ମଣି ନଗେଶ୍ୱରୀ ର ମହିମା ଜାଣିଲେ ଆପଣ ଡରି ଯିବେ । ସେଠାରେ ଯାହା ହୁଏ ଆପଣ ଶୁଣିଲା ପରେ ବିଶ୍ୱାସ କରି ପାରିବେ ନାହିଁ ।
ଆଜି ଆମେ କିଛି ଆପଣଂକୁ ମଣି ନାଗେ ଶ୍ୱରୀ ଗୁମ୍ଫା ବିଷୟରେ କହିବା ପାଇଁ ଯାଉଛୁ । ଯାହା ଆପଣ ଶୁଣିବା ପରେ ଆପଣ ଡରି ଯିବେ । ମଣି ନାଗେ ଶ୍ୱରୀ ଗୁମ୍ଫା ଏକ ପ୍ରାଚୀନ ଫୁମ୍ଫା । ଏହି ଗୁମ୍ଫା ରେ ତ୍ରେତୟା ଯୁଗ ର ରାମ ଏବଂ ସିତା ରହୁ ଥିଲେ । ଯେତେ ବେଳେ ରାମ ଓ ସୀତା କୁଂଚକି ଫୋଳ ଆଣିବା ପାଇଁ ଯାଇ ଥିଲେ ସେହି ସମୟରେ ସେ ଏହି ଗୁମ୍ଫା ରେ ଗୋଟେ ରାତି କାଟି ଥିଲେ ।
ତେବେ ଏହି ଗୁମ୍ଫା ବିଷୟରେ ମଧ୍ୟ ମାଳିକା ରେ ଲେଖା ଅଛି । ଏହି ଗୁମ୍ଫା ଚାରି ପଟରେ ବହୁତ ଗଛ ଅଛି । ଏହି ଗୁମ୍ଫା ଟି ପାହାଡ଼ ଉପରେ ଅବସ୍ଥିତ । ଆପଣ ଯଦି କେବେ ଯିବାକୁ ଛଂହିବେ ତାହାଲେ ଆପଣଂକୁ ପାହାଡ଼ ଚଢ଼ିବା ପାଇଁ ପଡିବ । ତା ପରେ ଯାଇ ଆପଣ ସେହି ଗୁମ୍ଫା ନିକଟରେ ପ୍ରବେଶ କରି ପାରିବେ । ତେବେ ଆଜି ଆମେ ଆପଣଂକୁ ଏହି ଗୁମ୍ଫା କିଛି ମହିମା ବିଷୟରେ । ଯାହା ଜଣେ ସିଦ୍ଧ ଯୋଗୀ କହି ଛନ୍ତି ।
ଏହି କିଛି ଦିନ ତଳେ ଜଣେ ନିଉଜ ଚେନାଲ ଯାଇ ସେଠାରେ ପହଞ୍ଚି ଥିଲେ । ଆଉ ତା ପରେ ସେଠାରେ ରହୁ ଥିବା ଜଣେ ସିଦ୍ଧ ଯୋଗୀ କୁ ଏହି ଗୁମ୍ଫା ବିଷୟରେ ପଚାରି ଥିଲେ । ତେବେ ସେ କହି ଥିଲେ ଏହି ଗୁମ୍ଫା ରେ ପ୍ରତେକ ସମବାର ଦିନ ଲାଇଟ ଜଳେ । ସେହି ଲାଇଟ ଜଳିଲେ ସେଠାରେ ନାଗ ନାଗୁଣି ମଣିଷ ରୂପରେ ଖେଳା ଲୀଳା କରନ୍ତି ।
କେତେ ବେଳେ ସାପ ହୋଇ ଖେଳନ୍ତି ତ କେତେ ବେଳେ ମଣିଷ ରୂପରେ ଖେଳନ୍ତି । କିନ୍ତୁ ଏହି ଦୃଶ୍ୟ କେହି କେବେ ଦେଖି ନାହାନ୍ତି । ଯୋଗୀ ଙ୍କ ର କହିବା କଥା ଯେ ଏହି ଗୁମ୍ଫା ରେ ଆଗ ରୁ କିଛି ନ ଥିଲା । କିନ୍ତୁ ଏଠାରେ ଏବେ ଶିଵ ଲିଙ୍ଗ ହୋଇ ଗଲେଣି ।
ଏଠାରେ ଏବେ ପ୍ରତେକ ଦିନ ଭକ୍ତ ହେଉ ଥିବା ସମୟରେ । ଆଗ କାଳରେ ଏହି ଜାଗା କୁ କେହି ଯାଉ ନ ଥିଲେ । ତେବେ ସେହି ନାଗ ନାଗୁଣି ର ଖେଳା ଲିଳା ଯିଏ ଦେଖି ଦିଏ ସେ କାଲି ସକାଳୁ ମରି ଯାଏ । ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ଏହି ଦୃଶ୍ୟ ଦେଖିବା ପାଇଁ ଜଣେ ନିଉଜ ଚେନାଲ କ୍ୟାମେରା ରଖି ଦେଇ ଥିଲା , ଯିଏ ରଖି ଥିଲା ସେ ମରି ଗୋଲା ।
ତେବେ କ୍ୟାମେରା ରେ ଦେଖା ଯାଇ ଥିଲା ଏହି ଦୃଶ୍ୟ । ସେଥି ପାଇଁ ସେଠାକୁ କେହି ରାତ୍ରି ସମୟରେ ଯାଆନ୍ତି ନାହିଁ । କିନ୍ତୁ ସେଠାକୁ ଯାଇ ଯିଏ ପୂଜା କରେ ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇ ଯାଇ ଥାଏ । ତେବେ ଏହା ଥିଲା ସେହି ଆଲୌକିକ କାହାଣୀ ଯାହା ଜଣେ ସିଦ୍ଧ ଯୋଗୀ କହି ଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।