Remove Moles – ମାତ୍ର ୩ ଦିନରେ ଭାତୁଡ଼ି ସମସ୍ୟାରୁ ମୁକ୍ତି ପାଆନ୍ତୁ,କରନ୍ତୁ ଏହି ଘରୋଇ ଛୋଟିଆ ଉପାୟ…100% Working |

ଭାତୁଡି ବା କଳାଯାଇ ଗୋଟେ ଦାଗ ଭଳି ଦେଖାଯାଏ ଯାହାଦ୍ୱାରା କୌଣସି ଦରଜ ବା ଅସୁବିଧା ହୋଇନଥାଏ କିନ୍ତୁ ଚେହେରାର ସୁନ୍ଦରତା ବିଗାଡି ଦେଇଥାଏ।କିଛି ଲୋକଙ୍କର ଜନ୍ମରୁ ହିଁ କଳାଯାଇ ଥାଏ ତ କିଛି ଲୋକଙ୍କର ବୟସ ବଢିବା ସହ ଶରୀରରେ କଳାଯାଇ ସହ ଭାତୁଡି ଆସେ।

ଏ କଳାଯାଇ ମାଟିଆ କିମ୍ବା କଳାରଙ୍ଗର ଅଟେ।ଝିଅ ପିଲାଙ୍କ ଓଠ ପାଖରେ କଳାଯାଇ ଥିଲେ ଚେହେରାର ସୁନ୍ଦରତା ବଢ଼ିଯାଏ କିନ୍ତୁ ଏ କଳାଯାଇ ଯେତେବେଳେ ଚାରିଆଡେ ବାହାରି ପଡେ ବା ତାର ସଂଖ୍ୟା ବଢ଼ିଯାଏ ତ ଚେହେରା ସୁନ୍ଦରତା ବଢିଯାଏ।

ଶରୀରରେ ଯେକୌଣସି ସ୍ଥାନରେ ଦାଗ,ଧବା,କଳାଯାଇ ଓ ଭାତୁଡି ହୋଇପାରେ ଭାତୁଡି ଓ କଳାଯାଏ ବାହାର କରିବା ପାଇଁ କିଛି ଲୋକ ଅସ୍ତ୍ରୋପଚାରର ସହାୟତା ନେଇଥାନ୍ତି ଓ ଆଉକିଛି ଲୋକ କଳାଯାଇ ହଟେଇବା ପାଇଁ କ୍ରିମର ବ୍ୟବହାର କରିଥାନ୍ତି।

ଆଉ ସାଙ୍ଗମାନେ କେତେକ ଘରୋଇଉପାୟ ବି ଅଛି ଯେଉଁଥିରେ କଳାଯାଇ ଓ ଭାତୁଡିରୁ ରକ୍ଷା ମିଳିଥାଏ।କିଛି ଭାତୁଡି ଓ କଳାଯାଇ ଅମିତିବି ଥାନ୍ତି ଯାହା ଆପେ ଆପେ ଅଳ୍ପଦିନରେ ପଳାନ୍ତି ବା ଝଡିପଡ଼ନ୍ତି ଓ ଆଉ କିଛି ଏମିତି ଅଟନ୍ତି ଯାହାକୁ କାଢ଼ିବା ପାଇଁ ଅସ୍ତ୍ରୋପଚାର କରିବାପାଇଁ ପଡେ।ଆଜି ଆମେ ଏଠି ସେ ବିଷୟରେ କହିବାକୁ ଯାଉଛୁ।ସାଙ୍ଗମାନେ ମହୁ ଓ ଲେମ୍ବୁର ମିଶ୍ରଣ ଚେହେରାର ଦାଗ ଓ ଗାଢ଼,କଳାଯାଇ ସଫାକରିବା ପାଇଁ କାରିଗର ଅଟେ।


ରସୁଣ କୁ ବାଟୀ ଗୋଟେ କପଡ଼ାରେ ସେ ଭାତୁଡିରେ ବାନ୍ଧିଦେବେ ଓ ପିଆଜ ବି ଭାତୁଡିରୁ ରକ୍ଷା କରାଇଥାଏ।ପ୍ରଥମେ ପିଆଜକୁ ଛଡେ଼ଇ କାଟି ସେ ଭାତୁଡି ଉପରେ ରଗଡିବେ ତାପରେ ସେ ଭାତୁଡି ଧୀରେ ଧୀରେ ଦବିବାକୁ ଲାଗିଲା ତାପରେ ଭାତୁଡି ଭଲ ହୋଇଯିବ।ତାପରେ ଆଲୋବେରା ରସକୁ ଭାତୁଡି ଉପରେ ଲଗାଇ ବା ଦ୍ୱାରା ଭାତୁଡି ଆପେ ଆପେ ଝଡ଼ିକି ଗଳିପଡିବ।

ଏହାପାଇଁ ଆକୁ ଗୋଟେ ଦିନରେ ୩-୪ ଥର ଲଗାଇ ବାକୁ ପଡିବ।ଯଦି ଆପଣ ଭହତୁଡିକୁ ମୂଳରୁ ନଷ୍ଟ କରିବାକୁ ଛାହୁଁଛ ତାହେଲେ ଗୋଟେ ଜଳୁଥିବା ଧୂପକାଠିକୁ ଲଗେଇ ସଂଗେ ସଂଗେ କାଢି ନେବା ଉଚିତ ମନେରଖ ଦେଖିକି କରିବ ଯାହା ଫଲରେ ଆପଣଙ୍କ ଚମଡା ଜଳିଯାଇ ପାରେ।ସବୁଦିନ ଏମିତି ଦିନକୁ ଦୁଇଥର କରିବା ଦ୍ୱରା ବହୁତ ଶୀଘ୍ର ଭାତୁଡି ସୁଖିକି ଗଳିପଡେ।

ଏହାବ୍ୟତୀତ ଲେମ୍ବୁରସ କାଢି ତାକୁ ଭାତୁଡି ଉପରେ ଲଗାଇ ଗୋଟେ କପଡାଦ୍ୱାରା ତାକୁ ବାନ୍ଧି ଦେବା ଆବଶ୍ୟକ ଅତିବେସିରେ ୨-୩ ଥର ଏପରି କରିବା ଦ୍ୱାରା ଆପଣ ଦେଖିବେ କି ଧୀରେ ଧୀରେ ଭାତୁଡି ଠିକ ହୋଇଯାଉଛି।କଞ୍ଚା ଆଲୁବି ଭାତୁଡି ଦୁରୀ କରଣରେ କାମରେ ଆସେ।

ଆଳୁ କୁ ଧୋଇ ଛଡେ଼ଇ ସେ ଆଲୁକୁ ନେଇ ତାଉପରେ ଘଷିବା ଦ୍ୱାରା ସେ ଭାତୁଡି ଠିକ ହୋଇଥାଏ।ଭାତୁଡି ଭଲ କରିବା ପାଇଁ ବରଗଛ ପତ୍ର କୁ ବାଟୀ ତା ରସ କାଢି ନେବେ ତାପରେ ସେ ରସକୁ ଭାତୁଡି ଉପରେ ସବୁଦିନ ୨-୩ ଥର ଲଗାଇବ।ଏହା ଦ୍ୱାରା ଭାତୁଡି ଭଲ ହୋଇଯିବ।ସାଙ୍ଗମାନେ ଇଏ ଥିଲା ଭାତୁଡି ଭଲ କରିବାର କେତେକ ଉପାୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।