୀ ନେଇ ଆସିଛନ୍ତି। ଯାହାକୁ ଦେଖି ରୂପା ବହୁତ୍ ଖୁସି ହୋଇ ଯାଇଛନ୍ତି। ସମସ୍ତେ ଶାଢୀ ଦେଖୁଛନ୍ତି। ହେଲେ ପିଣ୍ଟୁ ତାଙ୍କୁ କହୁଛନ୍ତି ଶାଢୀ ଦେବେନି,

ମୁଁ ଘରକୁ ଯେବେ ଶାଢୀ ନେଇ ଆସୁଛି ମୋର ବହୁତ୍ ଲସ୍ ହୋଇ ଯାଉଛି। ପଇସା ଦେଲେ ପରେ ଶାଢୀ ଦେବି ଏହପରେ ରୂପା ମଧ୍ୟ କହୁଛନ୍ତି ମୁଁ ପଇସା ଦେଇ ଶାଢ଼ୀ ନେବି। ପିଣ୍ଟୁ ତାଙ୍କ କହୁଛନ୍ତି ଓକେ ଦୋକାନରୁ ଯାଇ ନେଇ ଆସିବ।

ଏମିତି ବହୁତ ସାରା ମଜା ମସ୍ତି ଭିଡିଓରେ ଦେଖିବା ପାଇଁ ମିଳୁଛି।ଖୁସି ମଧ୍ୟ ଏହି ଭିଡିଓରେ ବହୁତ ମଜାମସ୍ତି କରୁଛି। ଏହି ଭିଡିଓକୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ଏଥି ସହିତ ଖୁବ୍ ଭଲ ଭଲ କମ୍ମେଣ୍ଟ ମଧ୍ୟ ଦେଉଛନ୍ତି। ଏହି ଭିଡିଓ ଅପଲୋଡ଼ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି। ତେବେ ଆପଣ ଯଦି ଏହି ଭିଡିଓକୁ ଦେଖି ନାହାଁନ୍ତି ତେବେ ଜଲଦି ଜଲଦି ଏହି ଭିଡିଓକୁ ଦେଖି ନିଅନ୍ତୁ।

ଏଥି ସହିତ ପିଣ୍ଟୁ ତାଙ୍କ ଫ୍ୟାନସ୍ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ରୂପା ଓ ପିଣ୍ଟୁଙ୍କର ଏକ ନୂଆ ଆଲବମ୍ ଆସିବା ପାଇଁ ଯାଉଛି। ଯାହା ଖୁସି ଏଣ୍ଟରଟେନମେଣ୍ଟ ରେ ରିଲିଜ୍ ହେବା ପାଇଁ ଯାଉଛି ଯାହାର ନାଁ ରହିଛି ‘କହ ଏତେ କାହିଁ ଭଲପାଉ’। ଯାହାକୁ ନେଇ ପିଣ୍ଟୁ ବହୁତ୍ ଏକ୍ସାଇଟେଡ ମଧ୍ୟ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।