breacking news -ଆସିଗଲା ପୋଷ୍ଟ ଅଫିସ ର ନୂଆ ଯୋଜନା ,ଦିନକୁ ମାତ୍ର 50 ଟଙ୍କା ନିବେଶ କରନ୍ତୁ ଆଉ ପାଅନ୍ତୁ 35 ଲକ୍ଷ ଟଙ୍କାର ସୁବିଧା ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଦିନକୁ ଦିଅନ୍ତୁ ମାତ୍ର 50 ଟଙ୍କା ଆଉ ମାସକୁ ଦିଅନ୍ତୁ 1500 ଟଙ୍କା , ଆଉ ଶେଷରେ ପାଆନ୍ତୁ 35 ଲକ୍ଷ ଟଙ୍କାର ସୁବିଧା । ତେବେ ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ରେ ଜମା କରନ୍ତୁ ଓ ଏହାର ଲାଭ ଉଠାନ୍ତୁ । ତେବେ ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁବିଧା ସୁଯୋଗ । ନିଜ କଷ୍ଟ ଅର୍ଜିତ ଧନ କେମିତି ବ୍ୟର୍ଥରେ ନ ଯାଉ ସେଥି ପାଇଁ ଆସିଛି ଏକ ନୂଆ ସ୍କିମ ମାସକୁ 15 ସହ ଟଙ୍କା ରଖନ୍ତୁ ଆଉ ଶେଷରେ ପାଆନ୍ତୁ 35 ଲକ୍ଷ ଟଙ୍କା ।

ଲୋକ ମାନେ ବହୁତ ଜାଗା ରେ ଟଙ୍କା ରଖୁ ଛନ୍ତି କିନ୍ତୁ ପରି ଶେଷରେ ବହୁତ କମ ସୁଧ ରେ ପଇସା ପାଉ ଛନ୍ତି । ତେବେ ଏହି ଯୋଜନା ଟି ହେଉଛି ଗ୍ରାମ ସୁରକ୍ଷା ଯୋଜନା । ଏହା ଏମିତି ଏକ ସ୍କିମ ଯେଉଁ ଥିରେ ଆପଣ ପଇସା ରଖିଲେ ଭଲ ସୁଧରେ ପଇସା ପାଇ ପାରିବେ । ତେବେ ଆସନ୍ତୁ ଏବେ ଜାଣିବା ଏହି ଯୋଜନା ବିଷୟ ରେ ।

ତେବେ ଏହି ଯୋଜନା ରେ ଲାଭ ଉଠାଉବା ପାଇଁ ଆପଣଙ୍କର 19 ରୁ 55 ବର୍ଷ ହୋଇ ଥିବା ନିହାତି ଅଵଶ୍ୟକ । ଏହି ଯୋଜନା ରେ ସର୍ବନିମ୍ନ ବୀମା ରସି 10 ହଜାର ଟଙ୍କା ଏବଂ ଆଉ ସର୍ବୋଚ୍ଚ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ମାନେ ନିବେଶ କରି ପାରିବେ ।

ଯୋଜନା ର ପ୍ରିମିଓମ ଆପଣ ମାସିକ ତିନି ମାସିକ , 6 ମାସିକ କିମ୍ବା ବାର୍ଷିକ ମଧ୍ୟ କରି ପାରିବେ । ସବୁ ଠାରୁ ବଡ଼ କଥା ଏହି ବୀମା ଯୋଜନା ରେ ଋଣ ସୁବିଧା ରହିଛି । ପୋଲିସି ସାଲେଣ୍ଡର କରି ବାର ମଧ୍ୟ ସୁବିଧା ରହିଛି । 3 ବର୍ଷ ପରେ ଜଣେ ଗ୍ରାହକ ଜଣେ ଆଉ ପଇସା ରଖେ ନାହିଁ ତାହାଲେ ତାକୁ କୋଣସି ଲାଭ ମିଳି ନ ଥାଏ ।

 

ଯଦି ଜଣେ 19 ବର୍ଷୀୟ ଗ୍ରାହକ 10 ଲକ୍ଷ ଟଙ୍କାର ପୋଲିସି କିଣନ୍ତି , ତାହାଲେ ହିସାବ କଲେ ତାଙ୍କୁ ମାସିକ 15 ଟଙ୍କା ଦେବାକୁ ପଡି ଥାଏ ଆଉ ମାସିକ 50 ଟଙ୍କା ଲେଖାଏଁ ଦେବା ପାଇଁ ପଡି ଥାଏ ।

ତେବେ ଏହି ଯୋଜନା ରେ ଯଦି ଅଧିକ ଲାଭ ଉଠାଇବା ପାଇଁ ଚାଂହୁ ଛନ୍ତି ତାହାଲେ , ଆପଣ ସିଧା ସଳଖ ପୋଷ୍ଟ ଅଫିସ ସହିତ ଯୋଗାଯୋଗ କଲେ ଆପଣ ଅଧିକ କିଛି ତଥ୍ୟ ପାଇ ପାରିବେ । ଏହି ଯୋଜନା ଟି ହେଇଚି ଗ୍ରାମ୍ୟ ସୁରକ୍ଷା ଯୋଜନା ।

ଆପଣ ମାନେ ଏହି ଯୋଜନା ରେ ବହୁତ କିଛି ଲାଭ ଉଠାଇ ପାରିବେ । ତେଣୁ ଏହି ଯୋଜନା ରେ ଦିନକୁ 50 ଟଙ୍କା ଲେଖାଏଁ ନିବେଶ କରନ୍ତୁ ଆଉ ଶେଷରେ ଆପଣ ପାଇ ପାରିବେ 35 ଲକ୍ଷ ଟଙ୍କା । ତେବେ ଆପଣ ମାନେ ଏଥିରେ ନିବେଶ କଲେ ବହୁତ କିଛି ଲାଭ ଉଠାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।