ଛି …ଛି…ଢ଼େଢ଼ଶୂର ଭାଇ ବୋହୁ ର ଚାଲିଛି ଅଶ୍ଳୀଳ କଥାବାର୍ତା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ,ଶୁଣନ୍ତୁ ଏହି viral ଭିଡ଼ିଓ ଟିକୁ … ହେଲେ
ଗତ କିଛି ଦିନ ପୂର୍ବେ ସୁକିନ୍ଦା ଥାନା ଅଞ୍ଚଳର ବାବନ ସାହୁ ତାଙ୍କ ବୋହୂ ଟୁନି ସାହୁଙ୍କୁ ଖରାପ ଦୃଷ୍ଟିରେ ଦେଖିବା ସହ ଖୁବ୍ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଖରାପ ଇଙ୍ଗିତ କରି ବୋହୂର ପ୍ରାଇଭେଟ୍ ପାର୍ଟରେ ଟଚ୍ କରିବାର ଅଭିଯୋଗ ଆଣିଥିଲେ ନିଜେ ବୋହୂ ଟୁନି ସାହୁ।ଶଶୁର ନିଜ ଝିଅ ବୟସର ବୋହୂକୁ ଖରାପ ନଜରରେ ଦେଖିବା ସହିତ ବୋହୂ ର ପ୍ରାଇଭେଟ୍ ପାର୍ଟ ରେ ମଧ୍ୟ ହାତ ଲଗାଉ ଛନ୍ତି।ଜଣେ ବୋହୂ ତାଙ୍କ ଶଶୁର ଙ୍କ ବିରୁଦ୍ଧରେ ଆଣିଥିଲେ ଏପରି ଏକ ସଙ୍ଗୀନ ଅଭିଯୋଗ ।
ମହିଳା ଜଣଙ୍କ କହିବା ମୁତାବକ ଯେ ତାଙ୍କ ଶଶୁର ତାଙ୍କୁ ଖରାପ ନଜରରେ ଦେଖୁଛନ୍ତି।ଶଶୁର ସବୁବେଳେ ଖରାପ ସମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି।ଶଶୁର ତାଙ୍କୁ ଝିଅ ବୋଲି କି ବୋହୂ ବୋଲି ଭାବୁ ନାହାନ୍ତି। ବୋହୂ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଛନ୍ତି।ବୋହୂ ପରିସ୍ରା କରିବା ପାଇଁ ଯିବା ସମୟରେ ସେ ତାଙ୍କ ଉପରେ ନଜର ରଖୁଛନ୍ତି।
ଶଶୁରଙ୍କ ପାପ ଦୃଷ୍ଟି ସର୍ବଦା ବୋହୂଙ୍କ ଉପରେ ରହୁଛି ଯାହାକୁ ବିରୋଧ କରି ବୋହୂ ଟୁନି ସାହୁ ଶଶୁର ବାବନ ସାହୁଙ୍କ ନାଁରେ ଆଣିଥିଲେ ଏଭଳି ଅଭିଯୋଗ। ଯାହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା ତେବେ ଏହି ଘଟଣାରେ ସାମ୍ନାକୁ ଆସିବା ପରେ ବୋହୂ ଟୁନି ସାହୁଙ୍କ ପାଖକୁ ସମ୍ପର୍କୀୟ ଦେଢ଼ସୁରଙ୍କ ଧମକ ଆସିଛି। ଯାହାର ଅଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ତେବେ ଟୁନି ସାହୁଙ୍କ ଦେଢ଼ସୁର ହରେକୃଷ୍ଣ ସାହୁ ତାଙ୍କ ଭାଇ ବୋହୂଙ୍କ ସହିତ କିପରି ଢଙ୍ଗରେ କଥା ହେଉଛନ୍ତି ତାର ଅଡିଓ ରୁ ଜଣା ପଡିଛି। ଶଶୁର ତ ବୋହୂ ସହ ଯାହା କଲେ କଲେ। ତେବେ ଶଶୁରଙ୍କ ପରେ ଦେଢ଼ଶୁର ଭାଇ ବୋହୂଙ୍କୁ ଯେଉଁ ଅସଭ୍ୟ ଭାଷାରେ ଗାଳି କରୁଛନ୍ତି ତାହା ଖୁବ୍ ନିନ୍ଦା ଜନକ। ଦେଢଶୁର ତାଙ୍କ ଭାଇ ବୋହୂଙ୍କ ସହିତ ଯେଉଁ ଭଳି ଭାବେ ଅସଦାଚରଣ କରୁଛନ୍ତି ତାର ଅଡ଼ିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଦେଢ଼ଶୁର ତାଙ୍କ ଭାଇ ବୋହୂଙ୍କୁ ଖୁବ୍ ଅସଦାଚରଣ କରୁଛନ୍ତି। କହୁଛନ୍ତି ମତେ ଚିହ୍ନିଚୁ ନା ମୁଁ କିଏ। ଏହା ଶୁଣି ଭାଇ ବୋହୂ ହସି ଦେଉଛନ୍ତି। ତାପରେ ଦେଢ଼ଶୁର କହୁଚନ୍ତି ଯାତ୍ରା ପାଟିରେ ରୁଲ କରିଲା ପରି ହି ହି କରନି। ଶଶୁରଙ୍କ ନାଁରେ ତୁ ଏମିତି କହୁଚୁ। ତତେ ମୁଁ ଠିଆ ଚିରି ଦେବି।
ଏହା ପରେ ଭାଇ ବୋହୂ କହୁଛନ୍ତି ଥାନାକୁ ଆସ ତା ପରେ ସବୁ କିଛି ଜଣା ପଡ଼ିବ। ପୁଣି ଦେଢ଼ଶୁର ଭାଇ ବୋହୂଙ୍କ ଭାଇ ଭାଇଙ୍କ ପାଖକୁ ଫୋନ କରି କହିବାର ଧମକ ଦେଉଛନ୍ତି। ତେବେ ଏମିତି କିଛି ସମୟ ଦେଢ଼ଶୁର ଓ ଭାଇ ବୋହୂଙ୍କ ମଧ୍ୟରେ ଧମକ ଚମକ ଚାଲିଛି ଯାହାର ଅଡିଓ ଏବେ ସାମ୍ନାକୁ ଆସିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।