skin whitening – ମାତ୍ର ୭ ଦିନରେ ମୁହଁ ପୁରା ଗୋରା ଓ ସୁନ୍ଦର,ମାତ୍ର କରନ୍ତୁ ଏହି ଟିକିଏ ଛୁଟିଆ ଉପାୟ…

ବର୍ତ୍ତମାନର ସମାଜରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ପ୍ରାୟାସ କରିଥାନ୍ତି , ସେଥି ପାଇଁ ସେମାନେ ବିଭିନ୍ନ ପ୍ରକାର କସମେଟିକ ୟୁଜ ମଧ୍ୟ କରିଥାନ୍ତି । କିନ୍ତୁ ଅନେକ ସମୟ ରେ ବାହାର ର ଡଷ୍ଟ ଆମ ତ୍ୱଚା କୁ ଖରାପ କରିଦେଇଥାଏ ।

ଅନେକ ଝିଅ ମାନଙ୍କର ତ୍ୱଚାରେ ବ୍ରଣ ବା କଳାଦାଗ ର ସମସ୍ୟା ଦେଖା ଯାଇଥାଏ , ଏହା ଛଡା ଦେହ ହାତରେ କେଶ ଆସିବା ବା ବେକ ପଛରେ କଳାଦାଗ ଆସିବା ଇତ୍ୟାଦି ସମସ୍ୟାମାନ ଦେଖାଯାଇଥାଏ । ଏହା କୁ ଦୂର କରିବା ପାଇଁ ମହିଳା ମାନେ ଅନେକ ପ୍ରକାର କସମେଟିକ ଜିନିଷ ବ୍ୟବାହର କରିଥାନ୍ତି କିନ୍ତୁ ସେଥିରେ କୌଣସି ଉପଶମ ମିଳିନଥାଏ ।

ମହିଳା ମାନେ ବ୍ୟବହାର କରିୁଥିବା ବିୟୁଟି ପ୍ରଡକ୍ଟ ରେ ଅନେକ ପ୍ରକାର କେମିକାଲ ମିକ୍ସ ହୋଇଥାଏ , ଯାହା ଆମ ସୁନ୍ଦରତାକୁ ଖରାପ କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟ ରେ ଜଣେଇବୁ ଯାହା ଆପଣbଙ୍କ ମୁହଁ ରେ ଥିବା ସମସ୍ତ ଦାଗ , ବ୍ରଣ ବା କ୍ଷତ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟ ରେ ।

ଆବଶ୍ୟକ ସାମଗ୍ରୀ :-

 ଦହି /କ୍ଷୀର, ଗ୍ଲିସେରିନ, ହଳଦୀ ଗୁଣ୍ଡ, ଲେମ୍ବୁ ରସ, କମଳା ଲେମ୍ବୁ ଚୋପା, ଗୋଲାପ ଜଳ, ନଡ଼ିଆ ତେଲ।

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଗୋଟିଏ ଛୋଟ ଗିନାରେ 2 ଚାମଚ ଦହି ବା କ୍ଷୀର ଯାହା ଆପଣଙ୍କୁ ସହଜରେ ମିଳିପାରିବ ତାହାକୁ ନିୟନ୍ତୁ ଓ ସେଥିରେ ଅଧା ଚାମଚ ଗ୍ଲୀସେରିନ ଓ ଅଳ୍ପ ପରିମାଣ ହଳଦୀ ଗୁଣ୍ଡ, ଅଳ୍ପ ପରିମାଣ ଲେମ୍ବୁ ରସ ଓ କମଳା ଲେମ୍ବୁ ଚପାର ଗୁଣ୍ଡକୁ ଭଲ ଭାବରେ ମିକ୍ସ କରନ୍ତୁ ।

ବ୍ୟବହାର :-

ପ୍ରସ୍ତୁତ କରିଥିବା ଫେସ ପ୍ୟାକଟି ଏକ ସପ୍ତାହ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଆପଣଙ୍କ ମୁହଁରେ ଭଲ ଭାବରେ ଲଗାନ୍ତୁ ଓ ଏହାକୁ 10 ରୁ 15 ମିନିଟ ପର୍ଯ୍ୟନ୍ତ ସେମିତି ରଖନ୍ତୁ ଓ ତାପରେ ଆପଣଙ୍କ ମୁହଁକୁ ପରିସ୍କାର ଭାବରେ ଧୋଇଦିୟନ୍ତୁ । ଦେଖିବେ ମାତ୍ର ଅଳ୍ପ ଦିନ ମଧ୍ଯ ରେ ଏହା ଆପଣଙ୍କ ମୁହଁକୁ ଗରା ଓ ସୁନ୍ଦର କରିବା ରେ ସାହାଯ୍ୟ କରିବ ।

2ୟ ଉପଚାର:-

ଦ୍ୱିତୀୟ ରେ ଏହାର ଏକ ସିରୋମ ପ୍ରସ୍ତୁତ କରିବା ପାଇଁ ହେବ । ପ୍ରଥମେ ଏକ ଗିନାରେ 2 ଚାମଚ ଗୋଲାପ ଜଳ, ଏକ ଚାମଚ ଗ୍ଲୀସେରିନ, ଏକ ଚାମଚ ଲେମ୍ବୁ ରସ, ନଡ଼ିଆ ତେଲ, ଓ 2 ଚାମଚ ଆଲୋବେରା ଜେଲ । ଏହି ସମସ୍ତ ପ୍ରକାର ସାମଗ୍ରୀକୁ ଭଲ ଭାବରେ ମିକ୍ସ କରନ୍ତୁ ।ଦେଖିବେ ଯେତେ ବେଳେ ଏହା ମିକ୍ସ ହେଇ ଗାଢ଼ ହେଇଯିବ ସେତେ ବେଳେ ଏହାକୁ ଆପଣ ପୂର୍ବରୁ ପ୍ରସ୍ତୁତ କରି ବ୍ୟବହାର କରିଥିବା ଫେସ ପ୍ୟାକକୁ ଲଗାଇ ଧୋଇସାରିବା ପରେ ଏହାକୁ ଆପଣଙ୍କ ମୁହଁରେ ବ୍ୟବହାର କରନ୍ତୁ । ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କ ମୁହଁରେ ସମସ୍ତ ପ୍ରକାର ଦାଗ, ବ୍ରଣ, ଦୁରେଇ ଯିବା ସହିତ ଆପଣଙ୍କ ଫେସ ଗରା ହେବାକୁ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ