ମ୍ଯାଚ୍ ରେ ହାରିଲେ ପ୍ରେମ ରେ ଜିତିଲେ… ଖେଳ ମଝିରେ ପ୍ରେମିକାକୁ ପ୍ରୋପୋଜ କଲେ କ୍ରିକେଟର…. ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣ ମାନେ ତ ଜାଣିଛନ୍ତି କି ଆଜିର ସମୟରେ କେତେବେଳେ କେଉଁ ପ୍ରକାର ଘଟଣା ଘଟୁଛି , ସମାଜର କିଛି ଏପରି ଲୋକମାନେ ବସବାସ କରୁଛନ୍ତି ଯେଉଁ ମାନେ ସମାଜକୁ ଗୋଟିଏ ଖରାପ ଦିଗକୁ ନେବାରେ ଲାଗିଛନ୍ତି । ସେହି ଲୋକମାନଙ୍କ ପାଇଁ ସମାଜ ଧୀରେ ଧୀରେ କଳଙ୍କିତ ହେବାରେ ଲାଗିଛି ।

ସମାଜରେ କିଛି ଏପରି ଲୋକମାନେ ରହିଛନ୍ତି ଯେଉଁମାନଙ୍କ ପାଖରେ ନୈତିକତା ଏବଂ ମାନବିକତା ବୋଲି ଗୋଟିଏ ଜିନିଷ ଧୀରେ ଧୀରେ ଲିଭିବାରେ ଲାଗିଛି । କିଛି ଅସଭ୍ୟ ଲୋକମାନଙ୍କର କାର୍ଯ୍ୟକଳାପର ସୀମା ଏତେ ମାତ୍ରାରେ ବଢିବାକୁ ଲାଗିଛି , ଯେଉଁଥିପାଇଁ ସେମାନେ ଲଜ୍ଜିତ ହେବା ସହିତ ସମାଜ ମଧ୍ୟ ସମାନ ଭାବରେ ଲଜ୍ଜିତ ହେଉଛି!

 ସମାଜର ପବିତ୍ର ବନ୍ଧନ ହେଉଛି ବିବାହ ବନ୍ଧନ , ଏହି ବନ୍ଧନରେ ପ୍ରଚୁର ଭଲପାଇବା ଏବଂ ସମ୍ମାନ ରହିଥାଏ । ମାତ୍ର ଆଜିର ଲୋକମାନେ ଏହି ବନ୍ଧନକୁ ମଧ୍ୟ ଅପବିତ୍ର କରିବାକୁ ପଛଉ ନାହାନ୍ତି । ସ୍ୱାମୀ ସ୍ତ୍ରୀ ସଂପର୍କ ଏକ ପବିତ୍ର ସଂପର୍କ ହୋଇଥାଏ ମାତ୍ର ଏବେକା ସମୟରେ ସେହି ସଂପର୍କରେ ମଧ୍ୟ ଝଡ ସୃଷ୍ଟି ହେଉଛି ।

ସୁନ୍ଦର ଭାବରେ ଗଢି ଉଠିଥିବା ସୁନାର ସଂସାରଟି କିଛି ଭୁଲ ପାଇଁ ଭାଙ୍ଗି ଚୁରମାର ହୋଇଯାଇଥାଏ । ତେବେ ଏଥିପାଇଁ ଭଉୟ ସ୍ୱାମୀ ସ୍ତ୍ରୀ ଦୁହେଁ ଦାୟୀ ରହିଥାନ୍ତି । ସେହିପରି ଏକ ଘଟଣା ଏବେ ଆମ ସାମ୍ନାକୁ ଆସିଛି , ଯାହା ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ସେମାନେ ଯେତେବେଳେ ଘରେ ରୁମରେ ଏକା ଥିଲେ ସେହି ସମୟରେ ଗ୍ରାମର ଲୋକମାନେ ଘର ଭିତରକୁ ପଶିଯାଇଥୁିଲେ ଏବଂ ସେମାନଙ୍କୁ ଏକାଠି ଧରିନେଇଥିଲେ । ଗ୍ରାମରେ ଲୋକମାନେ ଯେତେବେଲେ ସେମାନଙ୍କୁ ସାଙ୍ଗରେ ଦେଖିଥିଲେ ସେହି ସମୟରେ ମହିଳା କହିଥିଲେ କି ମୁଁ ତାଙ୍କୁ ପ୍ରେମ କରୁଛି ସେ ମୋର ପ୍ରେମ ତମେ ମାନେ ଯାହା କରୁଛ କର ମୋର କିଛି ହବନି ।

ତେବେ ମହିଳାଙ୍କର ସେହି କଥାଟିକୁ ସେଠାରେ ଥିବା ଜଣେ ବ୍ୟକ୍ତି ରେକର୍ଡ କରିଥିଲେ ଏବଂ ତାହାକୁ ସୋସିଆଲ ମିଡିଆକରେ ଅପଲୋଡ କରିଥିଲେ । ତେବେ ସେହି ଭିଡିଓଟି ଏବେ ଘୂରି ବୁଲୁଛି , ଯାହାକି ବହୁତ ଲଜ୍ଜ୍ୟାଜନକ ଏବଂ ଅନୈତିକ ଅମାନବୀୟ କାର୍ଯ୍ୟକଳାପ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁଯେଉଁ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ତାହା କେଉଁ ସ୍ଥାନର ଜଣାପଡିନାହିଁ ମାତ୍ର ଏହା ବହୁତ ହିଁ ନିନ୍ଦନୀୟ କଥା ଅଟେ ।

ଏଥିରେ ଜଣେ ସ୍ତ୍ରୀ ତାର ସ୍ୱାମୀକୁ ଧୋକା ଦେବାର ଦେଖାଦେଇଛି ବିବାହ ପରେ ମଧ୍ୟ ଜଣେ ସ୍ତ୍ରୀ ପର ପୁରୁଷ ସହିତ ସଂପର୍କ ସ୍ଥାପନ କରୁଛି ଯାହାକି ସମାଜ ପାଇଁ ଆଗାମୀ ଯୁବପିଢି ମାନଙ୍କ ପାଇଁ ବହୁତ ଲଜ୍ଜ୍ୟାଜନକ ଏବଂ ନିନ୍ଦନୀୟ କଥା ଅଟେ । ଘଟଣାଟି ଏପରି ହୋଇଥିଲା କି ମହିଳା ଜଣକ ଯେତେବେଳେ ନିଜ ସ୍ୱାମୀ ଘରେ ନଥିଲେ ସେହି ସମୟରେ ନିଜର ପ୍ରେମିକକୁ ଘରକୁ ଡାକିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ