ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ଭିନ୍ନ ଧରଣର ହୋଇଥାଏ। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ।ଏମିତି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।
ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଆମେ ସେମାନଙ୍କ କାର୍ଯ୍ୟ କଲାପରେ ବହୁତ୍ ଖୁସି ହୋଇଥାଉ। କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ।
ଯାହାବି ହେଉ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ। ଏହା ମଧ୍ଯ ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି।
ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି। ସେହିପରି ଏଠାରେ ଏହି ଘଟଣାରେ ଛୋଟ ଝିଅ ଟିଏ ଶାଢ଼ୀ ପିନ୍ଧି ଯେମିତି ଅଭିନୟ ଦେଖାଉଛି ତାକୁ ଦେଖିଲେ ଆପଣ ହସି ହସି ଗଡି ଯିବେ। ଘରର ସମସ୍ତ ସଦସ୍ୟ ଙ୍କ ବିଷୟରେ ମାଉସୀ ଚରିତ୍ରରେ ଅଭିନୟ କରୁଥିବା ଏହି ଝିଅଟି ଯାହା କହୁଛି ତାକୁ ଶୁଣିଲେ ଆପଣ ବି ଅବାକ୍ ହୋଇଯିବେ। ତାଙ୍କୁ ଜଣେ ମହିଳା କଣ ପଚାରୁଛନ୍ତି ଏବଂ ସେ କଣ ଉତ୍ତର ଦେଉଛନ୍ତି ତାହା ଶୁଣନ୍ତୁ। ଯେମିତି ତାଙ୍କର ପରିବାର, ଘର ସଂସାର କୁ ନେଇକି ବହୁତ୍ ଅନୁଭୂତି ରହିବା ଭଳି ପିଲାଟିର କଥାରୁ ଲାଗୁଛି। ଏହାକୁ ଦେଖି ଲୋକେ ବହୁତ୍ ଉପଭୋଗ କରୁଛନ୍ତି।ପୁଅ ଓ ବୋହୂ କଥା ଓ ଝିଅ ଓ ଜୁଆଇ କଥା ମଧ୍ୟ କହି ବହୁତ୍ ଭଲ ଅଭିନୟ କରିଛନ୍ତି କୁନି ମାଉସୀ ।