Teeth Pain – ମାତ୍ର ୨ ମିନିଟରେ (ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା) ଭଲ ହୋଇଯିବ| କରନ୍ତୁ ଏହି ଘରୋଇ ଉପାୟ….

ତେବେ ଦର୍ଶକ ବନ୍ଧୁ ଆଜି କାଲି ଯୁବକ ହେଉ ବା ଯୁବତୀ ସମସ୍ତେ ନିଜର ଦାନ୍ତ କୁ ଶକ୍ତ କରିବା ସହିତ ଧଳା ମୋତି ଭଳି ଦାନ୍ତ କରିବା କୁ ଚାହିଁଥାନ୍ତି | କାରଣ ଧଳା ମତି ପରି ଦାନ୍ତ ସମସ୍ତଙ୍କ ହସର ସୁନ୍ଦରତାକୁ ଦୁଇ ଗୁଣିତ କରିଦିଏ | ବହୁ ଲୋକେ ଦାନ୍ତକୁ ଧଳା କରିବା ପାଇଁ ବିଭିନ୍ନ କେମିକାଲର ଦ୍ରବ୍ୟର ବ୍ୟବହାର କରିଥାଆନ୍ତି |

ମାତ୍ର ଏହା ସଭିଁଙ୍କୁ ହୁଏତ ଜଣାନଥିବ ଯେ ବହୁ ଖାଦ୍ୟପଦାର୍ଥର ପ୍ରଭାବରୁ ଦାନ୍ତ ଉପରେ ଓ ଏହାର ରଙ୍ଗ ଉପରେ କୁପ୍ରଭାବ ପକାଇବା ସହ ଦାଗ ମଧ୍ୟ ହୋଇଯାଏ | ଯାହା ଫଳ ରେ ଆମର ଦାନ୍ତ ଅପରିଷ୍କାର ଦେଖା ଯାଇଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଆମର ଦାନ୍ତ କୁ ପରିଷ୍କାର ଧଳା ଓ ମତି ପରି କରିବା !

ପାଇଁ କିଛି ଘରେଇ ଉପଚାର ବିଷୟରେ ଜାଣିବା ଯାହା ବ୍ୟବହାର କରିବା ଦ୍ୱାରା ଆମ ଜନିତ ସମସ୍ୟା ଦୂର ହେବା ସହିତ | ଆମର ଦାନ୍ତ ଧଳା ଓ ମତି ପରି ଦେଖା ଯିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଜାଣିବା |

ପ୍ରସ୍ତୁତି ପ୍ରଣାଳୀ :-ତେବେ ଦର୍ଶକ ବନ୍ଧୁ ଏହି ଘରେଇ ଉପଚାରଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ 2 ଟି ରସୁଣ ପାଖୁଡା ନିୟନ୍ତୁ ଓ ତାକୁ ଭଲ ଭାବରେ ତାର ଚୋପାକୁ ଛଡାଇ ଦିୟନ୍ତୁ | ତାପରେ ତାକୁ ଭଲ ଭାବରେ ପେଷ୍ଟ କରନ୍ତୁ ଓ ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ କୁ ଭଲ ଭାବରେ ମିକ୍ସ କରନ୍ତୁ |

ଏହାକୁ ଭଲ ଭାବରେ ମିକ୍ସ କରିସାରିବା ପରେ ସେଥିରେ ଏକ ଚାମଚ ବେକିଂ ପାଉଡର କୁ ଭଲ ମିକ୍ସ କରନ୍ତୁ ଏମିତି କିଛି ସମୟ ମିକ୍ସ ହେଲା ପରେ ସେଥିରେ ଏକ ଚାମଚ ବଜାରରୁ ମିଳୁଥିବା ସିଗନାଲ ପେଷ୍ଟ ଏକ ଚାମଚ ନେଇ ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରନ୍ତୁ |

ଏବେ ଏହା ପ୍ରସ୍ତୁତ ହେଇଗଲା, ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ |ବ୍ୟବହାର :-ତେବେ ବନ୍ଧୁଗଣ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ପ୍ରତ୍ୟେକ ଦିନ ସକାଳ ଉଠି ଏକ ବ୍ରସ ସାହାଯ୍ୟ ରେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ନେଇ ଆପଣଙ୍କ ଦାନ୍ତ ରେ ପ୍ରୟୋଗ କରନ୍ତୁ |

ଏମିତି ପ୍ରତ୍ୟେକ ଦିନ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଧଳା ଓ ମତି ପରି ଚକ ଚକ କରିବାକୁ ଲାଗିବ | ଏହା କୁ ବ୍ୟବହାରବିଷୟରେ |ବ୍ୟବହାର :-ତେବେ ବନ୍ଧୁଗଣ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ପ୍ରତ୍ୟେକ ଦିନ ସକାଳ ଉଠି ଏକ ବ୍ରସ ସାହାଯ୍ୟ ରେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ନେଇ ଆପଣଙ୍କ ଦାନ୍ତ ରେ ପ୍ରୟୋଗ କରନ୍ତୁ |

ଏମିତି ପ୍ରତ୍ୟେକ ଦିନ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଧଳା ଓ ମତି ପରି ଚକ ଚକ କରିବାକୁ ଲାଗିବ | ଏହା କୁ ବ୍ୟବହାର କରିବା ର ପ୍ରଥମ ଦିନ ହିଁ ଆପଣ ଏହାର ଗୁଣ ବିଷୟ ରେ ଜାଣିପାରିବେ |ତେବେ ଏହା ଥିଲା ଆମର ଦାନ୍ତ ସଫା କରିବାର ଅତି ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ