New Twist : ମାନହାନୀ ମକଦ୍ଦମା ରୁଜୁ କଲେ ପ୍ରକୃତି, ୫ କୋଟି ୧୦ ଲକ୍ଷ ଟଙ୍କାର କଲେ କେସ୍ ତୃପ୍ତିଙ୍କୁ ଉପରେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରକୃତି ମିଶ୍ର କହୁଛନ୍ତି କି ମୋ ଇଜତ୍ ଏତେ ଶସ୍ତା ନୁହଁ। ସେ ବାବୁସାନ ମହାନ୍ତି କୁ କହିଛନ୍ତି।ସେସିଆଲ ମିଡିଆରେ ବର୍ତ୍ତମାନ ସବୁଠି କେବଳ ଗୋଟିଏ କଥା ଦେଖିବାକୁ ମିଳିଛି କି ବାବୁସାନ ଆଉ ପ୍ରକୃତି ଙ୍କ ପ୍ରେମ ସମ୍ପର୍କ କୁ ନେଇକି କେମତି ତୃପ୍ତି ଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି |

ତେବେ ଆମେ ଜାଣିଛୁ କି ବିଭଳି ଭାବରେ ତୃପ୍ତି ତାଙ୍କ ସ୍ୱାମୀ ଙ୍କୁ ପ୍ରକୃତଙ୍କ ସହିତ ଦେଖି ପ୍ରତିକ୍ରିୟା ରଖିଥିଲେ | ଆଉ ବିଚ ରାସ୍ତାରେ ପ୍ରକୃତିକୁ ବଢ଼େଇ ଥିଲେ | ଆଉ ଯୋଉଁ ଘଟଣା ପାଇକି ବାବୁସାନ ଆଉ ପ୍ରକୃତି ଙ୍କ ମଧ୍ୟରେ ଚାଲିଥିବା ଲୁଚା ଚୋପା ପ୍ରେମ ସମ୍ପର୍କ ଆସିଥିଲା ସମସ୍ତଙ୍କ ସାମ୍ନାକୁ |

ଏବେ ପୁଣି ଗୋଟିଏ କଥା ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ଆଉ ଯୋଉଠି ମନ୍ମଥ ମିଶ୍ର କହିଛନ୍ତି କି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ପ୍ରକୃତି ମିଶ୍ର | ଆସନ୍ତୁ ତାହେଲେ କଣ ରହିଛି ସମ୍ପୂର୍ଣ୍ଣ କଥା ତା ଉପରେ ଟିକିଏ ନଜର ପକାଇବା |
ତେବେ ଏତେଦିନ ପରେ ପ୍ରକୃତି ଙ୍କ ମା ଉ ବାପା ଙ୍କ ମୁଣ୍ଡରେ ବୁଦ୍ଧି ପଶିଛି ଉ ଖୁବ ଶୀଘ୍ର ଝିଅ ର ବିବାହ କରିଦେବା କଥା ସେମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି | ତେବେ ଏପରି ଅପଦସ୍ତ ଆଉ ଲଜ୍ୟା ର ସ୍ୱୀକାର ହେବା ପରେ ଏଭଳି ଗୋଟିଏ ନିଷ୍ପତି ନେଇଛନ୍ତି ତାଙ୍କର ପରିବାର ଲୋକ | ତେବେ ଆପଣ ମାନେ ତ ଜାଣିଥିବେ କି ରାସ୍ତା ଉପରେ ଏଭଳି ଭାବରେ ପ୍ରକୃତି ମିଶ୍ର ଙ୍କ ଉପରେ ବାବୁସାନ ଙ୍କର ସ୍ତ୍ରୀ ଆଟାକ କରିଥିଲେ ଯାହା ପାଇଁ ତାଙ୍କୁ ବିବାହ କରିଦେବାର କଥା ସାମ୍ନା କୁ ଆସିଛି |

ଆଉ ଏହି ଘଟଣା କୁ ନେଇକି ଅନେକ ବୁଦ୍ଧିଜୀବୀ ଆଉ ଆଇନଜୀବୀ ମାନେ ମଧ୍ୟ କହିଥିଲେ କି ପ୍ରକୃତିଙ୍କୁ ବିବାହ କରିଦେବା ପାଇଁ | ଆଉ ଅନ୍ୟ କାହାର ବିବାହିତ ସଂସାର ଭିତରେ ନ ପଶିକ ନିଜର ଗୋଟିଏ ସଂସାର ଗଢିବା ପାଇଁ | ଆଉ ତାଙ୍କର ସଂସାର ଗଢି ସରିଲା ପରେ ନିଜ ହିସାବରେ ଚଳିବା ପାଇଁ ଆଉ ତାଙ୍କର ଯାହା ଇଚ୍ଛା ତାହା କରିବା ପାଇଁ କିନ୍ତୁ ଏଭଳି ଗୋଟିଏ ପରିବାର ଥିବା ଘରେ ମୁଣ୍ଡ ନ ପୁରେଇବା ପାଇଁ |

ତେବେ ଏବେ ଗୋଟିଏ ମାତ୍ର କଥା ଜାଣିବାର ଅଛି କି ଏତେ ସବୁ ଘଟଣା ଘଟିସାରିଲା ପରେ ପ୍ରକୃତି କାହାକୁ ବିବାହ କରିବାକୁ ଯାଉଛନ୍ତି | ଆଉ କାହା ସହିତ ସେ ନିଜର ସମ୍ପର୍କ ସହିତ ସଂସାର ଗଢିବାକୁ ଯାଉଛନ୍ତି ତାହା ବର୍ତ୍ତମାନ ଜାଣିବାକୁ ବାକି ଅଛି |

ତେବେ ପ୍ରକୃତି ଆଉ ବାବୁସାନ ରୁମ ମଧ୍ୟ ନେଉଥିଲେ ଆଉ ଲୁଚି ଛପି ଦେଖା କରି ନିଜର ପ୍ରେମ ସମ୍ପର୍କ କୁ ବଜେସି ରଖିଥିଲେ ଆଉ ଯାହା ଜାଣିବା ପରେ ତୃପ୍ତି ଏଭଳି କରିଥିଲେ ବୋଲି କୁହାଯାଇଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।