ମାଳିକାର ବଡ ଭବିଷ୍ୟବାଣୀ ! ଓଡିଶାର ପରବର୍ତ୍ତୀ ଶାସନ ଗାଦିରେ ବସିବେ ଏହି ମହିୟସୀ…ମାଳିକାରୁ ମିଳିଲା ପ୍ରମାଣ | ଜାଣନ୍ତୁ ରଖନ୍ତୁ କିଏ…
ମହାପୁରୁଷ ଅଚ୍ୟୁତା ନନ୍ଦ ଙ୍କର ମାଳିକା ରେ ଯାହା କିଛି ବି ଲେଖା ଅଛି ତାହା ଆଜି ଅକ୍ଷରେ ଅକ୍ଷରେ ସତ ହେଉଛି। ଏହି ମାଳିକା ଉପରେ ସବୁ ଓଡିଶା ବାସୀ ଙ୍କର ଆସ୍ଥା ରହିଛି। ସମସ୍ତ ଲୋକ ଏହି ମାଳିକା କୁ ସମ୍ମାନ କରନ୍ତି ଓ ଏଥିରେ ଲେଖା ଥିବା ସବୁ କଥା କୁ ଅକାଟ୍ୟ ମାନି ଥାନ୍ତି। ଏହି ମାଳିକା ରେ ପ୍ରାୟ ତ ସବୁ କିଛି ବିଷୟରେ ଭବିଷ୍ୟ ବାଣୀ କରା ଯାଇଛ।
ତେବେ କଣ ଏହି ମାଳିକା ରେ ଆମ ଓଡ଼ିଶା ର ରାଜନୀତି ବିଷୟରେ କିଛି ଭବିଷ୍ୟ ବାଣୀ କରା ଯାଇଛି। ଆଗକୁ ଆମ ଓଡ଼ିଶା ରାଜ ନୀତି ରେ କଣ ହେବ କଣ ନାହିଁ କଣ ଏ ବିଷୟରେ ବର୍ଣନା କରା ଯାଇଛି। ତେବେ ଅନେକ ଙ୍କ ମନରେ ଏଭଳି ପ୍ରଶ୍ନ ଉପୁଜିଛି। କିନ୍ତୁ ପ୍ରକୃତ ରେ କଣ ମାଳିକା ରେ ଏହି ବିଷୟରେ ବର୍ଣିତ ହୋଇଛି।
ଆଗକୁ କିଏ ଆମ ର ଭବିଷ୍ୟତ ମୁଖ୍ୟମନ୍ତ୍ରୀ ହେବ। ସେ ପୁରୁଷ କିମ୍ବା ନାରୀ ହେବ , ସେ ମୁଖ୍ୟ ମନ୍ତ୍ରୀ ହେବା ପରେ ଆମ ଓଡ଼ିଶା ରେ କି ଭଳି ପରି ବର୍ତନ ଦେଖା ଦେବ। ଓଡିଶା ର ରାଜନୀତି ଉପରେ ଓ ଅର୍ଥ ନୀତି ଉପରେ ଏହାର କି ପ୍ରଭାବ ପଡିବ। ଏହି ସବୁ ବିଷୟରେ କଣ ଆମ ମାଳିକା ରେ ବର୍ଣିତ ହୋଇଛି। ତେବେ ଉତ୍ତର ହେଉଛି ହଁ। ଆମ ମାଳିକା ରେ ଏହି ସବୁ ବିଷୟରେ ବର୍ଣିତ ହୋଇଛି।
ମାଳିକା ର ଭବିଷ୍ୟତ ବାଣୀ ଅନୁଯାୟୀ ଆଗକୁ ଯିଏ ଆମର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି ସେ ଆଉ କେହି ନୁହେଁ ବରଂ ସେ ଜଣେ ମହିଳା ଅଟନ୍ତି। ଆପଣ ଠିକ ଶୁଣିଛନ୍ତି ଆମ ଓଡ଼ିଶାର ଆଗାମୀ ମୁଖ୍ୟ ମନ୍ତ୍ରୀ ଜଣେ ମହିଳା ହିଁ ହେବେ। ତେବେ ତାଙ୍କର ମୁଖ୍ୟ ମନ୍ତ୍ରୀ ଆସନ ଗ୍ରହଣ କରିବା ପରେ ଓଡ଼ିଶା ରେ ବଡ ପରିବର୍ତନ ହେବାକୁ ଯାଉଛି। ମାଳିକା ରେ ବର୍ଣିତ ଥିଲା କି ଭବିଷ୍ୟତ ରେ ଏହି ଜଗନ୍ନାଥ ଭୂମି ରେ ନାରୀ ଶାସନ ଦେଖି ବାକୁ ମିଳିବ।
ତେବେ ସେହି ମହିଳା ଜଣଙ୍କ ମୁଖ୍ୟ ମନ୍ତ୍ରୀ ହେବା ପରେ ଓଡିଶା ରାଜ ନୀତି ରେ ବଡ ପରି ବର୍ତନ ଆସିବ। ଓଡିଶା ର ଅର୍ଥନୀତି ସୁଦୃଢ ହେବ। ଓଡିଶା କୁ ଆସୁଥିବା ବିପଦ ସବୁ କମି ଯିବ। ଏହା ସହ ସାରା ଓଡ଼ିଶା ବାସୀଙ୍କ ପାଇଁ ଖୁସିର ଦିନ ଆସିବ। ମହା ପୁରୁଷ ଅଚ୍ୟୁତା ନନ୍ଦ ଙ୍କର ମାଳିକା ର ଭବିଷ୍ୟତ ବାଣୀ କୁ ଆଧାର କଲେ ଆମେ ଜାଣି ପାରିବୁ ଯେ ଆଗକୁ ଆମ ଭୂମି ଓଡିଶା କୁ ଜଣେ ନାରୀ ହିଁ ଶାସନ କରିବେ। ସାରା ଓଡ଼ିଶା ବାସୀ କୁ ଜଣେ ମହିଳା ଙ୍କ ଶାସନା ଧୀନ ହୋଇ ରହି ବାକୁ ପଡିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।