ମାତ୍ର 2 ବର୍ଷ ତିନି ମାସ ର ପିଲା ଜ୍ଞାନ ଆଗରେ ହାରି ଗଲେ ସବୁ ପ୍ରଫେସର । ଇଣ୍ଡିଆନ ବୁକ ରେକର୍ଡ ରେ ପିଲାଟିର ନାମ ଆସିଲା ।
ମାତ୍ର ଦୁଇ ବର୍ଷ ର ପିଲା ଆଜି ଇଣ୍ଡିଆନ ବୁକ ରେକର୍ଡ ଗ୍ରୀନିଜ ବୁକ ରେ ତାର ନାମ ଲେଖା ହୋଇଛି । କାରଣ ତାକୁ ଯୋଉ ପାଠ ପଚାରନ୍ତୁ ସେ ସବୁ ପାଠ ଗୁଡିକ କହି ଯାଉଛି । ଯେଉଁ ବହି ଥରେ ଦେଖୁଚି ତାକୁ ତା ପରେ ଆପଣ ଯାହା ପଚାରନ୍ତୁ ସେ ସବୁ କହି ଦେଉଛି । ଏହି ପିଲାଟି ସମସ୍ତଙ୍କୁ ଚକିତ କରି ଦେଇ ସାରି ଲାଣି , ସେଥି ପାଇଁ ପିଲାଟିର ନାମ ଗ୍ରୀନିଜ ବୁକ ରେ ଲେଖା ସରି ଲାଣି । ତେବେ ପିଲା ଟିର ନାମ ଓଁମ । ଘର ତାର ବାଲେଶ୍ୱର ଲିଙ୍ଗରାଜ ଗ୍ରାଁ ରେ ଅବସ୍ତିତ ।
ତେବେ ପିଲାଟିକୁ ଆପଣ ଯାହା ପଚାରନ୍ତୁ ପିଲାଟି ସବୁ ଗୁଡିକର ଉତ୍ତର ଦେଇ ଦେଉଛି । ଏମିତି କି ଜାତୀୟ ସଙ୍ଗୀତ ମଧ୍ୟ ପିଲାଟି ଗାଈ ପାରୁଛି । ପିଲା ଟିର ମା କହୁଛି ଯେଉଁ ବହିଟି ପିଲାଟି ଦେଖୁଛି ସବୁ ମନେ ରଖି ଦେଉଛି । ଆପଣଂକୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ ପିଲାଟି ମଧ୍ୟ ଭଲ ଗୀତ ଗାଉଛି ।
ସଙ୍ଗୀତ ପ୍ରତି ମଧ୍ୟ ତାର ବେଶ ଆଗ୍ରହ ରହିଛି । କାରଣ ସେ ଯେଉଁ ଗୀତ ଟି ଗାଉଛି ପୁରା ତାଳ କୁ ନେଇ ଗାଉଛି । କାରଣ କିଛି ପ୍ରଫେସର ଆସି ଥିଲେ ତାକୁ ଟେଷ୍ଟ କରିବା ପାଇଁ , ସେମାନେ ଯାହା ଦେଖିଲେ ପିଲାଟି ଭିତରେ ଆଶ୍ଚର୍ଯ୍ୟ ହୋଇ ଗଲେ । ପିଲାଟି କୁ ଯାହା ପଚାରିଲେ ତାହା କହି ଦେଲା । ତାକୁ କିଛି ଦେଶର ରାଜଧାନୀ ବିଷୟରେ ପଚାରି ଥିଲେ ସେ ସବୁ ତକ ଠିକ କରି ଦେଇ ଥିଲା ।
ପିଲାଟିକୁ ଅଷ୍ଟମ ଶ୍ରେଣୀ ର ବିଜ୍ଞାନ ବହିଟି ଦେଇ ଥିଲେ , ତା ପରେ ତାକୁ ସବୁ ପ୍ରଶ୍ନ ପଚାରି ଥିଲେ , ଆଶ୍ଚର୍ଯ୍ୟ ର କଥା ଯେ ପିଲାଟି ସବୁ ଠିକ କହି ଥିଲା ଯାହା ଫୋଳରେ ପିଲାଟିର ନାଁ ଗ୍ରୀନିଜ ବୁକ ରେ ଲେଖା ଯାଇଛି । ତେବେ କିଛି ପ୍ରଫେସର ମାନେ ତାଙ୍କ ଘରକୁ ଆସି ଥିଲେ , ଆଉ ସବୁ କିଛି ପଚାରି ସାରିବା ପରେ ପିଲାଟି ସବୁ କହି ଥିଲା । ଯାହା ଫୋଳରେ ପ୍ରଫେସର ମାନେ କହି ଥିଲେ ଯେ ପିଲାଟି ବଡ଼ ହେଲେ ବୈଜ୍ଞାନିକ ହେବ ବୋଲି କହି ଥିଲେ ।
ପୁଣି କହି ଥିଲେ ଏମିତିକା ପିଲା ସବୁ ମା କୁ ମିଳୁ । ତେବେ ଏହି ସମୟ ରେ କିଛି ନିଉଜ ଵାଲା ମଧ୍ୟ ଆସି ଥିଲେ । ତେଣୁ ପିଲାଟିର ଭିଡିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ତେଣୁ ଏଗୁଡିକ ସବୁ ଭଗବାନ ଙ୍କର କାମ । ସେ ଯାହାକୁ ଚାହିଁବେ ତାକୁ ଶ୍ରେଷ୍ଠ କରି ଦେବେ । ଆଉ ତାଙ୍କ ହାତ ଯାହା ମଥା ଉପରେ ରହିବ ସେ ପିଲା କେବେ ହାରିବ ନାହିଁ । ଏମିତିକା ପିଲା ଆଗରୁ କେବେ ଦେଖି ନ ଥିବେ । ତେଣୁ ଆପଣ ମାନେ ଏଭଳି କାମ କରନ୍ତୁ ଯେମିତି ଭବିଷ୍ୟତରେ ଆପଣ ମାନକୁ ସବୁ ମାନିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।