Exclusive : ମାଳି ସାହିରେ ବିକ୍ରି ହେଲେ ରାଣୀପଣ୍ଡା, ଏହି ବ୍ୟକ୍ତି ବିକିଥିଲେ ରାଣୀପଣ୍ଡାଙ୍କୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ମାଳିସାହି ରେ ବିକ୍ରୀ ହୋଇଗଲେ ରାନି ପଣ୍ଡା। ମୁଁ ତାକୁ ନିଜେ ବିକ୍ରୀ କରିଥିଲି। ଆଜିର ଦୁନିଆରେ ପ୍ରତ୍ୟେକ ସମୟରେ ଆମେ ମାନେ କିଛି ନା କିଛି ଘଟଣା ସଂପର୍କରେ ଶୁଣିବାକୁ ପାଉ । ଆଜିର ଏହି ଟେକ୍ନୋଲୋଜିର ଦୁନିଆରେ ପ୍ରତ୍ୟେକ ଲୋକମାନେ ସୋସିଆଲ ମିଡିଆରେ ଲାଇଭ ରହିଥାନ୍ତି ।

ଏପରିକି କହିବାକୁ ଗଲେ ଆଜିର ଛୋଟ ପିଲା ମାନଙ୍କ ପାଖରେ ମଧ୍ୟ ମୋବାଇଲ ରହିଛି ଯାହା ଦ୍ୱାରା ସେମାନେ ନିଜର ସମସ୍ତ କାମ କରିପାରୁଛନ୍ତି ଏପରିକି ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଭଲ ଭିଡିଓ ସହିତ ଖରାପ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳେ ।

ଏବେକା ସମୟରେ ଆମେ ମାନେ ଘରେ ରହିକରି ବିଭିନ୍ନ ସ୍ଥାନର ଘଟଣା ସଂପର୍କରେ ଜାଣିପାରୁ ଏପରିକି ଯେଉଁ ସ୍ଥାନକୁ ଆମେ ମାନେ ଯାଇନପାରିବା ସେ ସ୍ଥାନରେ ମଧ୍ୟ କଣ ସବୁ ଏବଂ କିପରି କାର୍ଯ୍ୟ ହୋଇଥାଏ ତାହାକୁ ଆମେ ଘରେ ରହିକରି ଏହି ସୋସିଆଲ ମିଡିଆ ସହାୟତାରେ ସେ ଘଟଣା ସଂପର୍କରେ ସମସ୍ତ ତଥ୍ୟ ଜାଣିପାରୁ । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେହିପରି ଏକ ଘଟଣା ସଂପର୍କରେ କହିବୁ ଯାହାକୁ ହୁଏତ ଆପଣ ମାନେ ଜାଣିନଥିବେ କି ସେହିପରି ସ୍ଥାନରେ କଣ ହୋଇଥାଏ ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆଜି ଆମେ ଆପଣ ମାନଙ୍କୁ ମାଳିସାହି ସଂପର୍କରେ କହିବୁ ଯେଉଁ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଯାହାକୁ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେହି ସ୍ଥାନରେ କଣ କାମ ହୁଏ କିପରି ବ୍ୟବହାର ପ୍ରଦର୍ଶନ କରାଯାଏ ତାହାର ଏକ ଭିଡିଓ ସେ ବ୍ୟକ୍ତି ଜଣକ ଦେଖାଇଛନ୍ତି ।

ତେବେ ଆମେ ଆପଣ ମାନଙ୍କୁ ଯେଉଁ ମାଲିସାହି ବିଷୟରେ କହୁଛୁ ତାହା ଆମ ଓଡିଶାର ନୁହେଁ ବରଂ ଏହା ଆମ ଦେଶର କୌଣସି ରାଜ୍ୟର ଅଟେ । ତେବେ ଏହି ମାଳିସାହିଟି ପଶ୍ଚିମବଙ୍ଗର କୋଲକାତା ସହରର ଅଟେ , ତେବେ ଆପଣ ମାନେ ତ ଜାଣନ୍ତି କି କୋଲକାତା ସହରରେ ଗୋଟିଏ ମାଳିସାହି ରହିଛି ବୋଲି ତେବେ ସେଠାକୁ ଯାଇଥିବା ଯୁବକ ଜଣକ ସେଠାକାର ଭିଡିଓ କରି ତାହାକୁ ପୋଷ୍ଟ କରିଛନ୍ତି ।

ଆପଣ ମାନେ ତ ଜାଣନ୍ତି କି ମାଳିସାହିରେ କଣ ସବୁ ହୋଇଥାଏ ତେବେ ସେହିଠାରେ ମଧ୍ୟ ସେହିପରି ଦେଖାଯାଉଛି । ଅନେକ ଯୁବତୀ ମାନେ ଅନେକ ଯୁବକଙ୍କ ସହିତ କଥା ହେଉଛନ୍ତି ସେଠାରେ ପୁଅ ମାନଙ୍କୁ ଝିଅ ମାନଙ୍କ ସହିତ କଥା ହେବାରେ କୌଣସି ସମସ୍ୟା ନଥାଏ ।

କାରଣ ସେହିଠାରେ ସେହିପରି କାମ ହୋଇଥାଏ ଏବଂ ସେମାନେ ନିଜ ଗ୍ରାହକଙ୍କ ମହିତ କତା ହୋଇଥାନ୍ତି । ତେବେ ଅନେକ ଯୁବକ ମାନେ ସେଠାକୁ ଆସୁଛନ୍ତି ଏବଂ ଅନେକ ଯୁବତୀଙ୍କ ସହିତ କଥା ହୋଇ ପୁଣି ଫେରିଯାଉଛନ୍ତି । ତେବେ ଏହିପରି ନିତିଦିନ ସେହିଠାରେ ଏପରି କାମ ଚାଲିଥା। ମାଳିସାହି ରେ ବିକ୍ରୀ ହୋଇଗଲେ ରାନି ପଣ୍ଡା। ମୁଁ ତାକୁ ନିଜେ ବିକ୍ରୀ କରିଥିଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।