ଓଃ..କି…ଡ୍ୟାନ୍ସ – ରାସ୍ତା ମଝିରେ ସ୍କୁଲ ଝିଅର ଜବରଦସ୍ତ ହଟ ଡାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ବର୍ତ୍ତମାନ ସମୟ ରେ ବା ଏହି ଆଧୁନିକ ଯୁଗ ରେ ସୋସିଆଲ ମିଡିଆ ବେସ ଲୋକ ପ୍ରିୟ ହୋଇ ପାରିଛି , ଏହାର ଲୋକ ପ୍ରିୟ ହବ ର ମୁଖ୍ୟ କାରଣ ହଉଛି ସେ ଲୋକ ମାନ ଙ୍କ ମନ କୁ ବହୁ ପରିମାଣ ରେ ମନୋରଞ୍ଜନ କରାଇଥାଏ । ତେବେ ଏହି ସୋସିଆଲ ମିଡିଆ ହେଉଛି ଏମିତି ଏକ ଜିନିଷ ଯେଉଁ ଥିରେ ବ୍ୟକ୍ତି ନିଜ ଦକ୍ଷତା ଦେଖାଇ ବେସ ଲୋକ ପ୍ରିୟ ହୋଇଥାନ୍ତି ।
ସୋସିଆଲ ମିଡିଆ ଆଜି ବହୁ ବ୍ୟକ୍ତି ଲୋକ ପ୍ରିୟ କରାଇ ନିଜେ ଲୋକ ପ୍ରିୟ ହୋଇ ପାରିଛି । ଦିନ ଥିଲା କେବଳ ଧାରାବାହିକ ଓ ଚଳଚିତ୍ର ରେ ବ୍ୟକ୍ତି ମାନେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ଅଭିନେତା ବା ଅଭିନେତ୍ରୀ ହେଉଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଲୋକ ମାନେ ସୋସିଆଲ ମିଡିଆ ରେ ନିଜ ଜବରଦସ୍ତ ପ୍ରଦର୍ଶନ ଦେଖାଇ ସୁପର ଷ୍ଟାର ହେଉଛନ୍ତି ଓ ସବୁଥି ପରିଚିତ ମଧ୍ୟ ହେଉଛନ୍ତି ।

 ସୋସିଆଲ ମିଡିଆ ରେ ବହୁ କମ ଭିଡିଓ ମନ ଦୁଃଖ କରୁଥିବା ସମୟ ରେ ଅଧିକ ଭିଡିଓ ବେସ ହସାଇ ଥାଏ ଓ କିଛି ହୃଦୟ ସ୍ପର୍ଶୀ ହୋଇଥାଏ । ଛୋଟ ଠୂ ବଡ ପର୍ଯ୍ୟନ୍ତ ବ୍ୟକ୍ତି ମାନେ ବେସ ଭାଇରାଲ ହୋଇଥାନ୍ତି , ଆପଣ ମାନେ ଚାହିଁଲେ ମଧ୍ୟ ଲୋକ ଙ୍କ ମନୋରଞ୍ଜନ କଲା ଭଳି ଦୃଶ୍ୟ ସୋସିଆଲ ମିଡିଆ ରେ ପୋଷ୍ଟ କରି ଆପଣ ବି ମଧ୍ୟ ଲୋକ ପ୍ରିୟ ହୋଇ ପାରିବେ ଓ ସବୁ ଠୁ ବଡ କଥା ହେଲା ଏଥି ରେ ବହୁ ବୟସ୍କ ଲୋକ ମଧ୍ୟ ଭିଡିଓ କରି ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ତା ହେଲେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ଜଣେ କଲେଜ ଛାତ୍ରୀ ନିଜ ଅଧ୍ୟାପକ ଓ ଅଧ୍ୟାପିକା , ସାଙ୍ଗ ସାଥି ଙ୍କ ସାମ୍ନା ରେ ଜବରଦସ୍ତ ନାଚ କରୁ ଥିବା ର ଭିଡିଓ ସୋସିଆଲ ମିଡିଆ ରେ ଦେଖିବା କୁ ମିଳିଛି ।

ସାଙ୍ଗ ମାନେ ମିଶି ଏମିତି ନାଚୁଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ସମସ୍ତେ ମିଶିକି ନଚୁଛନ୍ତି । ପିଲାଙ୍କ ସହ ସେ ନାଚି ନାଚି ଯେମିତି ଏକ ଅଲଗା ଦୁନିଆ ରେ ସେ ହଜି ଯାଇଛନ୍ତି । ତେବେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ପିଲା ଙ୍କ ସହ ଏମିତି ହସି ନାଚି ଝୁମି ଯିବା ର ମଜା କିଛି ଅଲଗା ହିଁ ହୋଇଥାଏ ଆଉ ଏହା ବହୁତ ଶାନ୍ତି ଦିଏ ।

ଏହି ଦୃଶ୍ୟ ଦେଖି ଆପଣ ମାନେ ବି ବୁଝି ପାରୁଥିବେ । ତେବେ ସ୍କୁଲ ରେ ସମସ୍ତେ ମଜା କରୁଛନ୍ତି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତାହ କାର୍ଯ୍ୟକ୍ରମ ହୋଇଥିଲା । ଏହି ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଲେଜ ଛାତ୍ରୀ ନିଜ ଅଧ୍ୟାପକ ଓ ଅଧ୍ୟାପିକା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ