Viral Video : ମୋତେ ବାହା ହେଲା ହେଲେ ମନ ଭରିଗଲା ପରେ ଏବେ ଅନ୍ୟର ସ୍ତ୍ରୀ ସହ ସେ ରୋମାନ୍ସ କରୁଛି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ତେବେ ଆଜିକାଲି ଦୁନିଆଁ ରେ ପ୍ରାୟ ବିବାହ କରି ସାରି ମଧ୍ୟ ଅନ୍ୟ କାହା ସହ ଅନୈତିକ ସମ୍ପର୍କ ରଖିବାକୁ ପଛାଉ ନାହାଁନ୍ତି | ସମ୍ପର୍କ ରଖିବା ସହିତ ଏମିତି ବଡ଼ ବଡ଼ ଅପରାଧ କରୁଛନ୍ତି ଯାହାକୁ ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ନିଜ ମାନସିକ ଭାରସାମ୍ୟ ହରାଇ ନିଜ ସ୍ୱାର୍ଥ ପାଇଁ କାହାକୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି | ତେବେ ନିକଟରେ ସେଭଳି ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଆପଣ ଖୁବ ନିନ୍ଦା କରିବେ!

ଆଜ୍ଞା ହଁ ଦର୍ଶକବନ୍ଧୁ ଆପଣ ଠିକ ଶୁଣିଲେ। ସ୍ୱାଭାବିକ ହେବ ଅଭିନେତା ବାବୁସାନଙ୍କ ସାଂସାରିକ ଜୀବନ।ସେ ନିଜ ସ୍ତ୍ରୀ ତୃପ୍ତିଙ୍କ ସହ ପୁଣି ଥରେ ହସ ଖୁସିର ସଂସାର କରିବେ।ନିଜ ସ୍ତ୍ରୀଙ୍କ ପାଖକୁ ପୁଣି ଥରେ ଫେରିଯିବେ ଏପରି ଜଣା ପଡୁଛି। ଭୁଲିଯିବେ ସବୁ ରାଗ ଆଉ ଭୁଲିଯିବେ ସବୁ ଅଭିମାନ। ଏବେ ସ୍ତ୍ରୀ ପାଖକୁ ଯାଇ ତାଙ୍କ ଛୁଆକୁ ପୁଣି ଗେଲ କରିବେ ବାବୁ।

ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କର ଏହି ସ୍ନେହ ଆଉ ପ୍ରେମ ପାଇଁ ସେ ପୁଣି ଥରେ ତାଙ୍କ ସ୍ଥାନକୁ ଫେରିବାକୁ ଯାଉଛନ୍ତି।ତେବେ ତାଙ୍କ ଘର ସଂସାର ପୁଣି ଥରେ ହସି ଉଠିବ ଆଉ ସେ ପୁଣି ତାଙ୍କ ସ୍ଥାନକୁ ଫେରି ଆସିବେ।କିଛି ସୂତ୍ରରୁ ଖବର ମିଳିଛି କି ବାବୁସାନ ତାଙ୍କ ଘରକୁ ଫେରିବାକୁ ଯାଉଛନ୍ତି।ତାଙ୍କ ପୁଅ ପାଖକୁ ସେ ଫେରିଯିବେ ।

ଆଉ ପୁଅକୁ ଗେଲ କରିବେ।ତାଙ୍କ ପୁଅ ପୁଣି ଦାଦା ଦାଦା ଡାକି ତାଙ୍କ ପାଖକୁ ଯିବ ଆଉ ତାଙ୍କ ଘର ପୁଣି ହସ ଖୁସିରେ ଖେଳି ଉଠିବ।ଏହା ହେବାକୁ ଯାଉଛି ଆଉ ଯଦି ଏପରି ହୁଏ ତାହେଲେ ସାରା ଓଡ଼ିଶା ବାସୀ ଯାହା ଚାହୁଁଥିଲେ ତାହା ହେଇଯିବ।କାରଣ ସମସ୍ତେ ଏହା ହିଁ ଚାହୁଁଥିଲେ କି ବାବୁସାନ ତାଙ୍କ!

ଭଙ୍ଗା ସଂସାର ପୁଣି ଗଢି ତୋଳାନ୍ତୁ।ନିଜର ଭଙ୍ଗା ଭଙ୍ଗା କୁଟା କାଠି ଏକତ୍ର କରି ସେ ଆଉ ଏକ ନୀଡ଼ ଗଢି ତୋଳାନ୍ତୁ। ତାଙ୍କ ସଂସାର ପୁଣି ଗଢ଼ନ୍ତୁ।ଆହୁରି ମଧ୍ୟ ସମସ୍ତେ ଏହା ଚାହୁଁଥିଲେ କି ତାଙ୍କ ପରିବାର ପୁଣି ହସି ଉଠୁ ଆଉ ତାଙ୍କ ସାଂସାରିକ ଜୀବନ ସୁଖମୟ ହେଉ।

ତାଙ୍କ ଘର ହସ ଖୁସିରେ ବୁଡିଯାଉ ଆଉପୁଅକୁ ଗେଲ କରିବେ।ତାଙ୍କ ପୁଅ ପୁଣି ଦାଦା ଦାଦା ଡାକି ତାଙ୍କ ପାଖକୁ ଯିବ ଆଉ ତାଙ୍କ ଘର ପୁଣି ହସ ଖୁସିରେ ଖେଳି ଉଠିବ।ଏହା ହେବାକୁ ଯାଉଛି ଆଉ ଯଦି ଏପରି ହୁଏ ତାହେଲେ ସାରା ଓଡ଼ିଶା ବାସୀ ଯାହା ଚାହୁଁଥିଲେ ତାହା ହେଇଯିବ।କାରଣ ସମସ୍ତେ ଏହା ହିଁ ଚାହୁଁଥି!

ଏହା ହିଁ ସଭିଙ୍କ ପ୍ରାଥମିକ ଇଛା ଥିଲା।ତେବେ ଖୁସି ଖବର ଏହା କି ତାହା ପୁନର୍ବାର ହେବାକୁ ଯାଉଛି।ତେବେ ଆମେ ନୂଆ ପୁରୁଣା ଖବର, କ୍ରୀଡା ଖବର, ପଜଲ ଆଦି ନେଇକି ଆସିଥାଉ। ତେବେ ନୂଆ ପୁରୁଣା ଖବର ଆପଣଙ୍କୁ କେମିତି ଲାଗେ କମେଣ୍ଟ ରେ ଜଣାନ୍ତୁ !

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।