Viral ଭିଡ଼ିଓ – ମମି ମୁଁ ତୁମ ଝିଅକୁ ବାହା ହେବି ଏମିତି କହି ମୋ ଝିଅର ସବୁକିଛି ସାରିଦେଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ମାନେ କିଛି ନା କିଛି ଦେଖୁଥିବେ କିନ୍ତୁ ଆଜିର ଘଟଣା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ ଗୋଟିଏ ମା ର କୋହଭରା କାହାଣୀ ଜଣେ ମାଆର ଛାତି ଥରା କୋହ ; ମୋ ଝିଅକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାର ସବୁ ଲୁଟି ନେଲା, ଆଉ ସବୁ ଲୁଟି ନେବା ପରେ ସେ ଲୁଚି ବୁଲୁଛି। ଗୋଟିଏ ମାଆ କହୁଛି, ମୋ ଝିଅ କୁ ବିବାହ କରିବ ପ୍ରତିଶ୍ରୁତି ଦେଇ ତାର ଇଜ୍ଜତ ସହ ଖେଳ ଖେଳିଲା ।

ମୋ ଝିଅ ଠାରୁ ସବୁ ଲୁଟି ନେବା ପରେ ଆଜି ସେ ଲୁଚି ବୁଲୁଛି । ମୋର କେହି ନାହାଁନ୍ତି ନା ମୋର ସ୍ଵାମୀ ଅଛି ନା ମୋ ଝିଅ ର ଭାଇ ଅଛି । ଆମ ପାଖରେ ଟଙ୍କା ବି ନାହିଁ ସେ ପୁଅକୁ ଖୋଜିବା ପାଇଁ । ସେହି ପୁଅକୁ ତା ଭେଣୋଇ ଲୁଚାଇ ଦେଇଛି ଆମେ ଦେଖିଛୁ । ଆଉ ଆଜି କହୁଛନ୍ତି ପୁଅ କୁଆଡେ ଫେରାର ହୋଇଯାଇଛି । ମୋର ସରଳତା ର ସୁଯୋଗ ନେଇ ସେ ମୋ ଝିଅର ସର୍ବନାଶ କରିଦେଇଛି ।

 ତିନି ବର୍ଷ ଧରି ଭଲ ପାଇଲା ସବୁକିଛି ସାରିଦେଲା । ଏହି ଆଖ ପାଖରେ ସମସ୍ତେ ଜାଣନ୍ତି କି ସେ ମୋ ଝିଅକୁ ଭଲପାଏ । ଆଉ ସେ ବାହା ହେବ କିନ୍ତୁ ଆଜି ସେ ଲୁଚିଛି । ଏହାପରେ ମୋ ଝିଅ କୁ ବାହା ହେବ କିଏ । ଏମିତି କିଛି କହି କାନ୍ଦି ପକାଉଛି ମାଆ । କେମିତି କାନ୍ଦିବନି ମାଆ ତାର ଝିଅ ସହ ଏମିତି ଘଟଣା ଘଟିଛ । ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗାଁର ଜଣେ ଯୁବକ ଭଲ ପାଇ ପ୍ରତାରଣା ଦେଇଛି ।


ଏମିତିକି ନ୍ୟାୟ ପାଇବା ପାଇଁ ପ୍ରେମିକ ର ଘର ଆଗରେ ପ୍ରେମିକା ଧାରଣା ରେ ବସିଛି । ଆଜି ଲଗ୍ନ ଧରା ଥିଲା ବା ସ୍ବୀକାର ଆଉ ଦିନ କେଇଟା ପରେ ବର ବେଶରେ ପହଞ୍ଚିଥାନ୍ତା ବର । ଆଉ ଆଜି ପରିବାର ପକ୍ଷରୁ ଲଗ୍ନ ଧରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଠିକ୍ ସେତିକିବେଳେ ପ୍ରେମିକାକୁ ଧୋକା ଦେଇ ପ୍ରେମିକ ଫେରାର ହୋଇଯାଇଛି । ଆଉ ନିଜେ ନିଜକୁ ନ୍ୟାୟ ଦେବା ପାଇଁ ପ୍ରେମିକ ଘର ଆଗରେ ଅଡି ବସିଛି । ଆଉ ଏତିକି ବେଳେ ଝିଅର ମାଆ କାନ୍ଦି କାନ୍ଦି କ୍ୟାମେରା ଆଗରେ କହିଛନ୍ତି ମୋର କେହି ନାହାନ୍ତି ।

ମୋର ଟଙ୍କା ନାହିଁ ସେ ପୁଅକୁ ଖୋଜିବା ପାଇଁ । ଆଉ ପୋଲିସ ପାଖକୁ ଗଲେ ପୋଲିସ କହୁଛି ସେ ପୁଅକୁ ଖୋଜି ଆଣ ଆମେ ବାହାଘର କରିଦେବୁ କିନ୍ତୁ ମୋର ସାମର୍ଥ୍ୟ ନାହିଁ ସେ ପୁଅକୁ ଖୋଜିବା ପାଇଁ । ଆଉ ସେ ପୁଅ ଘରଲୋକ ତାକୁ ଲୁଚେଇ ରଖିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଝିଅର ମାଆ । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ସାମ୍ନାକୁ ଆସୁଛି ପ୍ରେମିକ ଆଉ ଧୋକା ଦେଇଥିବା ପ୍ରେମିକାର କେବେ ଧରୁଛି ହାତ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।